ନିଖିଳ ଓଡ଼ିଶା ପାଚିକା ସହାୟିକା ସଂଘର ଦାବୀପତ୍ର
ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ପରିସର ମଧ୍ୟରେ ଆସୁଥିବା ସମସ୍ତ ଏମ୍ଡିଏମ୍ ପାଚିକା ସହାୟିକା ସଂଘର ଶତାଧିକ ମହିଳା ବିଭିନ୍ନ ଦାବୀ ନେଇ ବିଇଓ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ଜୟପାଟଣା ବ୍ଲକର ୩୨୬ଜଣ ପାଚିକା ସହାୟିକା!-->…
Read More...
Read More...