Browsing Tag

kantabanji news

କଣ୍ଟାବାଞ୍ଜି ସବ୍‌ଜେଲ୍‌ରେ ବିଚାରାଧୀନ କଏଦୀ ଗୋବିନ୍ଦ ସାହୁ ମୃତ୍ୟୁ ଘଟଣା : ଜେଲକୁ ଅନୁସଂଧାନ ପାଇଁ ଆସିଲେ କ୍ରାଇମ୍‌…

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସବ୍‌ଜେଲରେ ବିଚାରାଧିନ ଭାବେ ଥିବା ଗୋବିନ୍ଦ ସାହୁଙ୍କ ମୃତ୍ୟୁକୁ ନେଇ ୧୦ଜଣିଆ କ୍ରାଇମ ବ୍ରାଞ୍ଚ ଟିମ୍‌, ବଲାଙ୍ଗିର ଜିଲ୍ଲା ଜଜ୍‌ ଏବଂ ସ୍ଥାନୀୟ ପୋଲିସ ଏସ୍‌ଡିପିଓ
Read More...

ସ୍ମାର୍ଟ ପାର୍କ କାମ ବୁଲି ଦେଖିଲେ ଏନ୍‌ଏସି ଅଧ୍ୟକ୍ଷ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ଆଶ୍ରମପଡା ଜଗନ୍ନାଥ ମନ୍ଦିର ପାଖରେ ତିଆରି ହେଉଥିବା ସ୍ମାର୍ଟ ପାର୍କ କାମର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ ଏନ୍‌ଏସି ଅଧ୍ୟକ୍ଷ ବରିୟାମ ସିଂ ସାଲୁଜା । ୬୫ ଲକ୍ଷ ବ୍ୟୟ ଅଟକଳରେ ପାର୍କ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
Read More...

ରାଣୀପୁର ଝରିଆଲରେ ନିର୍ଝରିଣୀର ସାରସ୍ଵତ ସମାବେଶ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନର ୧୧ତମ ବାର୍ଷିକ ସାରସ୍ୱତ ସମାବେଶ ସୋମେଶ୍ୱର ଶୈବପୀଠ ରାଣୀପୁର ଝରିଆଲରେ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ସୋମେଶ୍ୱର ବାବାଙ୍କ ଠାରେ ପୂଜାର୍ଚ୍ଚନା କରିବା ପରେ ସଭା ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟ ବହୁଭାଷୀ
Read More...

ବିଡିସିସି ବ୍ୟାଙ୍କ କଣ୍ଟାବାଞ୍ଜି ଶାଖାଦ୍ୱାରା ଆର୍ଥିକ ସାକ୍ଷରତା ସଚେତନତା ଶିବିର

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ସମବାୟ ସମିତି ଲିଃ ତୁରେକେଲା ଶାଖା ପରିସରରେ ନାବାର୍ଡ ସହାୟତାରେ ଆର୍ଥିକ ସ୍ୱାକ୍ଷରତା ସଚେତନତା ଶିବିର ଶନିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହା ନାବାର୍ଡ ସହାୟାତରେ ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର ଜିଲ୍ଲା
Read More...

ନୂଆପଡା ରାଧାକୃଷ୍ଣ ମନ୍ଦିରର ରତ୍ନମୁଦ, କୁମ୍ଭଭରଣ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ନୂଆପଡା ଠାରେ ନବନିର୍ମିତ ରାଧାକୃଷ୍ଣ ମନ୍ଦିରର ରତ୍ନମୁଦ, କୁମ୍ଭଭରଣ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଧାୟକ ସନ୍ତୋଷ ସିଂହ ସାଲୁଜା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଧାୟକ ପାଣ୍ଠିରୁ ଏହି ମନ୍ଦିର
Read More...

