ବିଧାନସଭାରେ ଗର୍ଜିଲେ ବିଧାୟକ ସାଲୁଜା : ରାଣୀପୁର ଝରିଆଲ ପ୍ରସଙ୍ଗ ଉଠାଇଲେ
କଣ୍ଟାବାଞ୍ଜି, (କେପିଏନ୍ଏସ୍) : ବିଧାନସଭାରେ ଗର୍ଜିଲେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା । ରାଣୀପୁର ଝରିଆଲ ପ୍ରତି ଅବହେଳା କରାଯାଉଥିବା ପ୍ରସଙ୍ଗ ଉଠାଇଛନ୍ତି । ସୂଚନାଯୋଗ୍ୟ ଯେ, ଚଳିତ ବିଧାନସଭା ଶୀତକାଳୀନ ଅଧିବେଶନରେ ପୁଣି ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରି!-->…
Read More...
Read More...