Browsing Tag

jaypatana news

ଇନ୍ଦ୍ରାବତୀ ଜିଲ୍ଲା ଗଠନ ଓ ସୀମା ପୁର୍ନନିର୍ଦ୍ଧାରଣ ଦାବି ଉଠିଲା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଅଞ୍ଚଳର ଏକ ସମୃଦ୍ଧ ପୃଷ୍ଠଭୂମି ଥିବା ସତ୍ୱେ ବିଗତ ତିନି ଦଶନ୍ଧି ଧରି ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ସୀମା ପୁର୍ନଗଠନରେ ଏକ ବିବାଦୀୟ ଭୌଗୋଳିକ ସୀମା ମଧ୍ୟରେ ସ୍ଥାନୀୟ ଜନ ସାଧାରଣ ରହି ଆସୁଥିବା ବେଳେ ଏବେ ଇନ୍ଦ୍ରାବତୀ ଜିଲ୍ଲା ଗଠନ ପାଇଁ ନିଜର
Read More...

ଜୟପାଟଣା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ୩୯ ତମ ବାର୍ଷିକ ଉତ୍ସବ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ୩୯ ତମ ବାର୍ଷିକ ଉତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ଅଭିଭାବିକା ଉପସ୍ଥିତ ରହି କୃତି ଛାତ୍ରଛାତ୍ରୀ ଓ ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମର
Read More...

ଶିକ୍ଷାବିତ୍ ନାରାୟଣ ବେହେରାଙ୍କ ପରଲୋକ

ଜୟପାଟଣା, (ଶେଷଦେବ ବେହେରା) : ସମଗ୍ର କଳାହାଣ୍ଡି ଜିଲ୍ଲାରେ ନିଜର ପ୍ରତିଭାର ଛାପ ଛାଡ଼ିଥିବା ଜୟପାଟଣା ସହରର ସୁପରିଚିତ ଶିକ୍ଷାବିତ୍ ନାରାୟଣ ପ୍ରସାଦ ବେହେରାଙ୍କ ୮୨ ବର୍ଷ ବୟସରେ ନିଜସ୍ଵ ବାସଭବନରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁ ଖବର ପାଇବା ପରେ ଶତାଧିକ ଶୁଭେଚ୍ଛୁ, କୁଟୁମ୍ବ,
Read More...

ଦୁଲୁକିଲା ଖଲିଆଭଟା ସରକାରୀ ଉଚ୍ଚ ବିଦ୍ୟାଳୟ ମଞ୍ଚ

ଜୟପାଟଣା, (ଶେଷଦେବ ବେହେରା) : ଖଲିଆଭଟା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଞ୍ଚଠାରେ ୨୦୨୫ ଜୋନ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଓ ଭଲିବଲ ପ୍ରତିଯୋଗିତା ସମାରୋହର ସହ ପାଳିତ ହୋଇଯାଇଛି । କଳାହାଣ୍ଡି, ନବରଙ୍ଗପୁର, ନୂଆପଡା ଜିଲ୍ଲା ଜୋନ ସ୍ତରୀୟ ବିଦ୍ୟାଳୟ ମାନଙ୍କରୁ ଛାତ୍ରଛାତ୍ରୀମାନଙ୍କ
Read More...

ବି ଜେ ପି ର ବରିଷ୍ଠ କାର୍ଯ୍ୟକର୍ତ୍ତା ମନୋଜ ପାତ୍ରଙ୍କ ମାତୃ ବିୟୋଗ

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲାର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ଆଦିବାସୀ ମହାସଂଘ ଜୟପାଟଣା ବ୍ଲକ ସଭାପତି ମନୋଜ କୁମାର ପାତ୍ରଙ୍କ ମାଆ ପ୍ରମିଳା ଦେବୀଙ୍କ ସୋମବାର ପୂର୍ବାହ୍ନରେ ନିଜ ବାନେର ସ୍ଥିତ ବାସ ଭବନରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ପାତ୍ର ଜଣେ ଧର୍ମ ପରାୟଣା
Read More...

