Browsing Tag

kantabanji news

ଓଟିଭି ପ୍ରତିନିଧି ଅରିନ୍ଦମ ଦାଶଙ୍କ ବିୟୋଗରେ ସାମ୍ବାଦିକ ସଂଘର ଶୋକସଭା

କଂଟାବାଂଜି, (ମନିଶ କୁମାର ହଂସ) : ଓଟିଭି ପ୍ରତିନିଧି ୰ଅରିନ୍ଦମ ଦାଶ ଦନ୍ତା ହାତିର ଲାଇଭ୍‌ ଖବର ସଂଗ୍ରହ କରୁଥିବା ବେଳେ ମହାନଦୀର ପ୍ରଖର ଜଳ ସ୍ରୋତରେ ମୁଣ୍ଡୁଳି ବ୍ୟାରେଜରେ ଭାସି ଯାଇ ଗତ ୨୪/୯/୨୦୨୧ରିଖ ଦିନ ପ୍ରାଣ ତ୍ୟାଗ କରିଛନ୍ତି । ଜଣେ ନିର୍ଭିକ ଏବଂ କର୍ମଠ ଖବରଦାତାଙ୍କ ଅକାଳ
Read More...

ତୁରେକେଲା ବ୍ଲକର ଉପାନ୍ତ ମାଓ ଅଂଚଳରେ ବି.ଏସ.କେ.ୱାଇ କାର୍ଡ ବଂଟନ

ବଡବାଙ୍କି -୨୩୮୧, ଘୁନେଶ -୧୭୩୨ ସହ ହିଆଁଲ ୨୨୫୧ ସହ ତୁରେକେଲା ବ୍ଲକର ୨୯,୨୧୨ ଜଣ ହିତାଧିକାରୀଙ୍କୁ ମିଳିଲା ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ କଂଟାବାଂଜି, (ମନିଶ କୁମାର ହଂସ) : ଓଡିଶାର ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡିଶାର ବଲାଙ୍ଗିର ଜିଲ୍ଲା ଟିଟିଲାଗଡରୁ ଗତ ୨୨ତାରିଖ ଦିନ ବିଜୁ ସ୍ୱାସ୍ଥ୍ୟ
Read More...

ସେବା ସପ୍ତାହ ପାଳିତ

କଣ୍ଟାବାଞ୍ଜି, (ମନିଷ କୁମାର ହଂସ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ସେବା ସପ୍ତାହ ପାଳନ ଅବସରରେ ସ୍ଥାନୀୟ କଣ୍ଟାବାଞ୍ଜି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସେବା ସପ୍ତାହ ପାଳିତ ହେଇଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ ରୋଗୀମାନଙ୍କୁ ଫଳମୂଳ ଦେବା ସାଙ୍ଗକୁ ତାଙ୍କର
Read More...

ଝରଣି ପଂଚାୟତର ୧୫୦୦ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ ବଂଟନ

କଂଟାବାଂଜି, (ମନିଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଝରଣି ପଂଚାୟତର ୧୫୦୦ ହିତାଧୀକାରୀଙ୍କୁ ଗୁରୁବାର ଦିନ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଂଟନ କରାଯାଇଛି । ଝରଣି ପଂଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ପଂଚାୟତର ରାମୋଡ, ରାଉତମୁଣ୍ଡା,
Read More...

କଂଟାବାଂଜି ଓ ତୁରେକେଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଂଟନ

କଂଟାବାଂଜି, (ମନିଷ କୁମାର ହଂସ) : ଓଡିଶା ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ବୁଧବାର ଦିନ ପଶ୍ଚିମ ଓଡିଶାରୁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମାର୍ଟ କାର୍ଡ ବଂଟନର ଶୁଭାରମ୍ଭ କରିଛନ୍ତି । ଏହା ଟିଟିଲାଗଡ, ପାଟଣାଗଡ ଓ ବଲାଙ୍ଗିରରୁ ଶୁଭାରମ୍ଭ କରି
Read More...

