ବିଦ୍ୟୁତ୍ ସଟ୍ସର୍କିଟ୍ରୁ ଗଦି ଗୋଦାମରେ ଲାଗିଲା ନିଆଁ : ଲକ୍ଷାଧିକ ଟଙ୍କାର କପା ଓ ଗଦି ନଷ୍ଟ
କଣ୍ଟାବାଞ୍ଜି, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରୋଡ ନମ୍ବର ୩ରେ ଥିବା ଏକ ଗଦି ଗୋଦାମରେ ଗତକାଲି ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ, ଗତକାଲି ଅପରାହ୍ନ ୪ଟା ସମୟରେ ସହରର ୩ ନମ୍ବର ରୋଡ ସ୍ଥିତ ବଜରଙ୍ଗ ଜୈନଙ୍କ ଗଦି ଗୋଦାମରେ ବିଦ୍ୟୁତ!-->…
Read More...
Read More...