ସମଗ୍ର ଶିକ୍ଷା ଅଭିଯାନ ବଲାଙ୍ଗିର ତରଫରୁ ତୁରେକେଲା ବ୍ଳକରେ ବର୍ଣ୍ଣାଳୀ ତାଲିମ ଅନୁଷ୍ଠିତ
କଣ୍ଟାବାଞ୍ଜି, (କେପିଏନ୍ଏସ୍) : ସମଗ୍ର ଶିକ୍ଷା ଅଭିଯାନ ବଲାଙ୍ଗିର ତରଫରୁ ତୁରେକେଲା ବ୍ଳକ ଓ କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ୩ ଦିନ ଧରି ବର୍ଣ୍ଣାଳୀ ତାଲିମ ପ୍ରଦାନ କରାଯାଇଥିଲା । ତୁରେକେଲା ଗୋଷ୍ଠୀ!-->…
Read More...
Read More...