Browsing Tag

kesinga news

କେସିଙ୍ଗା ଏନ୍ ଏ ସି ତରଫରୁ ସ୍ଵାୟତ ଶାସନ ଦିବସ ପାଳିତ

କେସିଙ୍ଗା, (ପ୍ରୀତେଶ ପଟେଲ) : ଆଜି ନିଜକୁ ନିଜେ ଶାସନ କରିବା ଦିବସ ଅର୍ଥାତ ସ୍ଵାୟତ୍ତ ଶାସନ ଦିବସ ଏହି ଅବସରରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରସ୍ଥିତ ଏନ୍‌ଏସିରେ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ନେତୃତ୍ୱରେ ରବିବାର ସ୍ଥାନୀୟ କଲ୍ୟାଣ ମଣ୍ଡପରେ ପାଳନ
Read More...

କେସିଙ୍ଗାରେ ୧୨୫ତମ ” ମନ କି ବାତ “କାର୍ଯ୍ୟକ୍ରମ

କେସିଙ୍ଗା, (ପ୍ରୀତେଶ ପଟେଲ) : "ମନ କି ବାତ "ପ୍ରୋଗ୍ରାମ ଏକ କାର୍ଯ୍ୟକ୍ରମ ନୂହେଁ , ଲୋକଙ୍କର ବିଶ୍ବାସ ବୋଲି କହିଲେ କଳହାଣ୍ଡି ଜିଲ୍ଲାର ସାଂସଦ ମାଳବିକା ଦେବୀ । ଆଜି ୧୨୫ ତମ "ମନ କି ବାତ " କାର୍ଯ୍ୟକ୍ରମ କେସିଙ୍ଗା ବ୍ଲକ କନଫୋରେନସ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

କେସିଙ୍ଗା ଦ୍ରୋଣାଚାର୍ଯ୍ୟ ବିଦ୍ୟାଳୟରେ ୧୦୮ ଗଜାନନ ମୂର୍ତ୍ତିଙ୍କ ପୂଜା

କେସିଙ୍ଗା, (ପ୍ରୀତେଶ ପଟେଲ ) : କଳାହାଣ୍ଡିର କେସିଙ୍ଗା ବ୍ଲକସ୍ଥିତ ସମସ୍ତ ସ୍କୁଲରେ ଆଜି ଗଣେଶ ଚତୁର୍ଥୀ ଅବସରେ ଭଗବାନ ଗଜାନନଙ୍କ ପୂଜାର୍ଚ୍ଚନା ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଦ୍ରୋଣାଚାର୍ଯ୍ୟ ସ୍କୁଲ, କେନ୍ଦୁପଡ଼ା ବିଦ୍ୟାଳୟର ପ୍ରିନ୍ସପାଲ ଅର୍ଚ୍ଚନା ଅଗ୍ରୱାଲଙ୍କ
Read More...

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା : ଜଣେ କଲେଜ ଛାତ୍ରୀ ମୃତ

କେସିଙ୍ଗା : ଦୁଇ ବାଇକ୍ ମୁହାଁମୁହିଁ ଧକ୍କା । ଜଣେ କଲେଜ ଛାତ୍ରୀ ମୃତ ଅନ୍ୟ ଜଣେ ଗୁରୁତର । ବୁଧବାର ଅପରାହ୍ନରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ୨୬ନଂ ଜାତୀୟ ରାଜପଥ ସୁକନାଭଟା ଗ୍ରାମ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଗୁରୁତର ଥିବା କଲେଜ ଛାତ୍ରୀଙ୍କର
Read More...

କେସିଙ୍ଗାରେ ବିଜେପି ପାର୍ଟିର ନୂତନ କାର୍ଯ୍ୟାଳୟ ଉଦଘାଟନ

କେସିଙ୍ଗା, (ପ୍ରୀତେଶ ପଟେଲ) : ଓଡ଼ିଶା ନୂତନ ସରକାର ଆସିବାଠାରୁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ନଗରରେ ବିଜେପି ପାର୍ଟିର କାର୍ଯ୍ୟାଳୟ ନ ଥିବା ଚର୍ଚ୍ଚା ଜୋର୍ ଧରିଥିଲା । ଗତକାଲି ଅପରାହ୍ନରେ ୧.୩୦ ସମୟରେ ଓଡିଶା ସରକାରଙ୍କ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ କଳାହାଣ୍ଡି ସାଂସଦ
Read More...

