୨୭ କେଜି ଗଞ୍ଜେଇ ଜବତ, ୨ ଗିରଫ
ଝାରସୁଗୁଡ଼ା : ଝାରସୁଗୁଡ଼ା ରେଳ ଷ୍ଟେସନରୁ ଅବକାରୀ ପୋଲିସ ୨୭ କେଜି ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଅନୁଗୁଳ ମଣିକପୁର ଗ୍ରାମର ବିନୋଦ କୁମାର ଗୁପ୍ତା(୫୫) ଓ ମଦନ ପାତ୍ର (୨୪) । ସୂଚନା ଅନୁସାରେ ଟ୍ରେନ ମାଧ୍ୟମରେ ଅଭିଯୁକ୍ତ ଦ୍ବୟ ଗଞ୍ଜେଇ!-->…
Read More...
Read More...