ଛାତ୍ରୀକୁ ନିର୍ଯ୍ୟାତନା ଘଟଣାରେ ପ୍ରଧାନଶିକ୍ଷକ ସସପେଣ୍ଡ
କେନ୍ଦୁଝର : ଛାତ୍ରୀକୁ ନିର୍ଯ୍ୟାତନା ଘଟଣାରେ ପ୍ରଧାନଶିକ୍ଷକ ସସପେଣ୍ଡ । ଦ୍ଵିତୀୟ ଶ୍ରେଣୀ ଛାତ୍ରୀକୁ ଗତକାଲି ସ୍କୁଲ ଛୁଟି ସମୟରେ ସ୍କୁଲ ଶ୍ରେଣୀଗୃହରେ ତାଲା ପକାଇ ପଳାଇଥିଲେ ସ୍କୁଲ କର୍ତ୍ତୃପକ୍ଷ । କେନ୍ଦୁଝର ଅଞ୍ଜର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏହି ଘଟଣା ।!-->…
Read More...
Read More...