ସତ୍ୟର ସ୍ୱର ତରଫରୁ ବକ୍ତୃତା ପ୍ରତିଯୋଗିତା

କେସିଙ୍ଗା, (ପ୍ରୀତେଶ ପଟେଲ) : ୭୯ତମ ସ୍ୱାଧିନତା ଦିବସ ଉପଲକ୍ଷେ "ସତ୍ୟର ସ୍ୱର" ପକ୍ଷରୁ କେସିଙ୍ଗା ଏନ୍ଏସି ଅନ୍ତର୍ଭୁକ୍ତ ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟ ମାନଙ୍କର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସ୍ଥାନୀୟ ୟଙ୍ଗ ବ୍ଲଡ ପବ୍ଲିକ ସ୍କୁଲ ଠାରେ ଏକ ବକ୍ତୃତା ପ୍ରତିଯୋଗିତାର ଆୟୋଜନ
Read More...

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କେସିଙ୍ଗାଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କେସିଙ୍ଗା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଜ୍ଞାନ ବିଜ୍ଞାନ ମେଳା ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେସିଙ୍ଗା ବ୍ଲକର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାହଷ ସମ୍ପତ ଛୁରିଆ ଯୋଗ ଦେଇ ଶିଶୁମାନଙ୍କୁ
Read More...

କେସିଙ୍ଗା ବିଜେପି କାର୍ଯ୍ୟକର୍ତ୍ତାମାନେ ଟ୍ରାଫିକ ବ୍ୟବସ୍ଥା ପରିବର୍ତ୍ତନ ପାଇଁ ଏସଡିପିଓଙ୍କୁ ଦାବୀପତ୍ର ପ୍ରଦାନ

କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗା ସହରର ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ । ସହରରେ ଜନଗହଳି ତଥା ଘୋର ଟ୍ରାଫିକ ସମସ୍ୟା ପାଇଁ ଅତୀତରେ ବଡବଡ ଏବଂ ଭାରିଯାନ ଗୁଡିକୁ ସକାଳ ୮ରୁ ମଧ୍ୟାହ୍ନ ୧୨ ଓ ଅପରାହ୍ନ ୩ଟା ରୁ ରାତି ୧୦ଟା ଯାଏ ଜୋଲକଠାରେ ନୋ ଏଣ୍ଟ୍ରି ପଏଣ୍ଟ କରାଯାଇ ଗାଡି
Read More...

କାଦୁଅ ପଚ ପଚ ରାସ୍ତାରେ ବୁହା ହେଲା ଶବ

କେସିଙ୍ଗା, (ପ୍ରୀତେଶ ପଟେଲ) : ରାଜ୍ୟ ସରକାର ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ଲୋକ ତ ଲୋକ ଶବ ଯିବା ପାଇଁ ରାସ୍ତାଟେ ନାହିଁ । ଯାହା ଦ୍ଵାରା ଗାଁ ଶ୍ମଶାନକୁ ଶବ ନେବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଅଞ୍ଚଳବାସୀ । ଶେଷରେ କାଦୁଅ ପଚ ପଚ
Read More...

ରୋଗୀଙ୍କୁ ଫଳ ବଣ୍ଟନ କଲେ ସତ୍ୟର ସ୍ଵର ପରିବାର

କେସିଙ୍ଗା, (ପ୍ରୀତେଶ ପଟେଲ ) : ସାମାଜିକ ଗଣମାଧ୍ୟମ "ସତ୍ୟ ର ସ୍ୱର " ପରିବାର ପକ୍ଷରୁ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ସତ୍ୟର ସ୍ୱର ପରିବାରର ମୁଖ୍ୟ ସଂଗ୍ରାମ କେଶରୀ ଦେଓଙ୍କ ପୁଅ ଅଂଶୁମାନ ଦେଓ ଏବଂ ସତ୍ୟର ସ୍ୱର
Read More...