Browsing Tag

kantabanji news

କଂଟାବାଂଜି ସହରରେ ଧୁମ୍‌ଧାମ୍‌ରେ ଶ୍ରୀ ରାମ ନବମୀ ପାଳିତ

ଶୋଭାଯାତ୍ରାରେ ସାମିଲ ହେଲେ ବୃନ୍ଦାବନର ସଦଗୁରୁ ଋଷିକେଶ ଜୀ, ହଜାର ହଜାର ସଂଖ୍ୟାରେ ମହିଳା ଏବଂ ପୁରୁଷ, ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କଂଟାବାଂଜି, (କେ.ପି.ଏନ୍‌.ଏସ୍‌) : କୋଭିଡ୧୯ ମହାମାରୀ ଯୋଗୁଁ ଦୀର୍ଘ ୨ ବର୍ଷର ବ୍ୟବଧାନ ପରେ କଂଟାବାଂଜି ସହରରେ ଶ୍ରୀ ରାମ ନବମୀ ରବିବାର ଦିନ
Read More...

ମାରୱାଡି ଯୁବା ମଞ୍ଚ ବିକାଶ ଶାଖା ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ମାରୱାଡି ଯୁବା ମଞ୍ଚ ବିକାଶ ଶାଖା ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ସ୍ଥାନୀୟ ବିଜୁ ପଟ୍ଟନାୟକ ରକ୍ତ ଭଣ୍ଡାରରେ ଆୟୋଜିତ ହୋଇଥିବା ରକ୍ତଦାନ ଶିବିରରେ କଣ୍ଟାବାଞ୍ଜି ରେଳବାଇ ସୁରକ୍ଷା ବଳର ଥାନା ଅଧିକାରୀ ଏନ୍‌. ଜି. ରମନ ମୁଖ୍ୟ ଅତିଥି
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧ ମୃତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଙ୍ଗୋମୁଣ୍ଡା ଥାନା ଦନ୍ଦରା ଗାଁ ନିକଟ ବୁଲାଣି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଗୋଟିଏ ବାଇକ୍‌କୁ ଏକ ଟ୍ରକ ପଛପଟଚ ଧକ୍‌କ୍କା ଦେବା ଫଳରେ ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ଜଣକ ମୃତ୍ୟୁ ଘଟିଥିବା ବେଳେ
Read More...

କଣ୍ଟାବାଞ୍ଜି ଆଶ୍ରମପଡା ଜଗନ୍ନାଥ ମନ୍ଦିର ସାମ୍‌ନା ରାସ୍ତାର ଅବସ୍ଥା ଶୋଚନୀୟ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ଆଶ୍ରମପଡା ଜଗନ୍ନାଥ ମନ୍ଦିର ସାମ୍‌ନା ରାସ୍ତା ଉପରେ ପିଏଚ୍‌ଡି ପାଣି ପାଇପ୍ ଲିକେଜ୍ ହେତୁ ରାସ୍ତାରେ ପାଣି ଜମି ଖାଲୁଆ ହୋଇ ରାସ୍ତା ଅବସ୍ଥା ଅତି ଶୋଚନୀୟ ହୋଇପଡିଛି । ଏହିପରି ରାସ୍ତାରେ ଏକ୍ସିଡେଣ୍ଟ ହେବାର ସମ୍ଭାବନା ରହିଛି ବୋଲି
Read More...

କଂଟାବାଂଜି ଏନ୍‌ଏସିରେ ଚେୟାରମେନ ପଦବୀରେ କଂଗ୍ରେସର ବାଜିମାତ୍‌

୭ ମହିଳା ଓ ୮ପୁରୁଷ କାଉନସିଲର ପ୍ରଥମ ଥର ହେଲେ ନିର୍ବାଚିତ୭୯୮ ଭୋଟରେ ହେଲେ ବିଜୟୀ, ୧୧୩ଜଣ ଭୋଟର ଚେୟାରମେନ ପାଇଁ ନୋଟାରେ ଦେଲେ ଭୋଟ କଂଟାବାଂଜି, (ମନିଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଏନ୍‌ଏସିରେ କଂଗ୍ରେସର ବରିୟାମ ସିଂ ସାଲୁଜା ୭୯୮ ଭୋଟରେ ବିଜୟୀ ହୋଇଛନ୍ତି ।
Read More...

