କଲେଜ ହଷ୍ଟେଲରେ ରେଗିଙ୍ଗ : ୨ ମହଲା ଛାତ ଉପରୁ ଡେଇଁଲେ ଛାତ୍ର
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଏକ ଘରୋଇ କଲେଜ ହଷ୍ଟେଲରେ ରେଗିଙ୍ଗ ଯୋଗୁ ଜଣେ ଛାତ୍ର ୨ ମହଲା ଉପରୁ ଡେଇଁ ପଡିବା ଭଳି ଏକ ସଙ୍ଗୀନ ଅଭିଯୋଗ ହୋଇଛି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଭବାନୀପାଟଣା ସହରର ଜଳେଶ୍ୱର ମନ୍ଦିର ରାସ୍ତାରେ!-->…
Read More...
Read More...