Browsing Tag

kabita

କବିତା : କଥାରେ କଥାରେ

ଶ୍ରଦ୍ଧାଞ୍ଜଳି ପଣ୍ଡା କଥାରେ କଥାରେ ତୁମେଗଢି ଦେଇପାରଚନ୍ଦ୍ରଲୋକରେ, ଇନ୍ଦ୍ର-ମହଲ ଟିଏସାତତାଳ ପାଣି ଭିତରେହୀରା ନୀଳା ମୋତି ମାଣିକ୍ୟରରାଜ ଉଆସ ଟିଏ । ହେଲେ କେବେବୁଝିବାକୁ ଚେଷ୍ଟା କରିଛଗଛ ତଳେ କିମ୍ବା ତମ୍ବୁ ଭିତରେଶୋଇ ରାତିରେ ତାରା ଗଣୁଥିବାଗରିବ ପରିବାରର କଷ୍ଟକୁ ? କଥାରେ
Read More...

କବିତା : ଗୁଟେ ଗୋପୀର ଚିଠି

ନବୀନ ସାହୁ କଳାକାହ୍ନୁ,ତୁମକେ ନିଉତା ରହେଲା,ବେଲକାଲ୍ ଦେଖିଘାଏ ଛିଙ୍ଗଲି ଆଏବ ଆମର୍ ଆଡ଼େ । ବଉଳି ଧୁକା ହେଇ ନାଇଁ ଆଏଲେ କାଏଁ ହେଲାଧୁକା-ଗର୍‌ଡ଼ି ହେଇ ଘାଏ ହେଲେ ବୁଲି ଆଏବଭଲେ ପଛେ ଫିରିଯିବ ତୁର୍‌ତି । ଆର୍‌ କେନେ ଆମର ପୀର୍‌ତି-ପିଞ୍ଜରାର୍ଶିକ୍‌ଲା ଅଛେ ଯେ ଡର୍‌ବସେଟା ତ
Read More...

କବିତା : ଶୀତ

ଚନ୍ଦ୍ରାବତୀ ପାଣ୍ଡେ ଶୀତରେ ମୁଁ ଗୀତ ଲେଖେବିମୁ‌ଗ୍ଧ ମନରେଝୁମିଝୁମି ଝୁମିଝୁମିବରଫ ସାଥୀରେ । ବରଫ ସାଥୀରେ ମୁଁ ଯେ'ରଚିଥିଲି ପ୍ରେମସେ ପ୍ରେମେ ହଜିଲି ଆଜିମତୁଆଲା ସମ । ଜାଣି ନଥିଲି ସେ ଯେ'ମନଚୋର ବୋଲିଚୋରି କଲା ଚତୁର ସେମୋ ମନର ମଲ୍ଲି । ଭିଜିଗଲି ତା ଛୁଆଁରେହୋଇଗଲି
Read More...