Browsing Tag

kantabanji news

ମମିତା ମେହେର ହତ୍ୟାକାଣ୍ଡ ମାମଲା : ୧୪ ଦିନିଆ ଜାମିନ ଶେଷ ପରେ ଗୋବିନ୍ଦ ସାହୁ କୋର୍ଟରେ ହାଜର ହୋଇ ଗଲା ଜେଲ

କଂଟାବାଂଜି, (ଗୁରୁଦୟାଲ ହଂସ) : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ଅଭିଯୁକ୍ତ ଗୋବିନ୍ଦ ସାହୁ ନିଜ ସ୍ତ୍ରୀ ଓ ପୁଅର ଚିକିତ୍ସା ବଡ ମେଡିକାଲରେ କରିବା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ । ଏହି ଆବେଦନକୁ ବିଚାର କରି ଗତ ୮ ତାରିଖ ଦିନ କଂଟାବାଂଜି ଏଡିଜେଙ୍କ ଅଦାଲତରୁ ୧୪ ଦିନିଆ
Read More...

ବିଜେପିର ବ୍ଲକ ସ୍ତରୀୟ ବୈଠକ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ସ୍ତରୀୟ ବିଜେପିର କାର୍ଯ୍ୟକାରୀଣୀ ବୈଠକ ଖୁଟୁଲମୁଣ୍ଡା ଗାଁରେ ଅନୁଷ୍ଠିତ ହୋଇଯାଇଛି । ବିଜେପି ନେତା ଲକ୍ଷ୍ମଣ ବାଗଙ୍କ ନେତୃତ୍ୱରେ ଜିଲ୍ଲା ସଭାପତି ଶିବାଜୀ ମହାନ୍ତିଙ୍କ ସହ ଅନେକ କର୍ମୀ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଦଳକୁ ଆହୁରୀ
Read More...

ପଖନମୁଣ୍ଡା ବିଦ୍ୟାଳୟରେ ପରିଚାଳନା କମିଟିର ବୈଠକ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ କମେଇମୁଣ୍ଡା ପଞ୍ଚାୟତର ମାନ୍ଦଲା କ୍ଲଷ୍ଟରର ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପରିଚାଳନା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି କୈବଲ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସରପଂଚ ଶ୍ରୀମତି,
Read More...

କଣ୍ଟାବାଞ୍ଜି ବୈଷୟିକ ମହାବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ସ୍ଥାନୀୟ କଣ୍ଟାବାଞ୍ଜି ବୈଷୟିକ ମହାବିଦ୍ୟାଳୟରେ ସ୍ନାତକୋତ୍ତର ଓଡିଆ ବିଭାଗର ଶେଷ ବର୍ଷର ଛାତ୍ରଛାତ୍ରୀ ମାନଙ୍କର ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କଲେଜର ସ୍ନାତ୍ତକୋତ୍ତର ଓଡ଼ିଆ ବିଭାଗର ଅଧ୍ୟାପକ ଡ଼
Read More...

କବି ଅନିଲ ଚନ୍ଦ୍ର ଦାଶଙ୍କୁ ଶ୍ରଦ୍ଧାଞ୍ଜଳି

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ସ୍ଥାନୀୟ ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ନିର୍ଝରିଣୀ ପକ୍ଷରୁ କବି ଅନିଲ ଚନ୍ଦ୍ର ଦାଶଙ୍କ ଅମର ଆତ୍ମାର ସଦଗତି ପାଇଁ ଆଭାସୀ ଜରିଆରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ନିର୍ଝରିଣୀର ସମ୍ପାଦକ କବି ବିରଂଚି ନାରାୟଣ ଦାଶଙ୍କ ସଂଜୋଜନାରେ ଓଡ଼ିଶାର
Read More...

କଳା ପଲ୍‌ସର୍‌ରେ ଆସି ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : କଣ୍ଟାବାଞ୍ଜିରେ ପୁଣି କଳା ପଲ୍‌ସର୍‌ ଆତଙ୍କ ଦେଖିବାକୁ ମିଳିଛି । ଜଣେ ବ୍ୟକ୍ତିଙ୍କଠାରୁ ଦୁର୍ବୃତ୍ତମାନେ ୪୯ ହଜାର ଟଙ୍କା ଝାମ୍ପି ନେଇ କଳା ପଲ୍‌ସର୍‌ରେ ଫେରାର୍‌ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ କଣ୍ଟାବାଞ୍ଜି ଥାନା ପଖନମୁଣ୍ଡା ଗାଁର ଦୟାନିଧି
Read More...

ଗଛରେ ପିଟି ହେଲା ବାଇକ୍ : ୧ ମୃତ, ୧ ଗୁରୁତର

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ମୁରିବାହାଲରୁ ହଳଦୀ ଯାଉଥିବା ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଲେଟରେ ଦୁଇ ଜଣ ଯାଉଥିବା ବେଳେ ଏକ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ବାଇକ ଆରୋହୀ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ
Read More...

ଅଧପନ୍ତରିଆ ଡ୍ରେନ ନିର୍ମାଣ ଯୋଗୁଁ କଂଟାବାଂଜି ଏନଏସିର ୱାର୍ଡ ନଂ.୧୧ ବାସିନ୍ଦା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଏନଏସି ୱାର୍ଡ ନଂ.୧୧ରେ ଅଧ ପନ୍ତରିଆ ଭାବେ ଡ୍ରେନ କାମ କରାଯାଇଥିବାରୁ ଚଳିତ ବର୍ଷା ଋତୁରେ ବନ୍ଧପଡାବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବର୍ଷା ପୂର୍ବରୁ ୱାର୍ଡ ନଂ.୧୧ର
Read More...

ଯୌତୁକ ନିର୍ଯ୍ୟାତନା ଅଭିଯୋଗରେ ମା’ ଓ ପୁଅକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କଲେ କଣ୍ଟାବାଞ୍ଜି ଏଡିଜେ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି କାଦୋପଡା ସ୍ଥିତ ସୁରେଶ ଘିଭେଲାଙ୍କ ଝିଅ ପିଙ୍କି ଘିଭେଲାଙ୍କୁ ଗତ ୨୦୧୧ ମସିହାରେ କଣ୍ଟାବାଞ୍ଜି ସ୍ଥିତ ଧୋବାପଡାର ପୂର୍ଣ୍ଣ ବଗର୍ତି ବୈଦିକ ରୀତିନୀତିରେ ବିବାହ କରିଥିଲେ । ବିବାହ ହେବାର ୩ମାସ ପରେ ଯୌତୁକ ଦିଆନିଆକୁ
Read More...

ତୁରେକେଲା ବ୍ଲକରେ ବିଦ୍ୟାଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର କାର୍ଯ୍ୟକ୍ରମ ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ଡଙ୍ଗରବୁଢା ଉଚ୍ଚ ବିଦ୍ୟାଳୟ ସର୍ଗିଗୁଡା ଠାରୁ ବିଦ୍ୟାଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ତରଫରୁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୋଳାନାଥ ପୁଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ
Read More...