Browsing Tag

ipl news

ଆଇପିଏଲ୍‌ : କର ବା ମାର ମ୍ୟାଚରେ ଚେନ୍ନାଇଠୁ ୯ ୱିକେଟରେ ହାରିଲା ପଞ୍ଜାବ

ଆବୁଧାବି : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌‌)-୧୩ର ୫୩ତମ ମ୍ୟାଚ୍‌ରେ କିଙ୍ଗସ୍‌ ଇଲେଭେନ୍‌ ପଂଜାବ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସ୍‌ ୯ ଓ୍ଵିକେଟ୍‌ରେ ବିଜୟୀ ହୋଇଛି। ଆବୁଧାବିର ଶେଖ୍‌ ଜୟେଦ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଚେନ୍ନାଇ ୧୮.୫ ଓଭରରେ ଗୋଟିଏ
Read More...

ଆଇପିଏଲ୍‌ : ଦିଲ୍ଲୀକୁ ହରାଇ ମୁମ୍ବାଇର ପ୍ଲେ ଅଫ୍ ପକ୍କା

ଦୁବାଇ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୧୩ର ୫୧ ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ୯ ଓ୍ଵିକେଟ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ଟସ୍‌ ଜିଣି ମୁମ୍ବାଇ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇ ଦିଲ୍ଲୀକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଶ୍ରେୟାସ ଆୟରଙ୍କ
Read More...

ଆଇପିଏଲ୍‌ : କର ବା ମର ମ୍ୟାଚରେ ପଞ୍ଜାବକୁ ୭ ୱିକେଟରେ ହରାଇ ପ୍ଲେ ଅଫ୍ ଆଶା ଉଜ୍ଜୀବିତ ରଖିଲା ରାଜସ୍ଥାନ

ଆବୁଧାବି : ପଞ୍ଜାବର ବିଜୟ ଧାରାକୁ ରୋକି ନିଜ ପ୍ଲେ ଅଫ୍ ଆଶାକୁ ଉଜ୍ଜୀବିତ କରିଛି ରାଜସ୍ଥାନ ରୟାଲ୍ସ। ମାତ୍ର ଗୋଟିଏ ରନ୍‌ ପାଇଁ ଶତକରୁ ବଞ୍ଚିତ କ୍ରିସ୍‌ ‌ଗେଲଙ୍କ ପାଳିକୁ ଫିକା ପକାଇ ରାଜସ୍ଥାନ ରୟାଲ୍ସ ‘କର ବା ମର’ ମ୍ୟାଚ୍‌କୁ ଅତି ସହଜରେ ୭ ୱିକେଟରେ ଜିତି ନେଇଛି। କ୍ରମାଗତ ୫ ବିଜୟ
Read More...

ଆଇପିଏଲ୍‌ : ବାଙ୍ଗାଲୋରକୁ ୫ ୱିକେଟରେ ହରାଇ ପ୍ଲେ ଅଫ୍‌ରେ ଜାଗା ପକ୍କା କଲା ମୁମ୍ବାଇ

ଆବୁଧାବି : ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ୫ ୱିକେଟ୍‌ରେ ପରାସ୍ତ କରି ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ଦଳ ଭାବେ ଚଳିତ ଆଇପିଏଲ୍‌ର ପ୍ଲେ ଅଫ୍ ପର୍ୟ୍ୟାୟରେ ପ୍ରବେଶ କରିଛି। ୧୨ ମ୍ୟାଚ୍‌ରୁ ଅଷ୍ଟମ ବିଜୟ ସହ ମୋଟ ୧୬ ପଏଣ୍ଟ ପାଇଥିବା ଚାରିଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ
Read More...

ଆଇପିଏଲ : କୋଲକାତାକୁ ହରାଇ ପଞ୍ଜାବର ପ୍ଲେ ଅଫ୍ ଆଶା ଉଜ୍ଜୀବିତ

ସାରଜା : କୋଲ୍‌କାତା ନାଇଟ୍ ରାଇଡର୍ସକୁ ତଳକୁ ଟାଣି କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ପ୍ଲେ ଅଫ୍‌ ଦୌଡ଼ରେ ସାମିଲ ହୋଇଯାଇଛି। ବୋଲରଙ୍କ ଚମତ୍କାର ପ୍ରଦର୍ଶନ ପରେ ମନଦୀପ ଓ କ୍ରିସ୍ ଗେଲଙ୍କ ଅର୍ଧଶତକ ବଳରେ ପଞ୍ଜାବ ସୋମବାର ୮ ୱିକେଟରେ କେକେଆର୍‌କୁ ହରାଇ ଲଗାତାର ପଞ୍ଚମ ବିଜୟ ସହ ପଞ୍ଚମ
Read More...

