Browsing Tag

kalahandi news

ମଦନପୁରଠାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ବୈଠକ

୧୦୦ ଛାତ୍ର ପାଇଁ ନୂତନ ହଷ୍ଟେଲ ପାଇଁ ଶିଳାନ୍ୟାସ କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟଠାରେ ଆଜି (ଶନିବାର) ସଭାପତି ପ୍ରକାଶ ମାଝୀଙ୍କ ସଭାପତିତ୍ୱରେ ଶିକ୍ଷକ ଓ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ
Read More...

ମଦନପୁରଠାରେ ଭକ୍ତଙ୍କ ଭିଡରେ ପାଳିତ ହେଲା ରଥଯାତ୍ରା

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁରଠାରେ ବହୁ ଭକ୍ତଙ୍କ ଭିଡର କୀର୍ତ୍ତନ ମଣ୍ଡଳୀ ବାଜାର ତାଳେ ତାଳେ ପାଳିତ ହୋଇଯାଇଛି । ଭକ୍ତମାନେ ରଥରେ ଅତି ନିକଟରୁ କାଳିଆ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଦେଖି ବେଶ ଖୁସୀ ଅନୁଭବ କରିଥିଲେ । ଏଥିରେ ପୂଜକ ଅନିରୁଦ୍ଧ
Read More...

ମ.ରାମପୁରରେ ରଥଯାତ୍ରା ପାଇଁ ପ୍ରସ୍ତୁତି

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରଠାରେ ରଥ ଯାତ୍ରା ବହୁ ପୁରାତନ । ଜଗନ୍ନାଥ ମନ୍ଦିର ତିଆରି ହେବା ପୂର୍ବରୁ କିଛି ବର୍ଷ ଦୁର୍ଗା ମଣ୍ଡପ ସାମ୍ନାରେ ଏକ ଚାଳ ଘରେ ପ୍ରଭୂଙ୍କ ବିଗ୍ରହ ରଖି ରଥ ଯାତ୍ରା ସଂପନ୍ନ ହେଉଥିଲା । ପରେ କିଛି ବର୍ଷ ପାଇଁ ରାଜବାଟୀରେ ମଧ୍ୟ
Read More...

ଭବାନୀପାଟଣାଠାରେ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଜିଲ୍ଲା ସମନ୍ୱୟ କମିଟି ବୈଠକ

କଳାହାଣ୍ଡି, (ପି.କେ. ସାହୁ) : ଆଜି ଭବାନୀପାଟଣା ଜିଲ୍ଲାପାଳ ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳ ସୁବ୍ରତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏକ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ଯୁବପିଢୀଙ୍କୁ ତମାଖୁ ସେବନର ଭୟାବହ
Read More...

ଭବାନୀପାଟଣାଠାରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ

କଳାହାଣ୍ଡି, (ପି.କେ. ସାହୁ) : ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, କଳାହାଣ୍ଡି ତରଫରୁ ଏକ ଶିଶୁ ଶ୍ରମିକ ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ ସୁବ୍ରତ କୁମାର ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ସଚେତନତା ରଥ
Read More...

ରିଷିଡାରେ ଶ୍ରୀଜଗନ୍ନାଥଙ୍କ ସ୍ନାନ ଯାତ୍ରା

କଳାହାଣ୍ଡି, (ନରୋତ୍ତମ ସେଲମା) : ଆଜି କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକର ରିଷିଡାଠାରେ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ବିଧି ବ୍ୟବସ୍ଥା ମୁତାବକ ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁଙ୍କୁ ରତ୍ନବେଦୀରୁ ସ୍ନାନବେଦୀକୁ ଅଣାଯାଇ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଥିଲା ।
Read More...

ରିଷିଡାରେ ରବି ଧାନ ମଣ୍ଡି ଉଦ୍‌ଘାଟିତ

କଳାହାଣ୍ଡି, (ନରୋତ୍ତମ ସେଲମା) : ରିଷିଡାଠାରେ ରବି ଧାନ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ତହସିଲଦାର ମିଲନ କୁମାର ଝାଙ୍କର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାର ଉଦ୍‌ଘାଟନ କରି ଠିକ୍ ଭାବରେ ଧାନ ଉଠିବା ଉପରେ ଗୁରୁତ୍ୱାରୋପ କରିଥିଲେ । ରିଷିଡା ପେକ୍ସର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ
Read More...

ବିଜେପିର ମଣ୍ଡଳସ୍ତରୀୟ କାର୍ଯ୍ୟକାରିଣୀ ବୈଠକ

କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ମଣ୍ଡଳ ବିଜେପିର କାର୍ଯ୍ୟକାରିଣୀ ବୈଠକ ରିଷିଡା ସ୍ଥିତ ସାପ୍ତାହିକ ବଜାର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ସଭାପତି ସଂଜୟ ଜୈନଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଜିଲ୍ଲା ଉପସଭାପତି ପ୍ରଶାନ୍ତ ସାହୁ, ଜିଲ୍ଲା ସଂପାଦିକା ପ୍ରଭାତି
Read More...

ବ୍ଲକସ୍ତରୀୟ ଯାଦବ ଭବନ ନିର୍ମାଣ ପାଇଁ ଶିଳାନ୍ୟାସ ଉତ୍ସବ

କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକ ଯାଦବ ସମିତି ପକ୍ଷରୁ ବ୍ଲକସ୍ତରୀୟ ଯାଦବ ଭବନ ନିର୍ମାଣ ପାଇଁ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରିଷିଡା କଲେଜ ଛକ ନିକଟବର୍ତ୍ତୀ ବଡଡୁଙ୍ଗୁରୀଗୁଡା ହଳଦୀଡୁଙ୍ଗୁରୀ ନିକଟରେ ଯାଦବ ଭବନ ନିର୍ମାଣ ହେବ । ଏହି ଅବସରରେ ସ୍ଥାନୀୟ
Read More...

ଆର୍ଥିକ ସାକ୍ଷରତା କର୍ମଶାଳା

କଳାହାଣ୍ଡି, (ପି.କେ. ସାହୁ) : ବ୍ୟାଙ୍କ୍ ଖାତା ଖୋଲିଲା ବେଳେ ଆମେ ଜଣଙ୍କୁ ନାମାଙ୍କନ ଭାବେ ଉଲ୍ଲେଖ କରିବାକୁ ହୋଇଥାଏ । ଦୁର୍ଭାଗ୍ୟ ବଶତଃ ବ୍ୟାଙ୍କ୍ ଖାତାଦାରଙ୍କ ମୃତ୍ୟୁ ହେଲେ ନାମାଙ୍କିତ ବ୍ୟକ୍ତିଙ୍କୁ ଜମା ଟଙ୍କା ମିଳିଥାଏ । ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଏକ
Read More...