ରେଲୱେ ଜମିରୁ ଜବର ଦଖଲ ଉଚ୍ଛେଦ ନୋଟିସ ପ୍ରସଙ୍ଗ : ଜମିହୀନଙ୍କୁ ଜାଗା ମିଶନରେ ସାମିଲ କରିବା ନେଇ ଜିଲ୍ଲାପାଳଙ୍କୁ…

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜିରେ ଥିବା ଜବର ଦଖଲ ଜମିରୁ ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ ପାଇଁ ସ୍ଥାନୀୟ ରେଳ ପ୍ରଶାସନ ଦ୍ୱାରା ଉଚ୍ଛେଦ ନୋଟିସ ପରେ ଏହାର ପ୍ରତିବାଦ କରି ମଙ୍ଗଲବାର ଦିନ ବସ୍ତି ବାସିନ୍ଦା ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି ।
Read More...

ଉପାନ୍ତ ମାଓ ପ୍ରବଣ ମହଖଣ୍ଡରେ ବ୍ଲକସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ

୧୬୨ଟି ବିଭିନ୍ନ ମାମଲାର ବିଚାର କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ତଥା ପଡୋଶୀ ନୂଆପଡା ଜିଲ୍ଲାର ସୀମାନ୍ତ ମାଓ ପ୍ରବଣ ଅଂଚଳ ମହଖଣ୍ଡ ପଂଚାୟତ ସଦର ଗ୍ରାମରେ ସୋମବାର ଦିନ ପଂଚାୟତ କାର୍ଯ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠତ
Read More...

ବିଧାୟକଙ୍କ ଦ୍ୱାରା ପିଡବ୍ଲୁଡି ରାସ୍ତାର ଉନ୍ନତିକରଣର ଶିଳାନ୍ୟାସ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଧିନସ୍ଥ ପତ୍ରାପାଲି ଠାରୁ ଟେଙ୍ଗରା ପିଡବ୍ଲୁଡି ରାସ୍ତାର ଉନ୍ନତିକରଣ ନେଇ ଶନିବାର ଦିନ ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଳାନ୍ୟାସ କରିଛନ୍ତି । ଏହା ପତ୍ରାପାଲି ଛକରୁ ଟେଙ୍ଗରା ୭ କି.ମି.
Read More...

ଆନ୍ତର୍ଜାତୀୟ ମାନବିକ ଅଧିକାର ଦିବସ ସହିତ ଅନ୍ତେବାସୀ ଦିବସ ପାଳିତ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସବ୍‌ ଜେଲ୍ କଣ୍ଟାବାଞ୍ଜି ପରିସରରେ ଆନ୍ତର୍ଜାତୀୟ ମାନବିକ ଅଧିକାର ଦିବସ ସହିତ ଓଡିଶା ଅନ୍ତେବାସୀ ସୁରକ୍ଷା ଦିବସ ପାଳିତ ହୋଇଯାଇଛି । କଣ୍ଟାବାଞ୍ଜି ସବ୍‌ ଜେଲ୍‌ର ଅଧିକାରୀ ବିକାଶ ଲତା ବାରୁଙ୍କ ସଭାପତିତ୍ୱରେ ଏହି
Read More...

ସରସ୍ଵତୀ ଶିଶୁ ମନ୍ଦିରର ବାର୍ଷିକ କ୍ରୀଡ଼ା ଉତ୍ସବରେ କଣ୍ଟାବାଞ୍ଜି ଏନ୍‌ଏସି ଚେୟାରମ୍ୟାନ ବରିୟାମ ସିଂ ସାଲୁଜାଙ୍କ…

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସରସ୍ଵତୀ ଶିଶୁ ମନ୍ଦିର ଦୁଇ ଦିବସୀୟ ବାର୍ଷିକ କ୍ରୀଡା ସମାରୋହ ସଫଳତା ସହିତ ଅନୁଷ୍ଠିତ ହୋଇଯାଇଛି । ଏହି ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ କ୍ରୀଡା ଉଦ୍‌ଯାପନୀ ଉତ୍ସବରେ କଣ୍ଟାବାଞ୍ଜି ଏନ୍‌ଏସି ଚେୟାରରମ୍ୟାନ ବରିୟାମ
Read More...