ଗୌଡ଼କର୍ଲାଖୁଣ୍ଟା କ୍ରିକେଟ ପ୍ରିମିୟର ଲିଗ୍ : ଟୁବୁସ୍ ଚମ୍ପିଆନ
ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଗୌଡ଼କର୍ଲାଖୁଣ୍ଟା ଠାରେ ଗୌଡ଼କର୍ଲାଖୁଣ୍ଟା ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣମେଣ୍ଟ ଉଦଯାପିତ ହେଇଯାଇଛି । ଏଥିରେ ଟୁବୁସ ଦଳ ଚମ୍ପିଅନ ହେଇଥିବା ବେଳେ ଗୌଡ଼କର୍ଲାଖୁଣ୍ଟା ଦଳ ରର୍ନ୍ସଅପ୍ ହେଇଛନ୍ତି । ଆଜିର ଫାଇନାଲ ମ୍ୟାଚରେ!-->…
Read More...
Read More...