Browsing Tag

ipl news

ଆଇପିଏଲ ମହାସଂଗ୍ରାମ : ଆଜି ଡବଲ ହେଡର : ଦିଲ୍ଲୀରେ ମୁମ୍ବାଇ-ରାଜସ୍ଥାନ, ଅହମଦାବାଦରେ ଦିଲ୍ଲୀ-କୋଲକାତା ମଧ୍ୟରେ ଲଢେଇ

ଦିଲ୍ଲୀ/ଅହମଦାବାଦ : ଆଇପିଏଲ୍ ମହାସମରର ଅନ୍ୟ ଏକ ଡବଲ୍ ହେଡର ଦିନରେ ଗୁରୁବାର ମୁମ୍ବାଇ ଇଣ୍ଡିଆନ୍ସ-ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ-କୋଲକାତା ନାଇଟ୍ ରାଇଡର୍ସ ମୁହାଁମୁହିଁ ହେବେ । ଦିଲ୍ଲୀର ଅରୁଣ ଜେଟ୍‌ଲି ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ମୁମ୍ବାଇ
Read More...

ପଞ୍ଜାବ କିଙ୍ଗସକୁ ୬ ୱିକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ

ମୁମ୍ବାଇ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଏକାଦଶ ମ୍ୟାଚରେ ପଂଜାବ କିଙ୍ଗସକୁ ୬ ଉଇକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍‌ସ୍ । ମୁମ୍ବାଇର ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ରବିବାର ଦିଲ୍ଲୀ ଟିମ୍‌ ଟସ୍‌ ଜଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ କେଏଲ୍‌ ରାହୁଲଙ୍କ
Read More...

କୋଲକାତାକୁ ୩୮ ରନରେ ହରାଇ ହ୍ୟାଟ୍ରିକ ବିଜୟ ହାସଲ କଲା ବାଙ୍ଗାଲୋର

ଚେନ୍ନାଇ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୧ର ଦଶମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ରବିବାର କୋଲକାତା ନାଇଟ୍‌ ରାଇଡର୍ସକୁ ୩୮ ରନ୍‌ରେ ପରାସ୍ତ କରିଛି । ଏହି ବିଜୟ ସହିତ ବିରାଟ କୋହଲିଙ୍କ ଟିମ୍‌ ଚଳିତ ଆଇପିଏଲ୍‌ରେ କ୍ରମାଗତ ଭାବେ ୩ଟି ମ୍ୟାଚ୍‌ ଜିତି ପଏଣ୍ଟ
Read More...

ଆଇପିଏଲ ୧୩ ଫାଇନାଲ : ସ୍ଵପ୍ନରେ ରହିଗଲା ଦିଲ୍ଲୀର ଆଇପିଏଲ ଟ୍ରଫି ଅର୍ଜନ : ୫ମ ଥର ପାଇଁ ଚାମ୍ପିଅନ ହେଲା ମୁମ୍ବାଇ

ଦୁବାଇ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣର ଫାଇନାଲରେ ଦିଲ୍ଳୀ କ୍ୟାପିଟାଲ୍ସକୁ ୫ ୱିକେଟ ପରାସ୍ତ କରି ପଞ୍ଚମ ଥର ପାଇଁ ଚାମ୍ପିଅନ୍‌ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ। ଦୁବାଇରେ ଅନୁଷ୍ଠିତ ଫାଇନାଲ୍ ମ୍ୟଚରେ ଦିଲ୍ଲୀ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି
Read More...

ଆଇପିଏଲ : ହାଇଦ୍ରାବାଦକୁ ହରାଇ ପ୍ରଥମ ଥର ପାଇଁ ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ : ଟ୍ରଫି ପାଇଁ ମୁମ୍ବାଇ ସହ ଲଢେଇ କରିବ…

ଆବୁଧାବି : ଆଇପିଏଲ୍‌-୧୩ର ଦ୍ଵିତୀୟ କ୍ୱାଲିଫାୟାରରେ ଦିଲ୍ଲୀ କ୍ୟାପିଟାଲ୍‌ସ ଆଜି ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୧୭ ରନ୍‌ରେ ପରାସ୍ତ କରିଛି । ଦ୍ବିତୀୟ ପାଳିରେ ହାଇଦ୍ରାବାଦ ୧୯୦ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୧୭୨ ରନ୍‌ କରି ପରାଜୟ ବରଣ କରିଛି
Read More...