କଣ୍ଟାବାଞ୍ଜି ଏନ୍‌ଏସି ୱାର୍ଡ ନଂ ୧୧ରେ ବିଜେଡି ପ୍ରାର୍ଥୀ ସୂର୍ଯ୍ୟପ୍ରତାପ ମିଶ୍ର ବିଜୟୀ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ଏନ୍‌ଏସି ୱାର୍ଡ ନଂ ୧୧ରେ କାଉନସିଲର ଭାବେ ବିଜେଡି ପ୍ରାର୍ଥୀ ସୂର୍ଯ୍ୟପ୍ରତାପ ମିଶ୍ର ବିଜୟୀ ହୋଇଥିବା ସୂଚନା ମିଳିଛି । ତାଙ୍କ ବିଜୟ ପାଇଁ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି ।
Read More...

ଭୋଟ ଦାନ ବେଳେ ୨ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି : ୨ ଆହତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ରାଜ୍ୟରେ ପୌର ନିର୍ବାଚନ ପାଇଁ ଆଜି ସକାଳୁ ଭୋଟ ଗ୍ରହଣ କରାଯାଉଛି । ତେବେ କଣ୍ଟାବାଞ୍ଜି ୱାର୍ଡ ନଂ ୧୪ ଓ ୧୫ର ଝାଙ୍କାରପଡା ବୁଥରେ ଭୋଟ ଗ୍ରହଣ ବେଳେ ଉତ୍ତେଜନା ଦେଖିବାକୁ ମିଳିଛି । ଭୋଟ ଗ୍ରହଣ ବେଳେ ୨ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ହୋଇ ୨ ଜଣ ଆହତ
Read More...

ଦୁଇ ମହିଳାଙ୍କ କବଜାରେ ତୁରେକେଲା ବ୍ଲକ : କଂଗ୍ରେସର ସମର୍ଥନରେ ଭାଜପା ସମର୍ଥିତ ଧନମତି ଖୁରା ହେଲେ ତୁରେକେଲା ବ୍ଲକ…

କଂଟାବାଂଜି, (ମନୀଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ଉପାଧ୍ୟକ୍ଷା ନିର୍ବାଚନୀ ବୁଧବାର ଦିନ ବ୍ଲକ କାର୍ଯ୍ୟାଳରେ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସ ସମର୍ଥିତ ୯ ଜଣ ସମିତି ସଭ୍ୟା/ସଭ୍ୟଙ୍କ ସମର୍ଥନରେ ଭାରତୀୟ ଜନତା ପାର୍ଟି ସମର୍ଥିତ ଧନମତି ଖୁରା ୧୩ ଗୋଟି ଭୋଟ ପାଇ
Read More...

ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବାକୁ ସଚେତନତା ସଭା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଖରାଦିନରେ ଜଙ୍ଗଲରେ ନିଆଁ ଲାଗିବା ଏକ ନିୟମିତ ଘଟଣା ତେଣୁ ତାକୁ ଆଖି ଆଗରେ ରଖି ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ବଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଳକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି ।
Read More...

କଂଟାବାଂଜି ଏନ୍‌.ଏ.ସି. ନିର୍ବାଚନରେ ତିନି ପ୍ରମୁଖ ଦଳ ଭାଜପା, କଂଗ୍ରେସ ଓ ବିଜେଡିର ଡୋର ଟୁ ଡୋର କ୍ୟାମ୍ପେନିଂଗ :…

କଂଟାବାଂଜି, (ମନିଷ କୁମାର ହଂସ) : ପୌର ନିର୍ବାଚନୀ ଯେତିକି ପାଖେଇ ଆସୁଛି ଭୋଟ ପ୍ରାଚର ସେତିକି ଯୋର ଧରିବାରେ ଲାଗିଛି । ଉଭୟ କଂଗ୍ରେସ, ଭାଜପା ଓ ବିଜେଡି ଦଳ ତରଫରୁ ନିଜ ନିଜର ଭୋଟ ପ୍ରଚାର ପାଇଁ ଡୋର ଟୁ ଡୋର କ୍ୟାମ୍ପେନିଙ୍ଗ ଆରମ୍ଭ ହୋଇଛି । ଦୋଳ ପୂର୍ଣ୍ଣିମା ପରେ ରବିବାର ଦିନଠାରୁ
Read More...