Browsing Tag

kalahandi news

କଳାହାଣ୍ଡି ଉତ୍ସବ ଉପଲକ୍ଷେ ‘କଳାହାଣ୍ଡି ସେଦିନର ଓ ଆଜିର’ ଶୀର୍ଷକ ସଂପାନ ଅନୁଷ୍ଠିତ

କଳାହାଣ୍ଡି ସମଗ୍ର ବିଶ୍ୱକୁ ଦିଗଦର୍ଶନ ଦେବାର ସମୟ ଆସିଛି କଳାହାଣ୍ଡି, (ପି.କେ.ସାହୁ) : ମନସ୍ତାତ୍ତ୍ୱିକ ବିଚାରଧାରାର ପରିବର୍ତ୍ତନ କଳାହାଣ୍ଡି ଜିଲ୍ଲାକୁ ସମଗ୍ର ଦେଶରେ ଆଗୁଆ କରି ଗଢ଼ି ତୋଳିବ । ଆଜି ଏ ଜିଲ୍ଲା ସାରା ଦେଶରେ ଭାତହାଣ୍ଡିର ପରିଚୟ ପାଇଛି ସତ ତେବେ ଜିଲ୍ଲାବାସୀଙ୍କ
Read More...

ବିଶ୍ୱସ୍ତରୀୟ ପ୍ରବହମାନ ସାଂସ୍କୃତିକ ବିଚାରଧାରାର ମହାମିଳନ : କଳାହାଣ୍ଡି ଉତ୍ସବ ଘୁମୁରା

ନୃତ୍ୟଗୀତର ଆଖି ଝଲସା କାର୍ଯ୍ୟକ୍ରମରେ ଉତ୍ସବ ପଡିଆ ଲୋକାରଣ୍ୟକମିଲା ଦୂରତା, ଜମିଲା ବେପାର କଳାହାଣ୍ଡି, (ପି.କେ. ସାହୁ) : ପ୍ରାଣ ପ୍ରାଚୁର୍ଯ୍ୟର ମୂର୍ତ୍ତିମନ୍ତ ପ୍ରତୀକ, ବିଶ୍ୱସ୍ତରୀୟ ପ୍ରବହମାନ ସାଂସ୍କୃତିକ ବିଚାରଧାରାର ମହାମିଳନ ହେଉଛି କଳାହାଣ୍ଡି ଉତ୍ସବ ଘୁମୁରା । ରୌପ୍ୟ
Read More...

ମୋହନଗିରି ଠାରେ ୧୮ତମ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଦ୍ୱିତୀୟ ଦିନରେ କଳାହାଣ୍ଡି ୧୦୪ ରନ୍‌ରେ ବିଜୟୀ କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମୋହନଗିରି ଠାରେ ଧବଳେଶ୍ୱର କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ଆରମ୍ଭ ହୋଇଥିବା ୧୮ତମ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ସୋମବାର ଦ୍ୱିତୀୟ ଦିନ
Read More...

ବାପୁଜୀ ହାଇସ୍କୁଲ ୧୯୯୨ ମାଟ୍ରିକ ବ୍ୟାଚର ବନ୍ଧୁମିଳନ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ରିଷିଡା ସ୍ଥିତ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୯୨ ମାଟ୍ରିକ ବ୍ୟାଚର ଛାତ୍ରମାନଙ୍କ ବନ୍ଧୁମିଳନ ବଲାଙ୍ଗିର ଜିଲ୍ଲାର ଭୀମପାହାଡ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ସଭା ହୋଇଥିଲା । ପ୍ରାତମ୍ଭରେ
Read More...

ମୋହନଗିରି ଠାରେ ୧୮ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ନୟାଗଡ଼ ଦଳ ୨ ରନ୍‌ରେ ବିଜୟ୨୨ ତାରିଖରେ ଫାଇନାଲ ମ୍ୟାଚ୍‌ କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମୋହନଗିରି ଠାରେ ଆଜି ରବିବାର ଦିନ ଧବଳେଶ୍ୱର କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ୧୮ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ
Read More...

ମନ ମୋହିଲା ପଥୋତ୍ସବ : ରାସ୍ତା ହେଲା ଉତ୍ସବମୟ

କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଉତ୍ସବର ରୌପ୍ୟ ଜୟନ୍ତୀ ସମାରୋହକୁ ସ୍ମରଣୀୟ କରିବା ପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅନେକ ପଦକ୍ଷେପ ହାତକୁ ନେଇଥିବା ବେଳେ ଉତ୍ସବର ଦ୍ୱିତୀୟ ଦିବସର ଶୁଭାରମ୍ଭ ପଥୋତ୍ସବ
Read More...

କବି ଓ କବିତାର ଅପୂର୍ବ ସଂଗମ : ଜିଲ୍ଲାସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ

ଭାଗନେଲେ ୨୦୦ରୁ ଉର୍ଦ୍ଧ୍ୱ କବି ଓ କବୟିତ୍ରୀ କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଉତ୍ସବର ଦ୍ୱିତୀୟ ଦିବସରେ ସ୍ଥାନୀୟ ଟାଉନହଲଠାରେ ଏକ ଜିଲ୍ଲାସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ କବି ସମ୍ମିଳନୀର ମୁଖପତ୍ର ନିଶାନ ଉନ୍ମୋଚନ ପରେ ଆଜି ସଂପୃକ୍ତ
Read More...

ଦୈତାରୀ ସ୍ମାରକୀ ଫୁଟବଲ ଟୁଣ୍ଣାମେଣ୍ଟ : ବଡ଼ମାଲ ଚାମ୍ପିୟନ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ହାଇସ୍କୁଲ ଖେଳ ପଡ଼ିଆରେ ଦୈତାରୀ ମେମୋରିଆଲ୍ ଗେମ୍ସ ଏଣ୍ଡ ସ୍ପୋର୍ଟସ୍ ଏସୋସିଏସନ୍ ଆନୁକୂଲ୍ୟରେ ୨୨ତମ ତେରେସିଂହା କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ଆଜି ବଡ଼ମାଲ ଏବଂ
Read More...

ସହର ପରିକ୍ରମା କଲା ବିଶାଳ ସାଂସ୍କୃତିକ ଶୋଭାଯାତ୍ରା

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଉତ୍ସବର ଅବ୍ୟବହିତ ପୂର୍ବରୁ ମଶାଲ ଶୋଭାଯାତ୍ରା କଳାହାଣ୍ଡିର ଇଷ୍ଟଦେବୀ ମା' ମାଣିକେଶ୍ୱରୀ ପୀଠରୁ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ସହିତ ସହର ପରିକ୍ରମା କରି ଉତ୍ସବ ସ୍ଥଳରେ ପହଞ୍ଚିବା ପରେ ଆନୁଷ୍ଠାନିକ ଭାବେ ମଞ୍ଚ ପୂଜା ସହ ଉତ୍ସବର
Read More...

କଳାହାଣ୍ଡି ଉତ୍ସବର ରୌପ୍ୟ ଜୟନ୍ତୀ ଅବସରରେ ଭବ୍ୟ ମଶାଲ ଶୋଭାଯାତ୍ରା

ଜିଲ୍ଲାର ୧୦ଟି ସ୍ଥାନରୁ ଆସିଥିବା ମଶାଲକୁ ବିଭିନ୍ନ ସ୍ଥାନରେ ସ୍ୱାଗତ କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡିର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା, ଲୋକଗୀତ, ଲୋକନୃତ୍ୟ, ଲୋକକ୍ରୀଡ଼ାର ବାର୍ତ୍ତାବହ କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ଜିଲ୍ଲାବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ
Read More...