Browsing Tag

hemagiri news

ହାତୀ ଆକ୍ରମଣରେ ଯୁବକ ମୃତ

ହେମଗିର : ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଚକ୍ରଧରପୁରରେ ଏକ ଅଘଟଣ ଘଟିଛି । ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକ ଜଣକ ହେଲେ ଦେବବାହାଲ ଗ୍ରାମର ଦୁଖିରାମ ଚୌହାନ(୩୨) । ସୂଚନା ଅନୁଯାୟୀ, ଜଙ୍ଗଲକୁ ଯାଉଥିବା ବେଳେ ସେ ହାତୀ ହାବୁଡରେ ପଡିଯାଇଥିଲେ
Read More...