ପଞ୍ଚଭୂତରେ ଲୀନ ହେଲେ ନବ ଦାସ
ଝାରସୁଗୁଡ଼ା : ପଞ୍ଚଭୂତରେ ଲୀନ ହୋଇଛନ୍ତି ନବ ଦାସ । ହଜାର ହଜାର ସମର୍ଥକ, ଶ୍ରଦ୍ଧାଳୁଙ୍କ ସହ ଓଡ଼ିଶାର ମନ୍ତ୍ରୀ, ବିଧାୟକ, ନେତାମାନେ ତାଙ୍କୁ ଶେଷ ବିଦାୟ ଦେଇଛନ୍ତି । ଆଜି ଝାରସୁଗୁଡ଼ାରେ ତାଙ୍କ ମର ଶରୀର ପହଂଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା । ବେହେରାମାଲ!-->…
Read More...
Read More...