Browsing Tag

hariyana news

ୱେଷ୍ଟର୍ଣ୍ଣ ଯମୁନା କେନାଲରେ ବୁଡ଼ି ୫ଜଣଙ୍କ ମୃତ୍ୟୁ

ହରିୟାଣା : ହରିୟାଣାର ୱେଷ୍ଟର୍ଣ୍ଣ ଯମୁନା କେନାଲରେ ବୁଡ଼ି ୫ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ପହଁରା ଜାଣିନଥିବାରୁ ୫ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ସେମାନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ୱେଷ୍ଟର୍ଣ୍ଣ ଯମୁନା କେନାଲରେ ୯ରୁ ୧୦ଜଣ
Read More...

ହରିୟାଣାରେ ପୁଣି ବଢିଲା ଲକଡାଉନ

ହରିୟାଣା : ହରିୟାଣାରେ ପୁଣି ବଢିଲା ଲକଡାଉନ ଅବଧି । ତେବେ ଏହି ଲକଡାଉନ ଅବଧିକୁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ପୁଣି ବଢାଇଛନ୍ତି । ଜୁନ୍ ୭ ଯାଏଁ ଏହି ତାଲାବନ୍ଦ ବଳବତ୍ତର ରହିବ ବୋଲି ଘୋଷଣା କରିଛନ୍ତି । ତେବେ ଏହି ତାଲାବନ୍ଦ ସମୟରେ କଟକଣାକୁ ସାମାନ୍ୟ କୋହଳ କରାଯାଇଛି ।
Read More...

ହରିୟାଣରେ ବଢିଲା ଏକ ସପ୍ତାହ ପାଇଁ ଲକ୍‌ଡାଉନ୍‌ : ଟୁଇଟ୍ ମାଧ୍ୟମରେ ସୂଚନା ଦେଲେ ଗୃହମନ୍ତ୍ରୀ

ହରିୟାଣା : ହରିୟାଣାରେ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌କୁ ଆଉ ଏକ ସପ୍ତାହ ପାଇଁ ବଢାଯାଇଛି । ଏହି ଲକ୍‌ଡାଉନ୍‌ ରାଜ୍ୟରେ ମେ ୨୪ ପର୍ଯ୍ୟନ୍ତ ଜାରି ରହିବ । ପୂର୍ବରୁ ଲକଡାଉନ୍ ଅବଧି କେବଳ ୧୬ ମେ ପାଇଁ ଥିଲା । ଏ ନେଇ ହରିୟାଣା ଗୃହମନ୍ତ୍ରୀ ମନ୍ତ୍ରୀ ଅନିଲ ବିଜୟ ଟୁଇଟ୍
Read More...