Browsing Tag

kalahandi news

ବିଲରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର : ଚାଳକ ମୃତ

କଳାହାଣ୍ଡି : ଧାନ ରୁଆ ପ୍ରସ୍ତୁତି ବେଳେ ଅଘଟଣ । ଚାଷ ଜମିରେ କାଦୁଅ କରିବା ସମୟରେ ବିଲରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର । ତଳେ ଚାପି ହୋଇ ଚାଲିଗଲା ଡ୍ରାଇଭରଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଦବ୍ରୀଗୁଡାରେ ଘଟିଛି । ମୃତ ଡ୍ରାଇଭର ଜଣକ
Read More...

ଆନ୍ତର୍ଜାତୀୟ ଶିକ୍ଷା ଇନୋଭେସନ୍‌ ଶିବିରରେ କଳାହାଣ୍ଡିର ମିଳନ ବିଶି

୭ ଦିନିଆ ଏହି ଶିବିରରେ ଭାରତର ୬୫ ଜଣ ମ୍ୟାନେଜ୍‌ମେଣ୍ଟ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଥାଇଲାଣ୍ଡର ବ୍ୟାଙ୍କକସ୍ଥିତ ଏସିଆନ୍‌ ଇଷ୍ଟିଚ୍ୟୁଟ୍‌ ଅଫ ଟେକ୍ନୋଲୋଜିରେ ଗତ ଜୁଲାଇ ୩୦ ତାରିଖରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ବିଜନେସ୍‌ ଓ
Read More...

ଜିଲ୍ଲାସ୍ତରୀୟ ଓଜନ ଉତ୍ସବ ପ୍ରସ୍ତୁତି ବୈଠକ

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲାର ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ର ପ୍ରଥମ ପର୍ଯ୍ୟାୟ ଓଜନ ଉତ୍ସବର ପ୍ରସ୍ତୁତି ବୈଠକ ଜିଲ୍ଲା ସଦ୍ଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଜନ୍ମରୁ ୬ ବର୍ଷର ଶିଶୁ ମାନଙ୍କ ପୁଷ୍ଟିକର ସ୍ଥିତିର ନିୟମିତ ନିରୀକ୍ଷଣକୁ ମଜ୍‌ବୁତ୍‌ କରିବା
Read More...

ଜିଲ୍ଲାସ୍ତରୀୟ ସୁନ୍ଦର ଶିଶୁ ସ୍ୱାସ୍ଥ୍ୟ ପ୍ରତିଯୋଗିତା

କଳାହାଣ୍ଡି, (ପି. କେ. ସାହୁ) : ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ପରିସରରେ ଥିବା ମିଶନ ଶକ୍ତି ସଭାଗୃହ ଠାରେ ଏକ ସୁନ୍ଦର ଶିଶୁ ସ୍ୱାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ସୁସ୍ଥ ପ୍ରତିଯୋଗିତାରେ ଭବାନୀପାଟଣା ସହରାଞ୍ଚଳରୁ ୩୭ ଜଣ ଶିଶୁ ଯୋଗ
Read More...

ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ ଦିବସ କାର୍ଯ୍ୟକ୍ରମର ଶୁଭାରମ୍ଭ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ 'ଜାତୀୟ କୃମିନାଶକ କାର୍ଯ୍ୟକ୍ରମ' ଭବାନୀପାଟଣା ଶ୍ରୀ ସତ୍ୟସାଇ ବିଦ୍ୟା ମନ୍ଦିରରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଚେତା ପାଣିଙ୍କ ତତ୍ୱାବଧାନରେ ଶୁଭାରମ୍ଭ କରାଯାଇଛି । ଏହି
Read More...

