Browsing Tag

kantabanji news

ଏକ୍ସନ ମୁଡ୍‌ରେ ଏନଏସି : ବୁଲା ଗାଈଗୋରୁଙ୍କୁ ପଶୁ ପ୍ରାଣୀ ଚିକିତ୍ସାଳୟରେ ରଖିଲେ

କଂଟାବାଂଜି, (ମନୀଶ କୁମାର ହଂସ) : କଂଟାବାଂଜି ସହରରେ ବୁଲା ଗାଈଗୋରୁ ରାତିଦିନ ରାସ୍ତାରେ ରହୁଥିବା ବେଳେ ଗାଈ ମାଲିକ ମାନଙ୍କ ବେପାରୁଆ ମନୋଭାବ ଯୋଗୁଁ ଟ୍ରାଫିକ ସମସ୍ୟା ହେଉଥିଲା । ଦିନକୁ ଦିନ ଟ୍ରାଫିକ ସମସ୍ୟା ଗୁରୁତର ହେବାରୁ ଏନଏସି ତରଫରୁ ବୁଲା ଗାଈଗୋରୁ ମାନଙ୍କୁ ମାଲିକ ମାନେ ନିଜ
Read More...

କଂଟାବାଂଜି ପୋଲିସର ସଫଳତା : ଜଗବନ୍ଧୁ ବେହେରାଙ୍କୁ ମରଣାନ୍ତକ ଆକ୍ରମଣକାରୀକୁ ଗିରଫ, ଜଣେ କୋର୍ଟ ଚାଲାଣ

କଂଟାବାଂଜ, (ମନୀଶ କୁମାର ହଂସ) : ଦୀର୍ଘ ୩ ମାସ ପରେ କଂଟାବାଂଜି ପୋଲିସ ଜଣେ ଅଭିଯୁକ୍ତକୁ ସୋମବାର ଦିନ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ହେଲେ ପ୍ରତୀକ କୁମାର ଅଗ୍ରୱାଲ । କଂଟାବାଂଜି ଥାନା କେସ ନଂ. ୨୯୭/୨୦୨୦ ଦଫା ୩୦୭/୩୪୧/୩୪ ଆଇ.ପି.ସି. ମାମଲା ରୁଜୁ ହୋଇଥିଲା । ଏହି ମାମଲା
Read More...

ପରିବା ବିକାଳୀକୁ ଛୁରା ମାଡ ଘଟଣା : ପୁଲିସର ନିଷ୍କ୍ରିୟତା ନେଇ ଥାନା ସମ୍ମୁଖରେ ଧାରଣା ଚେତାବନୀ

କଂଟାବାଂଜି, (ମନୀଶ କୁମାର ହଂସ) : ଗତ ୧୫/୧୨/୨୦୨୦ରେ ଜଣେ ପରିବା ବିକାଳୀ ଜଗବନ୍ଧୁ ବେହେରା‌ଙ୍କୁ ଡେଲି ମାର୍କେଟରେ ସଂଧ୍ୟା ସାତଟା ବେଳେ ଜଣେ ଅଜଣା ଦୁବୃ‌ର୍ତ୍ତ ଛୁରା ମାଡ କରି ଫେରାର ହୋଇ ଯାଇଥିଲା । ଘଟଣା ସ୍ଥଳରେ ଶ୍ରୀ ବେହେରାର ଦୁଇଟି ହାତ ଓ ପେଟରେ ଗୁରୁତର ଆଘାତ ହେବାରୁ ସ୍ଥାନୀୟ
Read More...

ସ୍ୱାଧୀନତାର ୭୦ ବର୍ଷ ପରେ ବି ମୌଳିକ ସୁବିଧାରୁ ବଂଚିତ ମାଓ ପ୍ରଭାବିତ ଅପହଂଚ ଗାଁ ଡଙ୍ଗାମରା : ରାସ୍ତା, ପାଣି,…

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ଉପାନ୍ତ ତୁରେକେଲା ବ୍ଲକର ସଂପୂର୍ଣ୍ଣ ମାଓଙ୍କ ଲାଲଗଡ କବ୍ଚାରେ ଥିବା ବଡଡକଲା ପଂଚାୟତର ଡଂଗାମରା ଗାଁ । ଅଶାନ୍ତ ଡଂଗାମରା ଗାଁ ମାଓବାଦୀଙ୍କ ଦିନେ ଚରାଭୂଇଁ ପାଲଟିଥିଲା, ଯାହା ଆଜି ଶାନ୍ତ ହୋଇ ରହିଛିି । ଗାଁରେ ବସବାସ କରୁଥିବା
Read More...

କିସ ବିଶ୍ୱ ବିଦ୍ୟାଳୟ ଦ୍ୱାରା ତୁରେକେଲା ବ୍ଲକର ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଶୁଖିଲା ଖାଦ୍ୟ ବଂଟନ

କଂଟାବାଂଜି, (ମନିଶ କୁମାର ହଂସ) : ଭୁବନେଶ୍ୱରସ୍ଥିତ କିସ୍‌ ବିଶ୍ୱ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମଂଗଳବାର ଦିନ ଆଦିବାସୀ କଲ୍ୟାଣ ସଂଘ ତୁରେକେଲା ବ୍ଲକ ଶାଖାଦ୍ୱାରା ଶୁଖିଲା ଖାଦ୍ୟ ବଂଟନ କରାଯାଇଛି । ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ବିଭିନ୍ନ ଗାଁର
Read More...

