ଉଦ୍ଯାପିତ ହେଲା ତୃତୀୟ ନକ୍ ଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ
କେସିଙ୍ଗା, (କେପିଏନ୍ଏସ୍) : କେସିଙ୍ଗା ବ୍ଲକର ବନ୍ଦପଡା ଠାରେ ଚାଳିଥିବା ତୃତୀୟ ନକ୍ ଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଉଦ୍ଯାପିତ ହୋଇଯାଇଛି । ୧୨ ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲ ମ୍ୟାଚ୍ ତୁଲାପଡା ଓ ଚିଚର୍ଲା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଓ ୧-୦ ଗୋଲରେ ଚିଚର୍ଲା ବିଜୟ!-->…
Read More...
Read More...