ଥୁଆମୂଳ ରାମପୁର ସରକାରୀ ଡିଗ୍ରୀ କଲେଜ ଶିକ୍ଷାମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ସରକାର ରାଜ୍ୟର ୧୮ଟି ବ୍ଲକରେ ନୂତନ ସରକାରୀ +୩(ଡିଗ୍ରୀ )କଲେଜ ପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ନୂତନ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଶୁକ୍ରବାର ପ୍ରଥମ ପର୍ଯ୍ୟାୟରେ ଭର୍ଚୁଆଲ ମୋଡରେ ୧୪ଟି ମହାବିଦ୍ୟାଳୟର
Read More...

ଆଦିବାସୀଙ୍କ ଅଧିକାର ଓ ସୁରକ୍ଷା ପାଇଁ ଏକତା ହିଁ ବଳ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଆଜି ମୋହନଗିରୀ ହାଟପଦା ଠାରେ ବିଶ୍ଵ ଆଦିବାସୀ ଦିବସ ପାଳନ ହେଇଯାଇଛି, ମୋହନଗିରି, ମାଣିକେରା, ସିଙ୍ଗପୁର, ଦେଢ଼ଶୁଲି ଓ ଲୁବେନଗଡ ଏଭଳି ପାଞ୍ଚଟି ପଞ୍ଚାୟତର ଶତାଧିକ ଆଦିବାସୀ ନିଜସ୍ଵ ପାରମ୍ପରିକ ଅସ୍ତ୍ର ଶସ୍ତ୍ର ଓ ବଦ୍ୟରେ ବିଶ୍ଵ ଆଦିବାସୀ ଦିବସ
Read More...

ଦ୍ୱିତୀୟ ଥର ପାଇଁ ଏନ୍‌ଏସି ଅନସ୍ଥା ଭୋଟ ସ୍ଥଗିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଦ୍ୱିତୀୟ ଥର ପାଇଁ ଅନାସ୍ଥା ଭୋଟ ସ୍ଥଗିତ । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଏନ୍‌ଏସିରେ ଆଜି ଦ୍ୱିତୀୟ ଥର ପାଇଁ ଅନସ୍ଥା ଭୋଟ ସ୍ଥଗିତ ହୋଇଛି । ସୂଚନାଯୋଗ୍ୟ ଯେ, ଗତ ୧ ତାରିଖ ଦିନ ଅନସ୍ଥା ଭୋଟ ଥିଲା । କିନ୍ତୁ ଅତିରିକ୍ତ ଜିଲ୍ଲାପାଳଙ୍କ ଦେହ
Read More...

୨ ବାଇକ୍ ମୁହାଁ ମୁହିଁ ଧକ୍କା : ଜଣେ ବାଇକ୍ ଆରୋହୀ ମୃତ, ଜଣେ ଗୁରୁତର

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଗିଗନା ପଂଚାୟତର ଫଟାଖମନ ବୁଲାଣି ଠାରେ ୨ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବାଇକ୍ ଆରୋହୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି । ଅନ୍ୟ ବାଇକ୍ ଆରୋହୀ ଗୁରୁତର ହୋଇଥିବା ବେଳେ
Read More...

ଉଲିସିର୍କା ଠାରେ ଧରା ପଡିଲେ ୨ ଲୁଟେରା : ଜଣେ ଫେରାର୍‌

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ବୁଧବାର ସନ୍ଧ୍ୟାରେ ନର୍ଲା ଥାନା ଅନ୍ତର୍ଗତ ଉଲିଶିର୍କା ଗ୍ରାମ ନିକଟରେ ସାଗରା ମେନେଜମେଣ୍ଟ ପ୍ରାଇଭେଟ୍ ଲିମିଟେଡ଼ର ଏଜେଣ୍ଟ ଗ୍ରୁପ୍ କଲେକ୍ସନ୍‌ କରି ଫେରୁଥିବା ସମୟରେ ୩ ଜଣ ଦୁର୍ବୃତ୍ତ ଏକ ନମ୍ବର ବିହୀନ ବାଇକ୍‌ରେ ଆସି ଅତର୍କିତ ଭାବେ ଆକ୍ରମଣ
Read More...