ମହିଳାଙ୍କ ସୁରକ୍ଷା ଯାତ୍ରାକୁ ନେଇ ଆରପିଏଫ୍ ପକ୍ଷରୁ ସଚେତନତା ଶିବିର

କଂଟାବାଞ୍ଜି, (ମନିଷ କୁମାର ହଂସ) : ଟ୍ରେନରେ ମହିଳାଙ୍କ ସୁରକ୍ଷା ଯାତ୍ରକୁ ନେଇ ଆଜି କଂଟାବାଞ୍ଜି ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଏକ ସଚେତନତା ଶିବିର ପୁର୍ବତଟ ରେଳବାଇ ପୁଲିସ ପକ୍ଷରୁ ଆୟୋଜିତ ହୋଇଯାଇଛି । ଏହି ଶିବିରରେ ରେଳଯାତ୍ରା ସମୟରେ ମହିଳାଙ୍କ ପାଇଁ ହେଉଥିବା ଅନେକ ସମସ୍ୟା ଉପରେ
Read More...

ସୁନୀଲ ସାହୁଙ୍କ ଇଂରାଜୀ କବିତା ଉଚ୍ଚ ପ୍ରଶଂସିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ପଶ୍ଚିମ ଓଡ଼ିଶାର ଉଦୀୟମାନ ଇଂରାଜୀ ସାଲିଫର ଯୁବକବି ସୁନୀଲ ସାହୁଙ୍କ ଇଂରାଜୀ କବିତା ନିଉ ବାର୍ଡ ହେଭେନ୍ସ ଆନ୍ତର୍ଜାତୀୟ କବିତା ଗ୍ରୁପର ହେଭେନ୍ସ ଉଇକଲି ଚଏସରେ ସ୍ଥାନୀତ ହୋଇଛି । ଏହି ଗ୍ରୁପର ଏଡମିନ ସାଇ ପ୍ରକାଶ ଉଚ୍ଚ ପ୍ରଶଂସା କରିବା ସହିତ
Read More...

ପବିତ୍ର ଗୁରୁଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ପବିତ୍ର ଗୁରୁଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ଜୁନିୟର ରେଡକ୍ରସ ପରାମର୍ଶଦାତା ବିରଞ୍ଚି ନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ
Read More...

ଯୌତୁକ ଜନିତ ହତ୍ୟା ଅଭିଯୋଗ

କଂଟାବାଂଜି, (ମନୀଶ କୁମାର ହଂସ) : ତୁରେକେଲା ଥାନା କନ୍ଦେଇ ପଂଚାୟତର ଟିକ୍ରାପଡାରେ ଜଣେ ବିବାହିତା ମହିଳାଙ୍କୁ ତାର ସ୍ୱାମୀ ଯୌତୁକ ଦାବୀ କରି ହତ୍ୟା କରିଥିବା ମହିଳାଙ୍କ ପରିବାର ତରଫରୁ ଅଭିଯୋଗ ହୋଇଛି । ତୁରେକେଲା ଥାନାରୁ ମିଳିଥିବା ସୂଚନା ଅନୁସାରେ ଏହିି ଥାନାର ବାଂଜିପାଲି ଗାଁର
Read More...

ଜିଲ୍ଲାପାଳଙ୍କ କଂଟାବାଂଜି ଗସ୍ତ : ଜବର ଦଖଲ ସରକାରୀ ଜମି ଉଛେଦ ପାଇଁ ତାଗିଦ

କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ଶନିବାର ଦିନ କଂଟାବାଂଜି ଗସ୍ତରେ ଆସିବା ମଧ୍ୟରେ ସହରର ବିଭିନ୍ନ ଅଂଚଳ ପରିଦର୍ଶନ କରିଛନ୍ତି । ବିର୍ଣ୍ଣା ରୋଡସ୍ଥିତ ଚିଲଡ୍ରେନ୍‌ ପାର୍କ ଅଂଚଳରେ ସ୍ଥାନୀୟ ଏନ୍‌ଏସିର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ମାନ କରିବାର
Read More...