Browsing Tag

kalahandi news

କଳାହାଣ୍ଡିରେ କଳାପତାକା ଦେଖାଇ ଉତ୍କଳ ଦିବସକୁ ବିରୋଧ କଲେ କୋଶଲ ସଂଗ୍ରାମୀ

କଳାହାଣ୍ଡି, (ଭାରତ ବିଶି) : ଉତ୍କଲ ଦିବସରେ କଳାପାତକା ଦେଖାଇଲେ କଳାହାଣ୍ଡି କୋଶଲ ସଂଘ । ସୁବାଷ ବଗର୍ତ୍ତି, ପପୁ ସେନାପତି, ଦାମୋଦର ବର୍ଗତ୍ତି, ଦୁଷ୍ମନ୍ତ ସାହୁ, ନିତେଶ ତାଣ୍ଡି ପ୍ରମୁଖ ଉପସ୍ଥିତ ରହି କଳାଦିବସ ପାଲନ କରିଛନ୍ତି । ପଶ୍ଚିମାଞ୍ଚଳର ୧୦ ଜିଲ୍ଳା ଆଉ ଗୋଟେ ବ୍ଳକର କୋଟି
Read More...

ନାବାଳିକା ଛାତ୍ରୀ ଯୌନ ନିର୍ଯ୍ୟାତନା ମାମଲା : ଅପରାଧୀ ଶିକ୍ଷକର ଗିରଫ ଦାବୀରେ କଂଗ୍ରେସର ଥାନା ଘେରାଉ

କଳାହାଣ୍ଡି, (ହେମନ୍ତ ସାହୁ) : ନାବାଳିକା ଛାତ୍ରୀ ଯୌନ ନିର୍ୟ୍ୟାତନା ମାମଲାକୁ ୧୮ ଦିନରୁ ଅଧିକ ହେଇଯାଇଥିଲେ ସୁଦ୍ଧା ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରାନଯିବା ପଛରେ କୋଉ ରହସ୍ୟ ରହିଛି, ପୋଲିସ ଘଂଟ ଘୋଡ଼ାଉଛି ନା କେହି ନେତା ତାକୁ ସୁରକ୍ଷା ଦଉଛି ? ନବୀନ ସରକାର ମା'କୁ ସମ୍ମାନର ନାରା
Read More...

ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

କଳାହାଣ୍ଡି, (ହେମନ୍ତ ସାହୁ) : ଅବସରପ୍ରାପ୍ତ ଶିକ୍ଷକ ତଥା ବରିଷ୍ଠ ନାଗରିକ ଆନନ୍ଦ ଆଚାର୍ୟ୍ୟଙ୍କ ୯୫ବର୍ଷ ବୟସରେ ପରଲୋକ ହେଇଯାଇଛି । ସେ ଜଣେ ଆଦର୍ଶ ଶିକ୍ଷକ ସହିତ ଜଣେ ବରିଷ୍ଠ କବି ମଧ୍ୟ ଥିଲେ । ଯୁଗଯାତ୍ରୀ ସାହିତ୍ୟ ସଂସଦର ଉପଦେଷ୍ଠା ଭାବରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ
Read More...

ଲାଞ୍ଜିଗଡ଼ ବେଦାନ୍ତ କମ୍ପାନୀ ଜୁଲୁମ ଅଭିଯୋଗ : ଜମି ହରାଇଥିବା ଆଦିବାସୀ ପରିବାରଙ୍କୁ ଚାକିରୀରୁ ଛଟେଇ

କଳାହା‌ଣ୍ଡି, (ଭାରତ ବିଶି) : ରାଜ୍ୟ ସରକାର କୁଟିଆକନ୍ଧ ମାନଙ୍କ ପ୍ରଗତି ପାଇଁ ବିଭିନ୍ନ ଯୋଜନା କୋଟି କୋଟି ଟଙ୍କା ମଞ୍ଜୁର କରିଛନ୍ତି । କିନ୍ତୁ ବେଦାନ୍ତ ଲିମିଟେଡ଼ ଲାଞ୍ଜିଗଡ଼ ଗରିବ ଆଦିବାସୀ କୁଟିଆମାନଙ୍କ ଠାରୁ ଜମି ଅଧିଗ୍ରହଣ କରି ନାମକୁ ମାତ୍ର ଚାକିରୀ ଖଣ୍ଡେ ଦେଇଥିବା କମ୍ପାନୀ
Read More...

