Browsing Tag

kalahandi news

ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ତିନି ଅସହାୟ ଶିଶୁ

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ କେରୋକୁଡା ଗାଁର ଚିତ୍ର ଜାନି କିଛିମାସ ତଳେ ଜ୍ୱରରେ ପୀଡିତ ହୋଇଥିଲେ । ତାଙ୍କର ସ୍ତ୍ରୀ ସାବିତ୍ରୀ ଜାନି ସ୍ୱାମୀଙ୍କୁ ବଂଚାଇବା ପାଇଁ ଅନେକ ଡାକ୍ତରଖାନା ମଧ୍ୟ ନେଇଥିଲେ । ହେଲେ ଦଇବର ସହିଲା ନାହିଁ । ସ୍ୱାମୀଙ୍କ
Read More...

ବୋଲେରୋ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ : ୪ ଗିରଫ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଦର୍ଶ ଥାନା ପୁଲିସ ଗତକାଲି ଏକ ବୋଲେରୋ ଗାଡ଼ି ଭିତରୁ ୩୯ କେଜି ୯୬୬ ଗ୍ରାମ ଓଜନର ଗଞ୍ଜେଇ ଜବତ କରିଛି । ପୁଲିସ ଗଞ୍ଜେଇ ଜବତ କରିବା ସହ ସଂପୃକ୍ତ ବୋଲେରୋକୁ ଜବତ କରି ଏଥିରେ ୪ ଜଣକୁ ଗିରଫ କରିଛି । ଗିରଫ ୪ ଅଭିଯୁକ୍ତ ବିହାର
Read More...

କେସିଙ୍ଗା ଏନ୍ଏସି ନିର୍ବାଚନ ପାଇଁ ବିଭିନ୍ନ ୱାର୍ଡର ସଂରକ୍ଷଣ ତାଲିକା

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍ଏସିରେ ୧୨ ଗୋଟି ୱାର୍ଡ ରହିଛି । ଏସବୁ ୱାର୍ଡରେ ଭୋଟର ସଂଖ୍ୟା ୧୪୨୦୫ ରହିଥିବା ବେଳେ ସେଥିରେ ମହିଳା ଭୋଟର ସଂଖ୍ୟା ୭୦୪୧, ପୁରୁଷ ଭୋଟର ସଂଖ୍ୟା ୭୧୬୩ ଏବଂ ଜଣେ ତୃତୀୟ ସମଲିଙ୍ଗ ଭୋଟର ରହିଥିବା ଜଣାପଡିଛି । ତେବେ ଚଳିତ
Read More...

ଭବାନୀପାଟଣା ବ୍ରଜମୋହନ ହାଇସ୍କୁଲରେ ଅଭିବିନ୍ୟାସ କାର୍ଯ୍ୟକ୍ରମ

କଳାହାଣ୍ଡି, (ପି.କେ. ସାହୁ) : ଭବାନୀପାଟଣା ବାପୁଜୀ କ୍ଲଷ୍ଟର ତରଫରୁ ସରକାରୀ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟଠାରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଅଭିବିନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାର ମୁଖ୍ୟ ବିଷୟବସ୍ତୁ ମହାମାରୀ ସମୟରେ ବିଦ୍ୟାଳୟ, ଶିକ୍ଷା, ଶିକ୍ଷାର୍ଥୀ, ଶିକ୍ଷକଙ୍କ
Read More...

ନର୍ଲା ବ୍ଲକର ନବ ନିର୍ବାଚିତ ସରପଞ୍ଚ ଓ ସମିତି ସଦସ୍ୟ ପ୍ରାର୍ଥୀ ମାନଙ୍କର ଚାଲିଛି ବିଜୟ ଉତ୍ସବ

କଳାହାଣ୍ଡି (ପି.କେ.ସାହୁ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସରିଯାଇଛି । ଫଳାଫଳ ମଧ୍ୟ ପ୍ରକାଶ ପାଇ ପ୍ରତିନିଧି ମାନେ ନିର୍ବାଚିତ ଘୋଷିତ ହୋଇସାରିଛନ୍ତି । ଆସନ୍ତା ମାର୍ଚ୍ଚ ୧୨ ରେ ନାଏବ ସରପଞ୍ଚ ନିର୍ବାଚନ ସବୁ ସରିଲା ପରେ ନବ ନିର୍ବାଚିତ ସରପଞ୍ଚମାନେ ନିଜ ନିଜ ଗ୍ରାମ ପଞ୍ଚାୟତ
Read More...