ଶ୍ରଦ୍ଧା ଓ ଭକ୍ତିର ସହ ସମ୍ପନ୍ନ ହେଲା ମାଆ ଗଜଲକ୍ଷ୍ମୀ ପୂଜା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ମହାବୀର ପଡ଼ା ଠାରେ ମାଆ ଗଜଲକ୍ଷ୍ମୀଙ୍କ ପୂଜୋନତ୍ସବ ଶ୍ରଦ୍ଧା ଓ ଭକ୍ତିର ସହ ସମ୍ପନ୍ନ ହୋଇଯାଇଛି । ରବିବାର ଅପରାହ୍ନରେ ଶତାଧିକ ମହିଳା ଏକ ସୁସଜ୍ଜିତ ପଟୁଆରରେ ପବିତ୍ର କଳସ ଆଣି ସ୍ଥାପନ କଲାପରେ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ସୋମବାର ଠାରୁ
Read More...

ଚବିଶ ବର୍ଷର ପ୍ରତାରଣା ପରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷିତ ହେଲା ଜୟପାଟଣା ସହର

ଜୟପାଟଣା, (ଶେଷଦେବ ବେହେରା) : ସ୍ୱାୟତ୍ତ ଶାସନ ଦିବସ ଅବସରରେ ଆଜି ୨୮ଟି ଏନ୍‌ଏସି ସାତ ଗୋଟି ମ୍ୟୁନିସିପାଲଟି ଓ ଗୋଟିଏ କର୍ପୋରେସନ ଘୋଷଣା ଅବସରରେ ବହୁ ପ୍ରତିକ୍ଷିତ ଜୟପାଟଣା ସହରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ସ୍ଵାଧୀନତାର ବହୁ ପୂର୍ବରୁ
Read More...

ସଡ଼କ ଯନ୍ତ୍ରଣାରେ ପରିସୀମା ହୀନ ଗାଁ ଭାଟିପାସ

ନିଜସ୍ଵ ଖର୍ଚ୍ଚରେ ସଡ଼କ ନିର୍ମାଣ ପାଇଁ ଅଣ୍ଟା ଭିଡ଼ିଲେ ଗାଁ ଲୋକ ଜୟପାଟଣା, (ଶେଷଦେବ ବେହେରା) : ରାଜତନ୍ତ୍ରରୁ ଆରମ୍ଭ କରି ପ୍ରଜାତନ୍ତ୍ର ପର୍ଯ୍ୟନ୍ତ ଅନୁଭୂତି ରଖି ଆସିଥିବା ଗାଁ ମାନଙ୍କର ତିନି ପିଢ଼ି ଏବେ ଆରପାରିକୁ ଚାଲି ଗଲେଣି । ଏମାନେ ରାଜତନ୍ତ୍ରର ଭୟରେ ପ୍ରକୃତିର ଦୁର୍ଗମ
Read More...

ପଚାଶ ପ୍ରତିଶତକୁ ଛୁଇଁଲା ଇନ୍ଦ୍ରାବତୀ ଜଳ ଭଣ୍ଡାରର ଜଳସ୍ତର

ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀ ପ୍ରକଳ୍ପରୁ ଖରିଫ ଜଳ ସେଚନ ଇତି ମଧ୍ୟରେ ଆରମ୍ଭ ହେବାର ଚାଳିଶ ଦିନ ବିତି ଯାଇଥିବା ବେଳେ ମଙ୍ଗଳବାର ସକାଳୁ ଜଳ ଭଣ୍ଡାରର ଜଳସ୍ତର ୫୦ପ୍ରତିଶତକୁ ଛୁଇଁ ଥିବାର ସୂଚନା ମିଳିଛି । ଗତ ଜୁଲାଇ ୧୧ତାରିଖ ଦିନ ଇନ୍ଦ୍ରାବତୀ ପ୍ରକଳ୍ପରୁ ଖରିଫ ଜଳ ସେଚନର
Read More...

୭୯ତମ ସ୍ଵାଧୀନତା ଦିବସ ପାଳିତ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ଅନେକ ଉତ୍ସାହର ସହିତ ୭୯ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି । ସ୍ଵାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ବିଭିନ୍ନ ଅନୁଷ୍ଠାନ ଦ୍ଵାରା ତ୍ରିରଙ୍ଗା ଯାତ୍ରା, ମାରାଥନ ଦୌଡ଼ ଜାତୀୟ ଏକତା ଓ ଅଖଣ୍ଡତା ଉଦ୍ଦେଶ୍ୟର ଆୟୋଜନ
Read More...