ତିନି ଦିନ ଗୋପଲୀଳା ପାରାୟଣ ଅନୁଷ୍ଠିତ

କଳାହାଣ୍ଡି, (ଦିଲ୍ଲିପ କୁମାର ସରାପ) : କଳାହାଣ୍ଡି ଜିଲ୍ଲା ସାଇଦଲଙ୍ଗା ଗ୍ରାମରେ ତିନି ଦିନ ଗୋପଲୀଳା ପାରାୟଣ ଅନୁଷ୍ଠିତ ହୋଇଥିଲା । ମାର୍ଚ୍ଚ ୨୬ ରୁ ମାର୍ଚ୍ଚ ୨୮ ପର୍ୟ୍ୟନ୍ତ ତିନି ଦିନ ବ୍ୟାପୀ ହୋଇଥିବା ଏହି କାର୍ୟ୍ୟକ୍ରମରେ ଓଡିଶାର ପ୍ରସିଦ୍ଧ ପୁରାଣ ଗାୟିକା ସୁଶ୍ରୀ ପ୍ରିୟମ୍ବଦା
Read More...

୬୪ ବାଟାଲିଅନ ସିଆରପିଏଫ୍ ତରଫରୁ ବିଦ୍ୟାଳୟରେ ପାନୀୟଜଳ ଓ ଗ୍ରାମରେ ସୋଲାର ଲାଇଟ ପ୍ରଦାନ

କଳାହା‌ଣ୍ଡି, (ହେମ‌ନ୍ତ ସାହୁ) : ୬୪ ବାଟାଲିଅନ ସିଆରପିଏଫ୍ ତରଫରୁ କଳାହାଣ୍ଡି ଜିଲ୍ଲା ମ.ରାମପୁର ଦୁର୍ଗାମାଧବ ସରକାରୀ ଉଚ୍ଚବିଦ୍ୟାଳୟ, ତଳସାଗରପଡ଼ା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ, ବ୍ଲକକଲୋନୀ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ, ଗ୍ରାମ ପଂଚାୟତ କାର୍ୟ୍ୟାଳୟ, ମ.ରାମପୁର ଗୋଷ୍ଠୀ
Read More...

ରାଜସ୍ୱ ସବ୍ ଡ଼ିଭିଜନ ମାନ୍ୟତା ଦାବୀରେ ବୈଠକ

କଳାହାଣ୍ଡି, (ହେମନ୍ତ ସାହୁ) : ମ.ରାମପୁରକୁ ରାଜସ୍ୱ ମାନ୍ୟତା ଦାବୀରେ ଆଜି ଏକ ବୈଠକ ନୁନପୁର ଗ୍ରାମପଂଚାୟତ ସଭାଗୃହଠାରେ ରାଜସ୍ୱ ଡ଼ିଭିଜନ ମାନ୍ୟତା ଦାବୀରେ ପ୍ରକାଶଚନ୍ଦ୍ର ମାଝୀଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହେଇ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପଦ୍ମନ
Read More...

କଳାହାଣ୍ଡିରେ ତେଜିବ କୋଶଲ ଆନ୍ଦୋଳନ

କଳାହାଣ୍ଡି, (ଭାରତ ବିଶି) : ଗୁରୁବାର ଭବାନୀପାଟଣା ଭାଗିରଥି ପାର୍କରେ କଲାହାଣ୍ଡିରୁ କୋଶଲ ସେନା ଓ କଲାହାଣ୍ଡି ଯୁବକ ସଂଘ ତରଫରୁ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଭାରତ ବିଶିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ସୁବାଷ ବଗର୍ତ୍ତି, ପପୁ ସେନାପତି, ମୁକେଶ କୁମାର ସାହୁ,
Read More...

କଳାହାଣ୍ଡି ଯୁବକ ସଂଘ ଓ କୋଶଳ ସେନା ମିଳିତ ବୈଠକ

କଳାହାଣ୍ଡି, (ଭାରତ ବିଶି) : କଳାହାଣ୍ଡି ଯୁବକ ସଂଘ ଓ କୋଶଲ ସେନା ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେରେ ଏପ୍ରିଲ ୧କୁ ବିରୋଧ କରି କଳା ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଭାରତ ବିଶିଙ୍କ ଅଧ୍ୟକ୍ଷତାରେ ବୈଠକ ପରିଚାଳନା କରାଯାଇଥିବା ବେଳେ ଏପ୍ରିଲ ୧କୁ
Read More...

ନାବାଳିକା ଛାତ୍ରୀ ଯୌନ ନିର୍ୟ୍ୟାତନା ମାମଲା : ବିଜେପି ମହିଳା ମୋର୍ଚ୍ଚାର ଥାନା ଘେରାଉ, ଅଭିଯୁକ୍ତ ଶିକ୍ଷକଙ୍କ ଗିରଫ…

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ବାରବନ୍ଧା ଗ୍ରାମ ପଂଚାୟତର ବେଲଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀକୁ ଯୌନନିର୍ୟ୍ୟାତନା ମାମଲା ପରେ ଛାତ୍ରୀଙ୍କ ସୁରକ୍ଷାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି । ଏହି ସମ୍ବେଦନଶୀଳ
Read More...