Browsing Tag

kalahandi news

କଳାହାଣ୍ଡି ଉତ୍ସବ ଘୁମରା ୨୦୨୪ରେ ଉଚ୍ଚକୋଟୀର କଳା ପ୍ରଦର୍ଶନ

କଳାହାଣ୍ଡି, (କେପିଏନ୍‌ଏସ୍‌) : ଜୁନାଗଡ଼ ବ୍ଲକ ଓ ଏନ୍‌ଏସିସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମରା ୨୦୨୪ ତା ୬/୧/୨୪ରୁ ୮/୧/୨୪ ତିନି ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଦିବସର ସାଂସ୍କୃତିକ ସନ୍ଧ୍ୟାରେ ଜୁନାଗଡ଼ ହାଇସ୍କୁଲ ଛାତ୍ରଛାତ୍ରୀ ଉଚ୍ଚକୋଟୀର କଳା ଅଭିନୟ ପ୍ରଦର୍ଶନ କରି
Read More...

ଜିଲ୍ଲାସ୍ତରୀୟ ନୌକା ଚାଳନା ଓ ତୀର ଚାଳନା ପ୍ରତିଯୋଗିତା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ୨୬ତମ କଳାହାଣ୍ଡି ଉତ୍ସବ ୨୦୨୪ ପାଳନ ଅବସରରେ ରବିବାର ଏକ ଜିଲ୍ଲାସ୍ତରୀୟ ନୌକା ଚାଳନା ଓ ତୀର ଚାଳନା ପ୍ରତିଯୋଗିତା ଇନ୍ଦ୍ରାବତୀ ଜଳଭଣ୍ଡାର କେନ୍ଦୁଗଡା ଘାଟଠାରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଏବଂ ଜିଲ୍ଲା ମତ୍ସ୍ୟ ବିଭାଗ ଆନୁକୂଲ୍ୟରେ
Read More...

କଲମପୁରରେ ଡିଫାଇନ୍ କଳାହାଣ୍ଡିର ବିଶାଳ ସମାବେଶ

କଳମପୁର ମାଟି ସ୍ୱାଭିମାନ ଓ ବିପ୍ଳବର ମାଟି : ମଧୁ ମହାନ୍ତି କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଅଜସ୍ର ମା’ ଭଉଣୀ ଓ ଯୁବଗୋଷ୍ଠୀ କଳାହାଣ୍ଡି ବିକାଶର ସ୍ୱପ୍ନ ଦେଖିଥିବା ମୋ’ ନଜରରେ ଦେଖିବାକୁ ପାଇଛି । ୨୦ ବର୍ଷ ଆଗରୁ ମଧ୍ୟ କଳାହାଣ୍ଡି ବିକାଶ ମୋର ଏକମାତ୍ର ଲକ୍ଷ୍ୟ ରହିଥିଲା,
Read More...

ମଦନପୁରରେ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪

କଳାହାଣ୍ଡି, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଳକ ମଦନପୁରଠାରେ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ପାଳିତ ହୋଇଯାଇଛି । ସରପଞ୍ଚ କେତକୀ ଦଣ୍ଡିଆଙ୍କ ନେତୃତ୍ୱରେ ମଶାଲ ଯାତ୍ରା ଗ୍ରାମ ପରିକ୍ରମା କରିଥିଲେ । ମୁଖ୍ୟଅତିଥି ଭାବେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ସମ୍ମାନିତ
Read More...

ବିଜେପି ପକ୍ଷରୁ ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ନବୀନ ସରକାରଙ୍କ କୃଷକ ମାରଣ ନୀତି, ମଣ୍ଡିର ଅବ୍ୟବସ୍ଥା, ଧାନ କଟନୀ ଛଟନୀ, କପାର ଅଭାବୀ ବିକ୍ରି, ବିଦ୍ୟୁତ ବିଲ ମୂଲ୍ୟ ବୃଦ୍ଧି, ଗାଁ ଗାଁରେ ମଦଭାଟି, ମଦ କୋଠି ଖୋଲିବା ଭଳି ବିଭିନ୍ନ ସମସ୍ୟାର ପ୍ରତିବାଦରେ ଆଜି କଳାହାଣ୍ଡି ଭାରତୀୟ ଜନତା
Read More...

୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାରେ ଧାନ ଓ କପାର ଅଭାବୀ ବିକ୍ରୀ ଓ କଟନୀ ଛଟନୀକୁ ନେଇ ପ୍ରତିବାଦ କରିଛି ବିଜେପି । ଗତ କିଛିଦିନ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେରେ ଲଗାତାର ଗଣଧାରଣା ଦେଇଥିଲା ଦଳ । ତେବେ ଆଜି ସକାଳୁ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଜେପି । ଫଳରେ
Read More...

ସାହିତ୍ୟ ନାଟକ କଳା ପରିଷଦର ରୌପ୍ୟ ଜୟନ୍ତୀ ଓ ଜିଲ୍ଲାସ୍ତରୀୟ କବି ସମ୍ମିଳନୀ

କଳାହାଣ୍ଡି, (ହେମନ୍ତ ସାହୁ) : ଓଡ଼ିଶାର ଅନ୍ୟତମ ଅଗ୍ରଣୀ ସଂଗଠନ ସାହିତ୍ୟ ନାଟକ କଳା ପରିଷଦ ରେଖ୍‌ପୁର ତରଫରୁ ରୌପ୍ୟ ଜୟନ୍ତୀ ସମାରୋହ ଉଦ୍‌ଘାଟିତ ହୋଇଯାଇଛି । ପ୍ରଥମେ ଏକ ସାଂସ୍କୃତିକ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବା ପରେ ପ୍ରଥମ କାର୍ଯ୍ୟକ୍ରମ ଜିଲ୍ଲାସ୍ତରୀୟ କବି ସମ୍ମିଳନୀ
Read More...

ଭବାନୀପାଟଣା ଆକାଶବାଣୀ କେନ୍ଦ୍ରର ୩୦ତମ ପ୍ରସ୍ତାପନ ଦିବସ ପାଳନ

କଳାହାଣ୍ଡି, (ପି.କେ ସାହୁ) : ଭବାନୀପାଟଣା ଆକାଶବାଣୀ କେନ୍ଦ୍ରର ୩୦ତମ ପ୍ରସ୍ଥାପନ ଦିବସ ଆଜି ପାଳନ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ଯୋଗଦେଇ ଆଗାମୀ ଦିନରେ ଆକାଶବାଣୀକୁ ଆହୁରି ଲୋକାଭିମୁଖୀ କରିବା ପାଇଁ
Read More...

ଖାଦ୍ୟ ନିରାପତ୍ତା ଉପରେ ଜିଲ୍ଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକ

କଳାହାଣ୍ଡି, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦର୍ୱାନ ଅଧ୍ୟକ୍ଷତାରେ ଖାଦ୍ୟ ନିରାପତ୍ତା ଉପରେ ଏକ ଜିଲ୍ଲାସ୍ତରୀୟ ପରାମର୍ଶଦାତା କମିଟି (ଊଖଇଉ) ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସିଡିଏମ୍‌ଓ ଡ. ସୁଚେତା ପାଣି ,
Read More...

ଭବାନୀପାଟଣାଠାରେ ଦ୍ୱିତୀୟ ଦିଶା କମିଟି ବୈଠକ ୨୦୨୩-୨୪ ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ୨୦୨୩-୨୪ ବର୍ଷର ଦ୍ଵିତୀୟ ଦିଶା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଧର୍ମଗଡ ବିଧାୟକ ମୌଷଦି ବାଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷ
Read More...