ଆଇପିଏଲ୍‌ : କୋହଲିଙ୍କ ବାଙ୍ଗାଲୋରକୁ ହରାଇଲା ଧୋନିଙ୍କ ଚେନ୍ନାଇ

ଦୁବାଇ : ବିଳମ୍ବରେ ହେଲେ ମଧ୍ୟ ଆଇପିଏଲ୍‌ର ଅନ୍ୟତମ ସଫଳ ଦଳ ଚେନ୍ନାଇ ସୁପରକିଙ୍ଗ୍ସ ଚଳିତ ଋତୁରେ ତା’ର ଅସଲ ଚମକ ଦେଖାଇଛି। ୧୧ ମ୍ୟାଚ୍‌ରୁ ମାତ୍ର ୩ ବିଜୟ ହାସଲ କରିବା ପରେ ବୟସ୍କ ଦଳର ଠପା ଲାଗି ସାରିଥିବା ଚେନ୍ନାଇ ରବିବାର ଉଭୟ ବଲ୍ ଓ ବ୍ୟାଟ୍‌ରେ କମାଲ କରି ବିରାଟ କୋହଲିଙ୍କ
Read More...

ଆଇପିଏଲ୍‌ : ବୋଲିଂରେ ବୁମୁରା-ବୋଲ୍ଟ ଓ ବ୍ୟାଟିଂରେ ଇଶାନ୍-ଡିକକ୍‌ଙ୍କ କମାଲ ପ୍ରଦର୍ଶନ ବଳରେ ଚେନ୍ନାଇକୁ ୧୦ ୱିକେଟରେ…

ସାରଜା : ‘କର ବା ମର’ ସ୍ଥିତିରେ ପଡ଼ିଥି‌ଲେ ମଧ୍ୟ ଶୁକ୍ରବାର ମ୍ୟାଚ୍‌ରେ ଚେନ୍ନାଇ ଦୟନୀୟ ଭାବେ ୧୦ ୱିକେଟରେ ହାରିଛି। ମୁମ୍ବାଇ ଇଣ୍ଡିଆନ୍ସର ଦୁଇ ଘାତକ ବୋଲର ଟ୍ରେଣ୍ଟ୍‌ ବୋଲ୍ଟ ଏବଂ ଯଶପ୍ରୀତ୍ ବୁମରା ମିଳିତ ଭାବେ ୬ ୱିକେଟ୍ ଅକ୍ତିଆର କରିବାରୁ ଚେନ୍ନାଇର ଚମକହୀନ ପ୍ରଦର୍ଶନ ଜାରି
Read More...

ଏବିଡିଙ୍କ ୩୩ବଲ ୭୩ ରନ୍ ପାଳି ପରେ କୋଲକାତାକୁ ଘାଇଲା କଲେ ବାଙ୍ଗାଲୋର ବୋଲର୍‌ : ବାଙ୍ଗାଲୋରର ୧୯୪/୨କୁ କୋଲକାତାର…

ସାରଜା : ସୋମବାର ଆଇପିଏଲ୍ ମ୍ୟାଚ୍‌ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ପୂର୍ବବିଜେତା କୋଲକାତା ନାଇଟ୍ ରାଇଡର୍ସ (‌କେକେଆର୍‌) ବିପକ୍ଷରେ ବଡ଼ ବିଜୟ ହାସଲ କରିଛି। କେକେଆର୍‌ ବ୍ୟାଟିଂ ସଂପୂର୍ଣ୍ଣ ବିଫଳ ହେବା ପରେ ଆର୍‌ସିବି ୮୨ ରନ୍‌ରେ ମ୍ୟାଚ୍ ଜିତି ନେଇଥିଲା। ତା’ ସହ ୭
Read More...