Browsing Tag

kalahandi news

କଳାହାଣ୍ଡି ପୋଲିସର ବଡ଼ ସଫଳତା : ୬୦ କେଜି ଗଞ୍ଜେଇ ସହ ଜଣେ ଗିରଫ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ବୋର୍ଡା ଓ କେଗାଁ ପୋଲିସର ମିଳିତ ଉଦ୍ୟମରେ ସାପସିଲେଟ ଗାଁରୁ ୬୦ କେ.ଜି.ରୁ ଅଧିକ ଗଞ୍ଜେଇ ଜବତ ହୋଇଥିବାବେଳେ ପୋଲିସ ଜଣକୁ ଗିରଫ କରିଛି । ଦୀର୍ଘଦିନ ଧରି ଅଞ୍ଚଳରେ ବେଆଇନ ଭାବେ ଗଞ୍ଜେଇ କାରବାର ହେଉଥିବା ବେଳେ ଅବକାରୀ
Read More...

ବନ୍ଧୁକ ମୁନରେ ୬୯ ହଜାର ଡକାୟତି ଅଭିଯୋଗ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ପଣ୍ଡିଗାଁରେ ସୋମବାର ବିଳମ୍ବିତ ରାତ୍ରୀରେ ବନ୍ଧୁକ ଦେଖାଇ ଜଣେ ଚାଷୀଙ୍କ ଘରୁ ୬୯ ହଜାର ଟଙ୍କା ଡକାୟତି ହୋଇଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଏ ସମ୍ପର୍କରେ ଅଭିଯୋଗକାରୀ ବରୁଣ ମାଝି ଆଜି
Read More...

ସରକାରୀ ଅର୍ଥ ହେର୍‌ଫେର୍‌ ଘଟଣାରେ ନିଲମ୍ବିତ ପିଇଓ ଭିଜିଲାନ୍ସ ଦ୍ୱାରା ଗିରଫ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ପୋଡ଼ାପଦର ଓ ତଲନାଗି ପଞ୍ଚାୟତର ପୂର୍ବତନ ନିଲମ୍ବିତ ପିଇଓ ଦେବାନନ୍ଦ ସାଗରଙ୍କୁ ତିନିକୋଟିରୁ ଅଧିକ ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ ଶନିବାର ଭିଜିଲାନ୍ସ ବିଭାଗ ଗିରଫ କରିଛି ।
Read More...

ବିଶିଷ୍ଟ ରାଜନୀତିଜ୍ଞ ଦୁର୍ଗା ଶଙ୍କର କରଙ୍କ ପରଲୋକ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ବିଇଡି କଲେଜ, କଳାହାଣ୍ଡି ଆଇନ ମହାବିଦ୍ୟାଳୟ ପ୍ରତିଷ୍ଠା ଓ ଗାନ୍ଧିଛକ ଦୁର୍ଗା ମନ୍ଦିର ପ୍ରତିଷ୍ଠାର ପ୍ରମୁଖ ଉଦ୍ୟୋକ୍ତା ତଥା ବିଶିଷ୍ଟ ରାଜନେତା ଦୁର୍ଗା ଶଙ୍କର କରଙ୍କ ଶୁକ୍ରବାର ସକାଳ ୬ ଟା ୧୦ ମିନିଟରେ ତାଙ୍କ ଭବାନୀପାଟଣା ମନ୍ଦାର
Read More...

ବୁଥ ସ୍ତରୀୟ ଏଜେଣ୍ଟ ନିଯୁକ୍ତି ପାଇଁ ଆଲୋଚନା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ନିର୍ବାଚନ ଆୟୋଗର ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ଜିଲ୍ଲା ପରିଷଦ ସଭାଗୃହ ଠାରେ ବିଭିନ୍ନ ରାଜନୈତିକ ଦଳଙ୍କ ସହ ବୁଥ ସ୍ତରୀୟ ଏଜେଣ୍ଟ ନିଯୁକ୍ତି ବିଷୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ
Read More...

ମୁଖ୍ୟ କେନାଲରେ ବୁଡି ନାବାଳିକା ମୃତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଲମପୁର ଥାନା ଅନ୍ତର୍ଗତ ବ୍ରାହ୍ମଣ କେନ୍ଦୁଗୁଡାରେ ଏକ ଅଭାବନୀୟ ଘଟଣା ଘଟିଛି । ଗୁରୁବାର ସକାଳେ ଗାଧେଇବାକୁ ଯାଇ ଜଣେ ନାବାଳିକା ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ବୁଡି ମୃତ୍ୟୁ ବରଣ କରିଛି । ସୂଚନାଯୋଗ୍ୟ ଯେ, କେନ୍ଦୁଗୁଡାର ମହେନ୍ଦ୍ର
Read More...

ବାଇକ ସହ ସ୍କୁଟି ଧକ୍କା ଜଣେ ମୃତ, ଜଣେ ଗୁରୁତର

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ଥାନା ବଡକୁଟ୍ରୁ ଫାଣ୍ଡି ଅନ୍ତର୍ଗତ ମୀନଗୁର ସାନକୁଟ୍ରୁ ରାସ୍ତାର ଏକ ବୁଲାଣିରେ ବାଇକ ଏବଂ ସ୍କୁଟି ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବାଫଳରେ ଜଣକର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରତର ହୋଇଛନ୍ତି । ସୂଚନା
Read More...

କଲମପୁର ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧ୍ୟକ୍ଷା ମୋତି ବିହାରୀଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ପାଇଁ ସୋମବାର ୧୦ ଜଣ ସମିତି ସଭ୍ୟ ଓ ୯ ଜଣ ସରପଞ୍ଚ ଧର୍ମଗଡ଼ ଉପଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରିଛନ୍ତି । ବ୍ଲକ ଅଧ୍ୟକ୍ଷା ଭାବେ
Read More...

ନବ ନିର୍ମିତ ଭବାନୀପାଟଣା ଟାଉନ୍ ଥାନା କୋଠା ଉଦ୍‌ଘାଟିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁକ୍ରବାର ଆଭାଷି ମାଧ୍ୟମରେ ରାଜ୍ୟର ୧୪ଟି ଥାନାର ନୂତନ କୋଠାର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣା ସ୍ଥିତ ଟାଉନ ଥାନାର ନବ ନିର୍ମିତ କୋଠା ମଧ୍ୟ ଉଦ୍‌ଘାଟିତ ହୋଇଛି ।
Read More...

ନିଖୋଜ ନାବାଳକର ଝୁଳନ୍ତା ମୃତଦେହ ଠାବ : ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

କଳାହାଣ୍ଡି, (ଶେଷଦେବ ବେହେରା) : କଲମପୁର ଥାନା ଅନ୍ତର୍ଗତ ବାଣ୍ଡିଗାଁ ଗ୍ରାମପଞ୍ଚାୟତ ଆମଜୋର ଗାଁରେ ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି । ଦଶମ ଶ୍ରେଣୀ ପଢ଼ୁଥିବା ଏକ ନାବାଳକଙ୍କ ମୃତଦେହ ଗୋଟିଏ ଗଛରେ ଝୁଲନ୍ତା ଅବସ୍ଥାରେ ଠାବ ହୋଇଛି । ସୂଚନା ଅନୁଯାୟୀ ଗାଁର ଅର୍ଜୁନ ରାଉତଙ୍କ ଦଶମ
Read More...