Browsing Tag

kantabanji news

ତୁରେକେଲା ବ୍ଲକ ଏବଂ କଂଟାବାଂଜି ଏନ୍‌ଏସିସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଏବଂ କଂଟାବାଂଜି ଏନ୍‌ଏ୍‌ସିସ୍ତରୀୟ ଭୀମ ବୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ମଂଗଲବାର ଦିନ ତୁରେକେଲା ବ୍ଲକ ସଦର ମହକୁମାର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ତୁରେକେଲା ବ୍ଲକର ୧୯ ଗୋଟି ପଂଚାୟତ ଏବଂ
Read More...

କଂଟାବାଂଜି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଶ୍ରୀଶ୍ରୀ ଗିରି ଗୋବର୍ଦ୍ଧନ ପୂଜା ପାଳିତ

ରାଜନୈତିକ, ଶିକ୍ଷା ଏବଂ ଅର୍ଥନୈତିକ ବିକାଶ ଉପରେ ଗୁରୁତ୍ୱଯାଦବ ସମାଜର କଂଟାବାଂଜି ଜିଲ୍ଲା ଦାବୀକୁ ସମର୍ଥନ ଜଣାଇଲେ କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଶ୍ରୀଶ୍ରୀ ଗିରି ଗୋବର୍ଦ୍ଧନ ପୂଜା ମଂଗଲବାର ଦିନ
Read More...

ଯାଦବ ସମାଜର ଶ୍ରୀଶ୍ରୀ ଗିରି ଗୋବର୍ଦ୍ଧନ ପୂଜା ପ୍ରସ୍ତୁତି ବୈଠକ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଯୁବ ଯାଦବ ସମାଜ ଦ୍ୱାରା ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ନଭେମ୍ବର ୧୪ ତାରିଖ ଦିନ ଶ୍ରୀଶ୍ରୀ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହେବ । ଏହି ପୂଜା ପାଳନ ନେଇ ପ୍ରସ୍ତୁତି ବୈଠକ ବୁଧବାର ସଂଧ୍ୟାରେ ଅନୁଷ୍ଠିତ ହୋଇଛି । ଏହା
Read More...

ଜାତୀୟ ଆଇନ ସେବା ଦିବସ ପାଳିତ

ଆଇନ ଆଖିରେ ସମସ୍ତେ ସମାନ, ଉଚିତ ଆଇନ ମିଳିବା ଉଚିତଊ କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି କୋର୍ଟ ପରିସରେ ଜାତୀୟ ଆଇନ ସେବା ଦିବସ ଗୁରୁବାର ଅପରାହ୍ନରେ ପାଳିତ ହୋଇଯାଇଛି । ଏହି ଅବସରରେ ତାଲୁକ ଆଇନ ସେବା କମିଟିର ଚ୍ୟାରମେନ ତଥା ଅତିରିକ୍ତ ଜିଲ୍ଲା
Read More...

ସରକାରୀ ବାଳିକା ହାଇସ୍କୁଲରେ ପୋକ୍ସୋ ଆଇନ ଉପରେ ସଚେତନତା କାର୍ଯ୍ୟକ୍ରମ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସରକାରୀ ବାଳିକା ହାଇସ୍କୁଲରେ ଶୁକ୍ରବାର ଅପରାହ୍ନରେ ମୌଳିକ ଅଧିକାର ତଥା ପୋକ୍ସୋ ଆଇନ ଏବଂ ଜେ.ଜେ.(ସିପିସି) ଆଇନ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଶିବିରଟି କଂଟାବାଂଜି ତାଲୁକ ଆଇନ ସହାୟତା ସେବା
Read More...

ମହଖଣ୍ଡରେ ୪୨ତମ ଖଡିଆଳ ପାଟଣା କ୍ଷତ୍ରୀୟ ସମାଜ ଯୁବ ଛାତ୍ରଛାତ୍ରୀ ସମ୍ବିଳନୀ

କଣ୍ଟାବାଞ୍ଜି, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ମହଖଣ୍ଡ ଗ୍ରାମ ସ୍ଥିତ ଦୁର୍ଗା ମନ୍ଦିର ପରିସରରେ ଖଡିଆଳ ପାଟଣା କ୍ଷତ୍ରୀୟ ସମାଜର ୪୨ତମ ଯୁବ ଛାତ୍ରଛାତ୍ରୀ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି । ସମାଜର କୁଳପତି ଶମ୍ଭୁକିଶୋର ଦଣ୍ଡସେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ବିଜୁ ଜନତା ଦଳର ଜନ ସମ୍ପର୍କ ପଦ ଯାତ୍ରା

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବଙ୍ଗୋମୁଣ୍ଡା ବ୍ଲକ ଜାମଖୁଣ୍ଟା ପଞ୍ଚାୟତରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଜୁଜନତା ଦଳର ବରିଷ୍ଠ ନେତା ଅଜୟ ଦାସଙ୍କ ସହ ଅନେକ ସଦସ୍ୟ ଉପସ୍ଥିତ
Read More...

କଣ୍ଟାବାଞ୍ଜିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୫ ଜଣ ଆହତ

କଣ୍ଟାବାଞ୍ଜି : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଏଥିରେ ୫ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର ବଙ୍ଗୋମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପେଟ ଅଭିଯୁକ୍ତଙ୍କୁ ଗିରଫ ଦାବୀରେ ଥାନା ଘେରିଲେ ଲୋକେ । ଖବର ଅନୁଯାୟୀ, ବଲାଙ୍ଗିର
Read More...

ସରକାରୀ ସର୍ବସାଧାରଣ ଜମିକୁ ଜବର ଦଖଲରୁ ଉଚ୍ଛେଦ ପାଇଁ ତହସିଲଦାର ନିକଟରେ ଫେରାଦ ହେଲେ ପଡାବାସୀ

କଂଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସହରାଂଚଳର କାଦୋପଡା ୱାର୍ଡ ନଂ. ୫ରେ ଥିବା ସର୍ବସାଧାରଣ ସରକାରୀ ଜମିକୁ ଜଣେ ବ୍ୟକ୍ତି ଜବର ଦଖଲ କରିଛି । ଜବର ଦଖଲ ଜମିରେ ଯୋର ଜବରଦସ୍ତ ଘର ନିର୍ମାଣ କରୁଥିବାରୁ ପଡାବାସୀ ତହସିଲଦାର କଂଟାବାଂଜିଙ୍କଠାରେ ଉଛେଦ କରିବା ପାଇଁ
Read More...

ଅବକାରୀ ବିଭାଗ ଦ୍ୱାରା ୩୪ ଲିଟର ଦେଶୀ ରନ୍ଧା ମଦ ଜବତ : ୨ଜଣ କୋର୍ଟ ଚାଲାଣ

କଂଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅଧିନସ୍ଥ କମେଇମୁଣ୍ଡା ଓ ମାନ୍ଦଲା ଗ୍ରାମରୁ ପୃଥକ ପୃଥକ ଦୁଇ ଜଣଠାରୁ ୩୪ ଲିଟର ଦେଶୀ ମଦ ବୁଧବାର ଦିନ ଜବତ କରାଯାଇଛି । ଦୁଇ ଜଣ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ବୁଧବାର ଦିନ ଅବକାରୀ
Read More...