Browsing Tag

kantabanji news

ତୁରେକେଲା କ୍ଲଷ୍ଟରର ବିଦ୍ୟାଳୟରେ ପୋଷାକ ବିତରଣ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ତୁରେକେଲା କ୍ଲଷ୍ଟର ଅଧିନସ୍ଥ ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ଦିଆଯାଇଥିଲା । ଗଇଁତାପଡା ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବରେ ଅତିରିକ୍ତ ଶିକ୍ଷା ଅଧିକାରୀ ଚନ୍ଦ୍ରଭାନୁ ବେହେରା, କ୍ଲଷ୍ଟର ସଂଯୋଜକ
Read More...

ବେନିୟମ ବାଣ ତିଆରି କାରଖାନରେ ଜିଲ୍ଲା ପୋଲିସର ଚଢାଉ : ଫ୍ୟାକ୍ଟ୍ରି ସିଲ୍‌

ଚାଇନା ଗୋଡି ଓ ରାସାୟନିକ ମିଶ୍ରଣରେ ହେଉଥିଲା ତିଆରିଫ୍ୟାକ୍ଟ୍ରି ମାଲିକଙ୍କ ସମେତ ୨ କର୍ମଚାରୀ ପୋଲିସ ଦ୍ୱାରା ଅଟକଗୋଦାମ ଲାଇସେନ୍ସ ଥିବା ବେଳେ ବାଣ ତିଆରି ଲାଇସେନ୍ସ ନାହିଁ କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଥାନା ଅଧିନସ୍ଥ ବୁରୋମାଲ ପଂଚାୟତ ଅଧିନସ୍ଥ
Read More...

ନିଖୋଜ ନାବାଳକର ମୃତଦେହ ମାଟି ତଳୁ ଉଦ୍ଧାର ଘଟଣା : ଅପମାନିତ ହେବାରୁ ନାବାଳକ କରିଥିଲେ ଆତ୍ମହତ୍ୟା, ଅଭିଯୁକ୍ତ ଦୁଇ…

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜିର ପ୍ରମୋଦ ଜୈନଙ୍କ ପୁଅ ଲଲିତ ଜୈନ(୧୩)ଙ୍କ ମୃତ୍ୟୁକୁ ନେଇ ଅନେକ କଳ୍ପନା ଜଳ୍ପନା ହେଉଛି । ଗତ ଜୁଲାଇ ୧୫ ତାରିଖ ଦିନ ସ୍ଥାନୀୟ ତହସିଲଦାର ତଥା ଏକଜ୍ୟୁକୁଟିଭ୍‌ ମାଜିଷ୍ଟ୍ରେଟ ଅମୃତଲାଲ ବେହେରାଙ୍କ ଉପସ୍ଥିତିରେ କଂଟାବାଂଜି
Read More...

୨୨ ଦଫା ଦାବୀ ନେଇ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ବଙ୍ଗୋମୁଣ୍ଡା ତହସିଲ ସମ୍ମୁଖରେ ଧାରଣା ପ୍ରଦର୍ଶନ ଓ…

କଣ୍ଟାବାଞ୍ଜି, (ହୁଲେଶ୍ୱର ହଂସ) : ଆଦିବାସୀମାନଙ୍କ ଉପରେ ହେଉଥିବା ଅନ୍ୟାୟ ଏବଂ ସେମାନଙ୍କ ବିରୋଧରେ ସଂସଦରେ ପ୍ରଣୟନ କରାଯାଉଥିବା ଆଇନ ପ୍ରତିବାଦରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ବଙ୍ଗୋମୁଣ୍ଡା ବ୍ଲକ ଶାଖା ପକ୍ଷରୁ ଆଜି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ତହସିଲ ସମ୍ମୁଖରେ ଧାରଣା
Read More...

ରାଜସ୍ୱ ଜିଲ୍ଲା ଦାବୀରେ କଣ୍ଟାବାଞ୍ଜି ୧୨ ଘଣ୍ଟିଆ ବନ୍ଦ ପାଳନ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : କଣ୍ଟାବାଞ୍ଜିକୁ ସ୍ୱତନ୍ତ୍ର ରାଜସ୍ୱ ଜିଲ୍ଲା ଘୋଷଣା ଦାବୀରେ ଜିଲ୍ଲା ସଂଘର୍ଷ ସମିତିର ଡାକରାରେ ମଙ୍ଗଲବାର ଦିନ ବନ୍ଦ ପାଳନ କରାଯାଇଛି । ସକାଳ ୬ଟାରୁ ଆରମ୍ଭ ହୋଇ ସଂଧ୍ୟା ୬ଟା ଯାଏ ସହରର ସମସ୍ତ ଦୋକାନ ବଜାର, ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବେସରକାରୀ
Read More...

