ବାଇକରୁ ଖସିପଡି ମହିଳା ମୃତ
କଳାହାଣ୍ଡି, ( ଶୁଭେନ୍ଦୁ କୁମାର ପଣ୍ଡା ) : ଭବାନୀପାଟଣା - ଭୁବନେଶ୍ଵର ୨୬ ନମ୍ବର ରାଜ୍ୟ ରାଜପଥ ବଫଲା ପାଖରେ ବାଇକରୁ ଖସିପଡି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ବାଇକରେ ୩ ଜଣ ଆରୋହୀ ଯାଉଥିବାବେଳେ ପଛରେ ବସିଥିବା ମହିଳା ଅସାବଧାନତା ଯୋଗୁଁ ଅଚାନକ୍ ଖସି ପଡିବା ଫଳରେ ତାଙ୍କ ମୁଣ୍ଡରେ!-->…
Read More...
Read More...