Browsing Tag

kalahandi news

ଆର୍‌ବିଆଇ ସହାୟତାରେ ଆର୍ଥିକ ସାକ୍ଷରତା କର୍ମଶାଳା

କଳାହାଣ୍ଡି, (ପି.କେ. ସାହୁ) : ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏବଂ ସାଧନ ନୂଆଦିଲ୍ଲୀ ସହାୟତାରେ ତଥା ସମ୍ପର୍କ ଫିନ୍‌ ସର୍ଭିସେସ୍‌ ପ୍ରାଇଭେଟ୍ ଲିମିଟେଡ଼ ଦ୍ୱାରା ମ.ରାମପୁର ବ୍ଲକର ସଂଚୟ ଶକ୍ତି ଭବନ ବୁରାଟଠାରେ ସ୍ଥାନୀୟ ସ୍ୱୟଂ ସହାୟିକା ଦଳର ସଭ୍ୟା, ଗୋଷ୍ଠୀ ସହାୟିକା, ଜମାକାରୀ ଓ
Read More...

କଳାହାଣ୍ଡି ବେସରକାରୀ କଲେଜ ଶିକ୍ଷକ ସଂଘର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ବେସରକାରୀ କଲେଜ ଶିକ୍ଷକ ସଂଘର ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରଫେସର ରଘୁନାଥ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଘର ରାଜ୍ୟ ସଂଗଠନ ସମ୍ପାଦକ ପ୍ରଫେସର ପ୍ରଣୟ
Read More...

ମଦନପୁରରେ ପାଇକ ସମାଜର ପଲ୍ଲୀ କମିଟି ଗଠିତ

କଳାହାଣ୍ଡି, (ପିକେ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମଦନପୁରଠାରେ ପାଇକ ସମାଜର ନୂତନ ପଲ୍ଲୀ କମିଟି ଗଠନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ରୂପେ ଯୁଧିଷ୍ଠିର ବାଣୁଆଁ ନିର୍ଵାଚିତ ହୋଇଥିବା ବେଳେ, ଉପସଭାପତି ଗାନ୍ଧୀ ଦଣ୍ଡିଆ, ସମ୍ପାଦକ କେଶବ
Read More...

ଭବାନୀପାଟଣାଠାରେ ମଶାବାହିତ ରୋଗ ନିରାକରଣ ପାଇଁ ଜିଲ୍ଲାସ୍ତରୀୟ ଅନ୍ତବିଭାଗୀୟ ସ୍ୱମନ୍ନୟ ବୈଠକ

କଳାହାଣ୍ଡି, (ପିକେ ସାହୁ) : ଆଜି କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଡେଙ୍ଗୁ ମ୍ୟାଲେରିଆ ସଂପର୍କିତ ଜିଲ୍ଲାସ୍ତରୀୟ ଅନ୍ତବିଭାଗୀୟ ସ୍ଵମନ୍ନୟ ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ଜିଲ୍ଲାପାଳ, ଜିଲ୍ଲାରେ ଡେଙ୍ଗୁ,
Read More...

ମଦନପୁର ଠାରେ ଜୈବିକ ପଦ୍ଧତିରେ କୃଷିକାର୍ଯ୍ୟ ତାଲିମ

କଳାହାଣ୍ଡି, ( ପିକେସାହୁ) : କଳାହାଣ୍ଡି ଚିଲ୍ଲା ମ.ରାମପୁର ବ୍ଲକ୍‌ ମଦନପୁର ଶିବମନ୍ଦିର ନିକଟସ୍ଥ କଲ୍ୟାଣମଣ୍ଡପ ଠାରେ ଏମ୍‌.ଆଇ.ଲାଇଫ ଷ୍ଟାଇଲ କମ୍ପାନୀ ଦ୍ୱାରା ଜୈବିକ ପଦ୍ଧତିରେ କୃଷିକାର୍ଯ୍ୟ ନିମନ୍ତେ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି
Read More...

ଚେନ୍ନାଇରେ ଅଟକ ଅଛନ୍ତି ୬ ଦାଦନ ଶ୍ରମିକ : ଉଦ୍ଧାର ପାଇଁ ଆକୁଳ ନିବେଦନ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ରେଗଡା ପଞ୍ଚାୟତ ଭୁଏରମୁଣ୍ଡା ଗ୍ରାମର ୬ଜଣ ଯୁବକ ଅର୍ଥ ରୋଜଗାର ଆଶାରେ ଦାଦନ ଶ୍ରମିକ ଭାବେ ଚେନ୍ନାଇ ସହରର ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ତେବେ କମ୍ପାନୀ ମାଲିକଙ୍କ ଦ୍ଵାରା ନିର୍ଯାତନାର
Read More...

ପ୍ରେମାନନ୍ଦ ପାତ୍ର ବିବେକ ସେନାର ସମ୍ପାଦକ ରୂପେ ମନୋନୀତ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ପ୍ରେମାନନ୍ଦ ପାତ୍ରଙ୍କୁ ଜିଲ୍ଲାର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ବିବେକ ସେନାର ସମ୍ପାଦକ ଭାବେ ବିବେକ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ
Read More...

ମଦନପୁର ଏସ୍‌ଏସ୍‌ଡି ଓ ପାଣ୍ଡପଦର ବିଦ୍ୟାଳୟରେ ୭୪ତମ ବନ ମହୋତ୍ସବ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ପଣ୍ଡାପଦର ପ୍ରାଥମିକ ବିଦ୍ୟାଳୟ ଓ ମଦନପୁର ଏସ୍‌ଏସ୍‌ଡ଼ି ବିଦ୍ୟାଳୟଠାରେ ଗତକାଲି ୭୪ତମ ବନ ମହୋତ୍ସବ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମ. ରାମପୁର ବନାଞ୍ଚଳ ଅଧିକାରୀ ଅସିତ କୁମାର ଦାସ,
Read More...

ମଦନପୁରରେ ବହୁଡାଯାତ୍ରା, ବାହୁଡ଼ିଲେ ତିନି ଠାକୁର

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜ଼ୀଲ୍ଲା ମ.ରାମପୁର ବ୍ଲକ ମଦନପୁର ଠାରେ ମହିଳା କୀର୍ତ୍ତନ ମଣ୍ଡଳୀର ତାଳେ ତାଳେ ଓ ବହୁ ଭକ୍ତଙ୍କ ଭିଡରେ ଗୁଣ୍ଡିଚା ମନ୍ଦିର ଆସିଥିଲେ ତିନି ଠାକୁର । ୯ ଦିନ ଧରି ନରିଆପଡାବାସୀ ତିନି ଠାକୁରଙ୍କୁ ସେବା କରି, ଭଜନ କୀର୍ତ୍ତନ, ପ୍ରସାଦ ବଣ୍ଟନ କରି
Read More...

ମଦନପୁରଠାରେ ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମଦନପୁର ଗ୍ରାମ ପଞ୍ଚାୟତ ସଭାଗୃହରେ ସରପଞ୍ଚ କେତକି ଦଣ୍ଡିଆଙ୍କ ସଭାପତିତ୍ୱରେ ଆଜି ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ
Read More...