କଣ୍ଟାବାଞ୍ଜିକୁ ଜିଲ୍ଲା ଦାବୀ ନେଇ ୧୨ ଘଣ୍ଟିଆ ବନ୍ଦ ପାଳନ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲା ସଙ୍ଘର୍ଷ ସମିତିର ଆହ୍ବାନ କ୍ରମେ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ଆଜିର ଏହି ବନ୍ଦରେ ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସ୍କୁଲ କଲେଜ
Read More...

ନିଖୋଜ ନାବାଳକର ମୃତଦେହ ମାଟି ତଳୁ ଉଦ୍ଧାର : ମୃତ୍ୟୁର କାରଣ ଜଣାପଡି ନାହିଁ

କଂଟାବାଞ୍ଜି, (ଗୁରୁଦୟାଲ ହଂସ) : ଜଣେ ନାବାଳକର ଶବ ଗତକାଲି ମାଟି ତଳୁ ଉଦ୍ଧାର କରାଯାଇଛି । ନାବାଳକ ଜଣକ କଂଟାବାଞ୍ଜି ସହରର ଲଲିତ ଜୈନ (୧୩) ବୋଲି ଜଣାପଡିଛି । ସୂଚନା ଅନୁସାରେ ଲିଲିତ ଗତ ଗୁରୁବାର ଦିନ ସକାଳୁ ଘରୁ କୁଆଡେ ଚାଲିଯାଇଥିଲେ । ହେଲେ ପରିବାର ବର୍ଗ ଦିନସାରା ବହୁତ ଖୋଜାଖୋଜି
Read More...

ମାଟି ତଳୁ ନାବାଳକର ମୃତଦେହ ଉଦ୍ଧାର, ଦୁଇ ଦିନ ଆଗରୁ ପୋତିଥିଲା ଜିଆରପି

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳରେ ଶନିବାର ଦିନ ଜଣେ ନାବାଳକର ମୃତଦେହ ମାତି ତଳୁ ଉଦ୍ଧାର କରା ଯାଇଛି । ନାବାଳକ ଜଣକ ହେଲେ କଣ୍ଟାବାଞ୍ଜିର ଲଳିତ ଜୈନ (୧୩) । ସୂଚନା ଅନୁସାରେ ଲଳିତ ଗତ ଗୁରୁବାର ଦିନ ସକାଳୁ ଘରୁ କୁଆଡେ ଚାଲିଯାଇଥିଲେ । ପରିବାର
Read More...

କଣ୍ଟାବାଞ୍ଜିରେ ଦ୍ୱିତୀୟ ଭୂତଳ ରେଲବାଇ ପୁଲ ନିର୍ମାଣ ପାଇଁ ପ୍ରସ୍ତାବ ମଞ୍ଜୁରୀ

କଣ୍ଟାବାଞ୍ଜି, (ଗୁରୁଦୟାଳ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି - ଟିଟିଲାଗଡ଼ ପୂର୍ବତନ ରେଲବାଇ ସେକ୍ସନର କଣ୍ଟାବାଞ୍ଜି ଏନ.ଏ.ସି. ନିକଟରେ ଏକ ଦ୍ୱିତୀୟ ରେଲବାଇ ଭୁତଲ ପୁଲ ନିର୍ମାଣ ପାଇଁ କେନ୍ଦ୍ର ରେଲ ବିଭାଗ ଦ୍ୱାରା ପୂର୍ବତନ ରେଲବାଇ ଭୁବନେଶ୍ୱରକୁ ଚିଠି ମାଧ୍ୟମରେ ମଞ୍ଜୁରି
Read More...

ରାଜ୍ୟପାଳଙ୍କ ଦ୍ଵାରା ଲୋକାର୍ପିତ ହେଲା କବି ବିକେଶ ସାହୁଙ୍କ ଦୁଇଟି କବିତା ପୁସ୍ତକ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : କବି ବିକେଶ ସାହୁଙ୍କ ଦୁଇଟି କବିତା ପୁସ୍ତକ 'ବାପା ଓ ଅନ୍ୟାନ୍ୟ କବିତା' ଏବଂ 'ନିଜପାଇଁ ଯେତେ କବିତା' ମହାମହିମ ରାଜ୍ୟପାଳ ଗଣେଶୀ ଲାଲ୍‌ଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଲୋକାର୍ପିତ ହୋଇଯାଇଛି । ଯାହା ଯଥାକ୍ରମେ ଜାତୀୟ ପ୍ରକାଶନ ସଂସ୍ଥା ଷ୍ଟୋରିମିରର୍,
Read More...