କଳାହାଣ୍ଡି ଶିକ୍ଷା ବିଭାଗର ଅଭିନବ ପ୍ରୟାସ

"ପଢିବାକୁ ଶିଖିବା : ଶିଖିବାକୁ ପଢ଼ିବା" କାର୍ଯ୍ୟକ୍ରମ ଉଦ୍‌ଘାଟିତ କଳାହାଣ୍ଡି, (ହେମନ୍ତ ସାହୁ) : କୋଭିଡ଼ ମହାମାରୀ ଯୋଗୁଁ ଦୁଇବର୍ଷ ବ୍ୟବଧାନରେ ବିଦ୍ୟାଳୟ ଖୋଲିବା ପରେ ଶିକ୍ଷାର୍ଥୀମାନଙ୍କର ହ୍ରାସ ପାଇଥିବା ଶିକ୍ଷଣ ସ୍ତରକୁ ଅଭିବୃଦ୍ଧି କରିବା ଉଦ୍ଦେଶ୍ୟ ନେଇ କଳାହାଣ୍ଡି ଜିଲ୍ଲା
Read More...

କପଡା ଦୋକାନରୁ ଲକ୍ଷାଧିକ ଟଙ୍କାର କପଡା ଚୋରୀ ଅଭିଯୋଗ : ପୋଲିସର ତଦନ୍ତ ଆରମ୍ଭ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦରଠାରୁ ପ୍ରାୟ ଦୁଇ କିଲୋମିଟର ଦୂର ପୁଟିଗାଁ ଚିନାବାଡୀଠାରେ ଥିବା ମା' ତ୍ରିପୁରା କ୍ଲଥ ଷ୍ଟୋରରୁ ଗତକାଲି ରାତ୍ରିରେ ଦୁର୍ବୁର୍ତ୍ତମାନେ ସଟର ଲକକୁ କାଟି ଦୋକାନ ଭିତରେ ଥିବା ଲକ୍ଷାଧିକ ଟଙ୍କାର ଦାମୀକିଆ
Read More...

ଜାମପଦର ନିକଟରେ ସଡକ ଦୁର୍ଘଟଣା : ଛାତ୍ର ଆହତ, ଦୁଇ ବାଇକ ଆରୋହୀ ଗୁରୁତର

କଳାହାଣ୍ଡି, (ପି. କେ. ସାହୁ) : ନର୍ଲା ବ୍ଲକ ଜାମପଦର ନିକଟରେ ଆଜି ୧୨.୩୦ ସମୟରେ ଏକ ବାଇକ ଜଣେ ଛାତ୍ରକୁ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ଖବରରୁ ଜଣାପଡିଛି ଯେ, ଟୁଣ୍ଡଲା ଗ୍ରାମର ପିଣ୍ଟୁ ସା (୨୬) ଓ ନୀରଜ ପଧାନ (୪୦) ନାମକ ଦୁଇଜଣ ବ୍ୟକ୍ତି ଟୁଣ୍ଡଲାରୁ ବଜାଜ ପଲସର
Read More...

୨୬ ଫେବୃଆରୀରେ ୪୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଖୋଲିବ : ନର୍ଲାରେ ଭୋଟ ଗଣତି ପାଇଁ ବ୍ୟାପକ ପ୍ରସ୍ତୁତି

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ର ୨୬ ଗୋଟି ଗ୍ରାମ ପଞ୍ଚାୟତର ବିଭିନ୍ନ ପଦବୀରେ ପ୍ରତିଦ୍ୱନ୍ଦିତା କରିଥିବା ପ୍ରାର୍ଥୀମାନଙ୍କ ଭାଗ୍ୟ ବ୍ୟାଲଟ୍‌ ବାକ୍ସରେ ବନ୍ଦ ହୋଇ ଷ୍ଟ୍ରଙ୍ଗରୁମ୍‌ରେ ଜଉମୁଦ ମାରି ରଖାଯାଇଛି । ଆସନ୍ତା ୨୬ ଫେବୃଆରୀ ଶନିବାର ଦିନ ନର୍ଲା
Read More...

ବିରିପୁରା ପାହାଡ଼ରେ ଲାଗିଲା ନିଆଁ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍‌ ପର୍ଥଲା ପଞ୍ଚାୟତ ବାହାଦୁରପଦର ଗାଁସ୍ଥିତ ବିରିପୁରା ପାହାଡ଼ରେ ଗତକାଲି କୌଣସି କାରଣରୁ ଦିନ ପ୍ରାୟ ସାଢ଼େ ୧୦ଟାରେ ନିଆଁ ଲାଗିଯାଇଥିବା ଜଣାପଡିଛି । ଖବର ପାଇ ସ୍ଥାନୀୟ ଲୋକେ ନିଆଁକୁ କାବୁ କରିବା ପାଇଁ କେସିଙ୍ଗା ବନ
Read More...