Browsing Tag

jharsuguda news

ଜାତୀୟ ଫୁଟ୍‌ବଲ୍‌ ଖେଳର ପ୍ରତିନିଧିତ୍ୱ କରିଥିବା ତନୁଜା ଦାରିଦ୍ରତାର କଷାଘାତରେ ଜର୍ଜରିତା

ଝାରସୁଗୁଡା, (କେପିଏନ୍‌ଏସ୍‌) : ଜାତୀୟ ଫୁଟ୍‌ବଲ୍‌ ଖେଳରେ ତିନି ତିନି ଥର ପ୍ରତିନିଧିତ୍ୱ କରିଥିଲେ ତନୁଜା ଏବଂ ଜାତୀୟ ରଗବୀରେ ମଧ୍ୟ ଅଂଶଗ୍ରହଣ କରି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣି ଥିବା ସତ୍ତେ୍ୱ ସେ ଆଜି ଦାରିଦ୍ରତାର କଷାଘାତରେ ଜର୍ଜରିତା । କଥାଟି ଅବିଶ୍ୱନୀୟ ହୋଇଥିଲେ ମଧ୍ୟ ସତ୍ୟ ।
Read More...