Browsing Tag

gurudijhatia news

ସୁବର୍ଣ୍ଣମଞ୍ଜରୀପୁର ଗାଁ ଭିତରେ ହାତୀ

ଗୁରୁଡିଝାଟିଆ : ସୁବର୍ଣ୍ଣମଞ୍ଜରୀପୁର ଗାଁରେ ହାତୀ ଆତଙ୍କ । ସଞ୍ଜ ବେଳେ ଦଳଛଡା ଦନ୍ତାହାତୀ ଗାଁ ଭିତରକୁ ପଶିବା ଫଳରେ ଭୟଭୀତ ପରିବେଶ ସୃଷ୍ଟି ହୋଇଥିବା ଖବର ମିଳିଛି । ସନ୍ଧ୍ୟା ଆସନ୍ନ ହେବା ମାତ୍ରେ ଏକ ଦନ୍ତାହାତୀ ଗାଁ ଭିତରକୁ ପଶିବା ଫଳରେ ଲୋକମାନେ ଭୟଭୀତ ହୋଇପଡିଥିଲେ । ଲୋକମାନେ
Read More...

ବଣିବନ୍ଧ ସଂରକ୍ଷିତ ଜଙ୍ଗଲରୁ ୨ ଗଳିତ ମୃତଦେହ ଉଦ୍ଧାର

ଚୌଦ୍ୱାର/ଗୁରୁଡ଼ିଝାଟିଆ : ଗୁରୁଡ଼ିଝାଟିଆ ପୁଲିସ ଖୁଣ୍ଟୁଣୀ ରେଂଜର ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରୁ ଦୁଇ ଜଣଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିବା ଜଣାପଡିଛି । ହେଲେ ସେମାନଙ୍କ ପରିଚୟ ଜଣା ପଡ଼ିନାହିଁ । ସୂଚନା ଅନୁସାରେ ଘଟଣାସ୍ଥଳରୁ ପୁଲିସ ଦୁଇଟି ମୋବାଇଲ ଜବତ କରିବା ସହ ମଦ ବୋତଲ ଓ ବିଷ
Read More...

ବିଦ୍ୟୁତ୍ ଆଘାତ ଲାଗି ଦନ୍ତା ହାତୀ ମୃତ

ଚୌଦ୍ୱାର/ଗୁରୁଡ଼ିଝାଟିଆ : ବିଦ୍ୟୁତ୍ ଆଘାତରେ ଦନ୍ତା ହାତୀ ମୃତ । ଖୁଣ୍ଟୁଣୀ ରେଞ୍ଜ ଗୁରୁଡ଼ିଝାଟିଆ ଥାନା ସାଉରିଆ ଗ୍ରାମ ସ୍ଥିତ ଚାଷ ଜମିରେ ବିଦ୍ୟୁତ ଆଘାତରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଖୁଣ୍ଟୁଣୀ ବନକର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
Read More...

ମାଧବପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ପରିବେଶ ଦିବସ ପାଳିତ

ଗୁରୁଡିଝାଟିଆ : ପରିବେଶ ସୁସ୍ଥ ଓ ସୁନ୍ଦର ରହିଲେ ଜୀବ ଜଗତର ଆୟୁବୃଦ୍ଧି ହେବ । ପୃଥିବୀ ଖିଲିଖିଲି ହସିଉଠିବ । ଏହାକୁ ସନ୍ତୁଳିତ ଭାବରେ ଗଢିତୋଳିବା ଦାୟିତ୍ୱ ଆମ ସମସ୍ତଙ୍କ ବିଶେଷତଃ ପରିବେଶ ସୁରକ୍ଷା ଦିଗରେ ବିଦ୍ୟାର୍ଥୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଭୂବନେଶ୍ୱର ପରିବେଶ
Read More...

କଖଡିରେ ବିଜେଡିର ସାଂଗଠନିକ ବୈଠକ ଅନୁଷ୍ଠିତ

ଗୁରୁଡିଝାଟିଆ : କଖଡି ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ବିଜୁ ଜନତା ଦଳର ସାଂଗଠନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ବିଜୁ ଜନତା ଦଳ ସଭାପତି ରଞ୍ଜନ କୁମାର ମୁଦୁଲିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସରପଞ୍ଚ କଳ୍ପନା ଛତାର, ଦଳର ବରିଷ୍ଠ କର୍ମୀ ବିଷ୍ଣୁଚରଣ ମହାରଣା,
Read More...

