ଡ. ବି. ଆର୍ ଆମ୍ବେଦକର ଜୟନ୍ତୀ ପାଳିତ
କଳାହାଣ୍ଡି, (ନରୋତ୍ତମ ସେଲମା) : ଭାରତ ରତ୍ନ ବି. ଆର୍ ଆମ୍ବେଦକରଙ୍କ ୧୩୧ତମ ଜୟନ୍ତୀ ଆଜି ରିଷିିଡ଼ା ଗାନ୍ଧୀନଗରଠାରେ ପାଳିତ ହୋଇଯାଇଛି । ଘାସିରାମ ସୁନାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସମାଜସେବୀ ମଧୁସୁଦନ ବାଗ, ମୁଖ୍ୟବକ୍ତା ଭାବେ ତ୍ରିଭୁବନ ନାଗ ସମ୍ମାନିତ!-->…
Read More...
Read More...