Browsing Tag

kalahandi news

ଧାନ ରଖିବାକୁ ନେଇ ଚାଷୀ-ଚାଷୀ ମଧ୍ୟରେ ଛୁରା ମାଡ଼

କଳାହାଣ୍ଡି : ଧାନ ମଣ୍ଡିରେ ଚାଷୀ-ଚାଷୀ ମଧ୍ୟରେ ଛୁରା ମାଡ଼ । କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ନିକଟରେ ଦୁଇ ଚାଷୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ଛୁରାମାଡ ହୋଇଥିବା ନେଇ ଜଣାପଡିଛି । ଖବର ଅନୁଯାୟୀ, କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ନିକଟରେ ଆଜି ସକାଳ ସମୟରେ
Read More...

କର୍ଲାମୁଣ୍ଡା ହାଇସ୍କୁଲର ୨୦୦୪ ମାଟ୍ରିକ ବ୍ୟାଚ୍‌ର ବନ୍ଧୁ ମିଳନ

କଳାହାଣ୍ଡି, (ନରୋତ୍ତମ ସେଲମା ) : କର୍ଲାମୁଣ୍ଡା ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟର ୨୦୦୪ ମାଟ୍ରିକ୍‌ ବ୍ୟାଚ୍‌ର ବନ୍ଧୁ ମିଳନ ଧବଳେଶ୍ୱର ଶିବ ମନ୍ଦିର ଵେଳଖଣ୍ଡିଠାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ
Read More...

ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୫ତମ ଜନ୍ମ ମହୋତ୍ସବ : ମଦନପୁର ସତସଙ୍ଗ କେନ୍ଦ୍ରର ଏକାଦଶ ବାର୍ଷିକ ଉତ୍ସବ ପାଳିତ

କଳାହାଣ୍ଡି, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁର ସତସଙ୍ଗ କେନ୍ଦ୍ରଠାରେ ଶ୍ରୀ ଠାକୁର ଅନୁକୁକ ଚନ୍ଦ୍ରଙ୍କ ୧୩୬ତମ ବାର୍ଷିକ ଉତ୍ସବ ସହ ସତସଙ୍ଗ କେନ୍ଦ୍ରର ଏକାଦଶ ବାର୍ଷିକ ଉତ୍ସବ ସହ ପ୍ରତୀକ ରିତ୍ଵିକ ଅସୀମ ଘୋଷ ଓ ସଭାପତି ରୁଦ୍ର ପ୍ରସାଦ ନାୟକଙ୍କ ତତ୍ୱାବଧାନରେ
Read More...

କେରପାଇ ଗାଁରେ ମାଓ ପୋଷ୍ଟର

କଳାହାଣ୍ଡି : କେରପାଇ ଗାଁରେ ମାଓ ପୋଷ୍ଟର । ତିଜମାଳି ଖଣି ଖନନକୁ ବିରୋଧ କରି ଗତକାଲି ବିଳମ୍ବିତ ରାତିରେ କେରପାଇଠାରେ ମାଓବାଦୀମାନେ ଏକ ପୋଷ୍ଟର ଲଗାଇଛନ୍ତି । ପୋଲିସକୁ ଦମନ ଓ କମ୍ପାନୀର ଦଲାଲ ନେତାକୁ ଦଣ୍ଡ ଦେବାକୁ ଆହ୍ୱାନ କରିଛନ୍ତି ମାଓବାଦୀ । ଗୁରୁବାର ପୋଲିସ ମହାନିର୍ଦ୍ଦେଶକ
Read More...

ଜିଲ୍ଲାସ୍ତରୀୟ ନିଯୁକ୍ତିମେଳାରେ କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚର ଯୋଗଦାନ

କଳାହାଣ୍ଡି, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଡିଆଇଇଟି ସ୍କୁଲ ପରିସରରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ନିଯୁକ୍ତିମେଳାରେ ମୋଟ ୨୮ଟି ନିଯୁକ୍ତି ଦାତା ଅଂଶ ଗ୍ରହଣ କରିଥିଲେ । ଏହି ନିଯୁକ୍ତିମେଳାର କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚର ଉଦ୍ୟମରେ ୯୬ ଜଣ ଦିବ୍ୟାଙ୍ଗ ଯୁବକ,
Read More...

ଭବାନୀପାଟଣାଠାରେ ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଉଦ୍‌ଘାଟିତ

କଳାହାଣ୍ଡି, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ସ୍ଥାନୀୟ ପୋଲିସ ହାଇସ୍କୁଲ ପରିସରରେ ଆୟୋଜିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାରଙ୍କ ମାର୍ଗଦର୍ଶନରେ ଆୟୋଜିତ ଉଦ୍‌ଘାଟନୀ ସମାରୋହରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ
Read More...

ଭବାନୀପାଟଣାଠାରେ ଜିଲ୍ଲାସ୍ତରୀୟ ବାର୍ଷିକ ନିଯୁକ୍ତି ମେଳା

କଳାହାଣ୍ଡି, (ପି.କେ ସାହୁ) : ଆଜି ଭବାନୀପାଟଣା ସ୍ଥିତ ଡିଆଇଇଟି ସ୍କୁଲ ପଡିଆରେ ଜିଲ୍ଲା ପ୍ରଶାସନ ଓ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସଚିନ ପାୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ଭବାନୀପାଟଣାରେ ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଉଦ୍‌ଘାଟିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣାରେ ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ସ୍ଥାନୀୟ ପୋଲିସ ହାଇସ୍କୁଲ ପରିସରରେ ଆୟୋଜିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାରଙ୍କ ମାର୍ଗଦର୍ଶନରେ ଆୟୋଜିତ ଉଦ୍‌ଘାଟନୀ ସମାରୋହରେ ଅତିରିକ୍ତ ଜିଲ୍ଲା
Read More...

ତେଲନଦୀରେ ବୃହତ୍ ଉଠା ଜଳସେଚନ ପଏଣ୍ଟ ସ୍ଥାପନ ପ୍ରସଙ୍ଗ

ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନକୁ ବର୍ଷେ ପୁରିଲା କିନ୍ତୁ ପ୍ରସ୍ତାବ ଶୀତଳ ଭଣ୍ଡାରରେ କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ସୀମାନ୍ତ ପଂଚାୟତ ପୌରକେଲା, ରିଷିଡା ଓ ଗଜବାହାଲ ଅଂଚଳର ଚାଷୀମାନେ ଉତେଇ କେନାଲରୁ ଠିକ ଭାବେ ପାଣି ପାଉନଥିବାରୁ
Read More...

ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ

କଳାହାଣ୍ଡି, (କେପିଏନ୍‌ଏସ୍‌) : ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଦୁଇ ଦିନିଆ କଳାହାଣ୍ଡିଗସ୍ତରେ ଆସିଛନ୍ତି । ଏହି ଗସ୍ତ ସମୟରେ ଶ୍ରୀ ବଂଶଲ ଭବାନୀପାଟଣାରେ ଆୟୋଜିତ ମାଓ ଗତିବିଧି ଉପରେ ସମୀକ୍ଷା କରିଥିଲେ । ଏହି ସମୟରେ ୧୦ଟି ଜିଲ୍ଲାର ମାଓ ସ୍ଥିତି ସମ୍ପର୍କରେ ଉପସ୍ଥିତ
Read More...