୩ଟି ପଞ୍ଚାୟତରେ ରିଲିଫ ବଣ୍ଟନ

ଗୁରୁଡ଼ିଝାଟିଆ : ବନ୍ୟା ଘେରରେ ଥିବା ଧୁରୁଷିଆ, ଅନନ୍ତପୁର ଓ କଖଡି ପଞ୍ଚାୟତରେ ରିଲିଫ ବଣ୍ଟନ କରାଯାଇଛି । ଲାଇଫହୁଡ ଅଲଟରନେଟିଭ ଓ ଶ୍ରୀ ଶ୍ରୀ ଧବଳେଶ୍ୱର କୃଷକ ଉତ୍ପାଦକ ସଂଘର ମିଳିତ ଆନୁକୂଲ୍ୟରେ କଖଡି ପଞ୍ଚାୟତର ଗୋପିନାଥପଡ଼ା, ଧୁରୁଷିଆ ପଞ୍ଚାୟର ଗୋପାଳପ୍ରସାଦ, ଜେନାପୁର, କେଉଟପଡ଼ା ଓ
Read More...

ବରିଷ୍ଠ ନାଗରିକ ମଞ୍ଚର ଅମୃତ ମହୋତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଗୁରୁଡିଝାଟିଆ : ଦେଶ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ଅମୃତ ମହୋତ୍ସବ ପାଳନ ପାଇଁ କଖଡି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶ୍ରୀରାମ ବରିଷ୍ଠ ନାଗରିକ ସଂଘର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଭାଗିରଥି ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସଂଘର
Read More...

ବୃହତ ପାନୀୟ ଜଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ

ଗୁରୁଡିଝାଟିଆ : ଆଠଗଡ ଓ ତିଗିରିଆ ବ୍ଲକର ଗ୍ରାମାଞ୍ଚଳର ପ୍ରତ୍ୟେକ ଘରେ ସଂଯୋଗ କରାଯିବ ପାନୀୟ ଜଳ । ସମସ୍ତେ ଘରେ ବସି ପାଇବେ ବିଶୁଦ୍ଧ ପାନୀୟ ଜଳ । ପ୍ରାୟ ୧୨ଶହ କିମି ବ୍ୟାପୀ ପାଇପ ବିଛାଯିବ । ଏହି ବୃହତ ପାନୀୟଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କୁମାରପୁର ପଞ୍ଚାୟତର ଦଣ୍ଡାପଡିଆରେ
Read More...

ଆଠଗଡ଼ ବିକାଶ ମଞ୍ଚ ପକ୍ଷରୁ ମାଟ୍ରିକ ପରୀକ୍ଷାରେ ଏ ୱାନ୍‍ ଗ୍ରେଡରେ ସଫଳତା ଅର୍ଜନ କରିଥିବା ଛାତ୍ରୀଙ୍କୁ ସମ୍ବର୍ଦ୍ଧନା…

ଗୁରୁଡ଼ିଝାଟିଆ : ମାଟ୍ରିକ ପରୀକ୍ଷାରେ ଏ ୱାନ୍‍ ଗ୍ରେଡରେ ସଫଳତା ଅର୍ଜନ କରି ବିଦ୍ୟାଳୟ ତଥା ଅଞ୍ଚଳ ପାଇଁ ଗୌରବ ଆଣି ଦେଇଥିବା ଗୁରୁଡ଼ିଝାଟିଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଅନନ୍ୟା ମିଶ୍ରଙ୍କୁ ଆଠଗଡ଼ ବିକାଶ ମଞ୍ଚ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ମଞ୍ଚର ସଭାପତି ତଥା
Read More...

ଖୁଣ୍ଟୁଣୀ ଡିଗ୍ରୀ ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ଗୁରୁଡ଼ିଝାଟିଆ : ବୃକ୍ଷ ହିଁ ଜୀବନ । ବିଶ୍ୱକୁ ଉତପ୍ତ ବଳୟ ଭିତରୁ ରକ୍ଷା କରି ଏକ ସନ୍ତୁଳିତ ପରିବେଶ ଗଠନ ଦିଗରେ ସବୁଜିମାର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଖୁଣ୍ଟୁଣୀ ରାଧାନାଥ ରଥ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ବନ ମହୋତ୍ସବ ଦିବସ ଉପଲକ୍ଷେ
Read More...