ରାଜେନ୍ଦ୍ର ନଗର କ୍ଳବ ଦ୍ଵାରା ଆୟୋଜିତ ଫୁଟବଲ ନକ ଆଉଟ ଟୁର୍ଣାମେଣ୍ଟ ଉଦଯାପିତ

କଣ୍ଟାବାଂଜି, (କୈଳାଶ ସଗ୍ରିଆ) : ସହରର ରାଜେନ୍ଦ୍ର ନଗର ଫୁଟବଲ କମିଟି ଆନୁକୂଲ୍ୟରେ ଦ୍ବିତୀୟ ବର୍ଷର ନକ ଆଉଟ ଫୁଟବଲ ଟୁର୍ଣାମେଣ୍ଟ ଡାଙ୍ଗବାହାଲି ଖେଳ ପଡିଆରେ ଚଳିତ ମାସ ୨୨ ତାରିଖରୁ ଆରମ୍ଭ ହୋଇ ୨୯ ତାରିଖରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଏହି ଫାଇନାଲ ଖେଳରେ ଫିରୋଜ ଖାନ, ସାଧାରଣ
Read More...

କଂଟାବାଂଜି ବିଜେଡିର ପୁଷପୁନି ବନ୍ଧୁ ମିଳନ

କଂଟାବାଂଜି, (ମନୀଷ କୁମାର ହଂସ) : ପଶ୍ଚିମ ଓଡିଶାର ଅନ୍ୟ ଏକ ମହାନ ଗଣପର୍ବ ପୁଷପୁନି ପାଳନ ଅବସରରେ ଗୁରୁବାର ଦିନ କଂଟାବାଂଜି ବିଜୁ ଯୁବ ଜନତା ଦଳର ବନ୍ଧୁ ମିଳନ ହୋଇଯାଇଛି । ସ୍ଥାନୀୟ ଶୁ‌ଣ୍ଢି ସମାଜ ଭବନରେ ଅନୁଷ୍ଠିତ ପୁଷପୁନି ବନ୍ଧୁ ମିଳନରେ କଂଟାବାଂଜି ନିର୍ବାଚନ ମଣ୍ଡଳିର କଂଟାବାଂଜି
Read More...

କଣ୍ଟାବାଞ୍ଜି ତହସିଲର ଗାଁ ଗାଁରେ ବେଆଇନ ଇଟାଭାଟି : ତହସିଲ ଓ ବନ ବିଭାଗର ଅଣଦେଖା, ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱରୁ…

କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : କଣ୍ଟାବାଞ୍ଜି ତହସିଲ ଅଧିନରେ ଥିବା ବିଭିନ୍ନ ଗାଁ ଗାଁରେ ବେଆଇନ ଇଟାଭାଟି ମାନ ହୋଇ ସରକାରଙ୍କୁ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ଫାଙ୍କୁଥିବା ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନା ଅନୁସାରେ ତହସିଲର ବିଭିନ୍ନ ଗାଁ ଗୁଡିକର ନିୟମିତ କାମଧନ୍ଧା ନ ପାଇ ବିଭିନ୍ନ
Read More...

ସାଧାରଣତନ୍ତ୍ର ଦିବସ ଅବସରରେ ଡାକ୍ତରଖାନାରେ ମିଷ୍ଠାନ୍ନ ବଣ୍ଟନ

କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : ସାଧାରଣତନ୍ତ୍ର ଦିବସ ଅବସରରେ ରୋଗୀ କଲ୍ୟାଣ ସମିତିର ଅଧ୍ୟକ୍ଷ ତଥା ବିଧାୟକ ସନ୍ତୋଷ ସିଂ ସାଲୁଜା ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ମିଷ୍ଠାନ୍ନ ବଣ୍ଟନ କରିଛନ୍ତି । ଡାକ୍ତରଖାନାରେ ଥିବା ସମସ୍ତ ଅନ୍ତେବାସୀ ଏବଂ ରୋଗୀମାନଙ୍କୁ ବିଧାୟକ ମିଷ୍ଠାନ୍ନ
Read More...

କରୋନା କଟକଣା ମଧ୍ୟରେ ଏନଏସି ସ୍ତରୀୟ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ : ସୃଜନ ସଙ୍ଗୀତ ବିଦ୍ୟାଳୟ ଦ୍ୱାରା ସ୍ୱଛ ଭାରତ…

କଣ୍ଟାବାଞ୍ଜି, (ମନିଶ କୁମାର ହଂସ) : କଣ୍ଟାବାଞ୍ଜି ଏନ.ଏ.ସି. ସ୍ତରୀୟ ୭୨ତମ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ରେଲବାଇ ଷ୍ଟାଡିୟମରେ କରୋନା ମହାମାରୀ କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ଚଳିତ ବର୍ଷ ଏନ.ଏ.ସି.ର କୌଣସି ଶିକ୍ଷାନୁଷ୍ଠାନ ପରେଡ୍‌ରେ ସାମିଲ ନ ଥିଲେ ମଧ୍ୟ କେତେକ କରୋନା ଯୋଦ୍ଧା,
Read More...