ବିକାଶ ଶାଖା ଦ୍ୱାରା ବୃକ୍ଷରୋପଣ
କଣ୍ଟାବାଞ୍ଜି, (ଅର୍ଜୁନ କୁମାର ହଂସ) : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଆହ୍ୱାନରେ "ଏକ ପେଡ ମା’ କେ ନାମ” ଅଭିଯାନରେ ୭୫ ଲକ୍ଷ ଗଛ ଲଗାଇବାର କାର୍ଯ୍ୟକ୍ରମ ହେଉଛି । ଏହି ଅବସରରେ ମାରୱାଡି ଯୁବାମଞ୍ଚ,!-->…
Read More...
Read More...