ଭିଜିଲାନ୍ସ ଜାଲରେ ଆଣ୍ଟିଂ ସ୍ମଗଲିଂ ଗାର୍ଡ ଜନାର୍ଦ୍ଦନ ପଲାଇ
ଜଳେଶ୍ୱର : ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଳେଶ୍ଵର ସିଭିଲ ସପ୍ଲାଏ ଆଣ୍ଟି ସ୍ମଗଲିଂ ଗାର୍ଡ ଜନାର୍ଦ୍ଦନ ପଲାଇଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ଏକକାଳୀନ ୫ଟି ସ୍ଥାନରେ ରେଡ୍ ଚାଲିଛି । ସୂଚନାନୁଯାୟୀ, ଏହି ଚଢାଉରେ ୫ଟି ଟିମ୍ରେ ୩୫ ଜଣ ଅଧିକାରୀ ସାମିଲ ଅଛନ୍ତି ।!-->…
Read More...
Read More...