କଳାହାଣ୍ଡିରେ ଭାରତ ବନ୍ଦର ମହାପ୍ରଭାବ : ଦୋକାନ ବଜାର, ଯାନବାହାନ ଚଳାଚଳ ବନ୍ଦ
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ସର୍ବୋଚ୍ଚ ନ୍ୟାୟାଳୟ ସଂରକ୍ଷଣ ସଂଶୋଧନ ପାଇଁ ଦେଇଥିବା ରାୟ ବିରୋଧରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ମହାସଂଘ ଭାରତ ବନ୍ଦ ଡାକରା ଦେଇଥିଲା । ଏହି ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାଇ ଭବାନୀପାଟଣା ଅନୁସୂଚିତ ଜାତି ଓ ଅନୁସୂଚିତ ଜନ ଜାତି!-->…
Read More...
Read More...