ଆଇପିଏଲ୍‌ : ବାଙ୍ଗାଲୋରକୁ ୬ ୱିକେଟରେ ହରାଇ କ୍ୱାଲିଫାୟର-୨ରେ ହାଇଦ୍ରାବାଦ୍

ଆବୁଧାବି : ଆଇପିଏଲର ୧୩ତମ ସଂସ୍କରଣର ଏଲିମିନେଟର ମ୍ୟାଚରେ ରୟାଲ ଚାଲେଂଜର୍ସ ବାଙ୍ଗାଲୋରକୁ ୬ ଓ୍ୱିକେଟରେ ପରାସ୍ତ କରି ସନରାଇଜର୍ସ ହାଇଦ୍ରାବାଦ୍ କ୍ବାଲିଫାୟର-୨କୁ ପ୍ରବେଶ କରିଛି। ଆସନ୍ତା ରବିବାର ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ହାଇଦ୍ରାବାଦ୍ । ଏହି ମ୍ୟାଚରେ ହାଇଦ୍ରାବାଦ ଦଳ ଟସ
Read More...

ଦିଲ୍ଲୀକୁ ୫୭ ରନରେ ହରାଇ ପ୍ରଥମ ଦଳ ଭାବେ ଫାଇନାଲରେ ମୁମ୍ବାଇ

ଦୁବାଇ : ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଉଥିବା ଚଳିତ ଆଇପିଏଲର ପ୍ରଥମ କ୍ବାଲିଫାୟର ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫୭ ରନ୍‌ରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ । ଦିଲ୍ଲୀ ଦଳ ଟସ ଜିଣି ମୁମ୍ବାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ
Read More...

ଆଇପିଏଲ୍‌ : ମୁମ୍ବାଇକୁ ୧୦ୱିକେଟରେ ହରାଇ ପ୍ଲେ ଅଫ୍ ପକ୍କା କଲା ହାଇଦ୍ରାବାଦ

ସାରଜା : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୫୬ତମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ‌କୁ ୧୦ ୱିକେଟରେ ପରାସ୍ତ କଲା ସନରାଇଜର୍ସ ହାଇଦ୍ରାବାଦ୍ । ଦ୍ବିତୀୟ ପାଳିରେ ହାଇଦ୍ରାବାଦ ୧୫୦ ରନ୍‌ର ଲକ୍ଷ୍ୟକୁ ପିଛା କରି ୧୭.୧ ଓଭରରେ କିଛି ବି ୱିକେଟ ନ ହରାଇ ଏହାକୁ ହାସଲ କରିଛି ।
Read More...

ଆଇପିଏଲ୍‌ : ବାଙ୍ଗାଲୋରକୁ ୬ ୱିକେଟରେ ହରାଇଲା ଦିଲ୍ଲୀ, ଦିଲ୍ଲୀ ଓ ବାଙ୍ଗାଲୋରର ପ୍ଲେ ଅଫ୍ ପକ୍କା : ଝୁଲି ରହିଲା…

ଆବୁଧାବି : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ତ୍ରୟୋଦଶ ସଂସ୍କରଣର ୫୫ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ୱିକେଟ‌ରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ। ବିରାଟ କୋହଲିଙ୍କ ଦଳ ଦିଲ୍ଲୀକୁ ୧୭.୨ ଓଭର ପୂର୍ବରୁ ଜିତିବା ସୁଯୋଗ ନ‌ ଦେବା ମଧ୍ୟ ଏହି ଦଳ ପାଇଁ ଫାଇଦା
Read More...

ଆଇପିଏଲ୍‌ : ରାଜସ୍ଥାନକୁ ହରାଇ ପ୍ଲେ ଅଫ୍ ଆଶା ଉଜ୍ଜୀବିତ ରଖିଲା ହାଇଦ୍ରାବାଦ

ଦୁବାଇ : ରବିବାରର ଏକତରଫା ରାତି ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌) ରାଜସ୍ଥାନ ରୟାଲ୍ସକୁ ବିଦା କରିଦେଲା। କେକେଆର୍‌ ୧୯୨ ରନ୍‌ର କଷ୍ଟକର ବିଜୟ ଲକ୍ଷ୍ୟ ଦେବା ପରେ ବ୍ୟାଟିଂକ୍ରମକୁ ଶେଷ ପର୍ୟ୍ୟନ୍ତ ସଜାଡ଼ି ପାରିନଥିବା ରାଜସ୍ଥାନ ନିର୍ଧାରିତ ୨୦ ଓଭରରେ ୯ ୱିକେଟ୍‌ ହରାଇ
Read More...