Browsing Tag

ganjam news

ହୋମଗାର୍ଡ ରୂପକ କୁମାର ପଲାଇ ହେଲେ ଏସ୍‌ପିଙ୍କ ଦ୍ୱାରା ସମ୍ମାନିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲା ରମ୍ଭା ଥାନାରେ କାର୍ଯ୍ୟରତ ହୋମଗାର୍ଡ ରୂପକ କୁମାର ପଲାଇଙ୍କୁ ଶୁକ୍ରବାର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗନ ମୋହନ ମିନା ଛତ୍ରପୁର ଏସ୍‌ପି କାର୍ଯ୍ୟାଳୟରେ ସମ୍ମାନିତ କରିଥିବା ଜଣାପଡ଼ିଛି । ରମ୍ଭା ଥାନା ଅଧିକାରୀ, ପୋଲିସ ଥାନାକୁ ଏବଂ
Read More...

ସମାଧାନ ହେଲା ଜମି ଜାଗା ବିବାଦ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସାନ ବଜାର ରାଉଳସାହି ବାରି ମାଲ ସାନବଜାର କଲେଜ ଯିବା ରାସ୍ତା ବାମପାର୍ଶ୍ଵରେ ଥିବା ଜାଗାକୁ ନେଇ ଦୀର୍ଘ ବର୍ଷ ହେବ ବିବାଦ ଲାଗି ରହିଥିଲା । ଉକ୍ତ ଜାଗାକୁ ନେଇ ରାଉଳସାହିର ପଣ୍ଡା ପରିବାର ଓ ରାଉଳ ପରିବାର ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ
Read More...

ଚାଷୀ ଝିଅ + ୨ ପରୀକ୍ଷାରେ ବ୍ଲକ ଟପ୍ପର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ କୁଜିଢେପା ଗ୍ରାମର ସୁକାନ୍ତ ଜେନାଙ୍କ ଝିଅ ଜ୍ୟୋତି ଜେନା ଚଳିତ ବର୍ଷ +୨ ପରୀକ୍ଷାରେ ଉତୀର୍ଣ୍ଣ ହୋଇ ୬୦୦ରୁ ୫୧୩ ମାର୍କ ରଖି ବ୍ଲକ ଟପ୍ପର ହୋଇଛନ୍ତି । ସେ ଖଣ୍ଡଦେଉଳୀ ସହିଦ ଭଗତ ସିଂ କଲେଜ ଛାତ୍ରୀ ଅଟନ୍ତି । ବିଭିନ୍ନ ସମୟରେ ସ୍କୁଲରେ
Read More...

ମାଟିତଳୁ ଅଷ୍ଟଧାତୁ ଲକ୍ଷ୍ମୀନୃସିଂହଙ୍କ ପ୍ରତିମୂର୍ତ୍ତି ଉଦ୍ଧାର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ରବୀନ୍ଦ୍ର ପଟ୍ଟନାୟକଙ୍କ ଘରର ମାଟି ତଳୁ ଶନିବାର ଅଷ୍ଟଧାତୁରେ ନିର୍ମିତ ଲକ୍ଷ୍ମୀ ନୃସିଂହଙ୍କ ପ୍ରତିମୂର୍ତ୍ତି ଉଦ୍ଧାର ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ରବୀନ୍ଦ୍ରଙ୍କ ଭାଇ
Read More...

ମୁକ୍ତା ଯୋଜନାରେ ଗଞ୍ଜାମ ଏନ୍‌ଏସିରେ ଖର୍ଚ୍ଚ ହେବ ୧ କୋଟି ୯୦ ଲକ୍ଷ : ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସିରେ ମୁକ୍ତା ଯୋଜନାରେ ୧ କୋଟି ୯୦ ଲକ୍ଷ ଟଙ୍କା ବିନିମୟରେ ସହରର ୧୨ଟି ୱାର୍ଡର ଉନ୍ନତିକରଣ ହେବ । ଏନେଇ ମୁଖ୍ୟମନ୍ତ୍ରୀ ଭିଡିଓ କଂଫେରେନ୍ସ ମାଧ୍ୟମରେ ଅନୁମୋଦନ କରିଛନ୍ତି । ମୁକ୍ତା ଯୋଜନା ମାଧ୍ୟମରେ ରାସ୍ତା ଘାଟ ନିର୍ମାଣ, ଚଲାପଥ,
Read More...

ଋଷିକୁଲ୍ୟା ନଦୀକୁ ଚିରସ୍ରୋତା କରିବା ପାଇଁ ଅଭିଯାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ଗ୍ରାମଠାରେ ଋଷିକୁଲ୍ୟା ନଦୀକୁ ସୁରକ୍ଷା ଦେବା ସଙ୍ଗେ ସଙ୍ଗେ ଋଷିକୁଲ୍ୟା ନଦୀକୁ ଚିରସ୍ରୋତା କରିବା ଅଭିଯାନରେ ସାମିଲ ହେବା ପାଇଁ ଆୟୋଜିତ ସଭାରେ ଅଞ୍ଚଳବାସୀଙ୍କୁ ସଚେତନ କରାଯାଇଥିଲା । ଋଷିକୁଲ୍ୟା ନଦୀ ହେଉଛି ଗଞ୍ଜାମର
Read More...

ବାଲିସାହି ପୋଖରୀ ପୁନଃ ଉଦ୍ଧାର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : କଥା ଦେଇ କଥା ରଖିଲେ ପ୍ରଶାସନିକ ଅଧିକାରୀ । ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ ୭ ବାଲିସାହିରେ ଥିବା ପୋଖରୀ ଦୀର୍ଘ ବର୍ଷ ହେବ ପଙ୍କ ଉଦ୍ଧାର ହୋଇ ନଥିବାରୁ ଖରାଦିନେ ପାଣି ଶୁଖି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥଲେ ଅଞ୍ଚଳବାସୀ । ଉକ୍ତ
Read More...

ପୁଣି ଲୋକଙ୍କୁ ସାମାଜିକ ବାସନ୍ଦ କରାଯାଇଥିବା ନେଇ ଥାନରେ ଅଭିଯୋଗ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକରେ ଏବେ ବି କାଙ୍ଗାରୁ କୋର୍ଟ କରାଯାଇ ସାଧାରଣ ଲୋକଙ୍କୁ ସାମାଜିକ ବାସନ୍ଦ କରାଯାଇ ମାନସିକ ଯନ୍ତ୍ରଣା ଦିଆଯାଉଥିବା ଅଭିଯୋଗ ହୋଇଆସୁଛି । କିଛି ଦିନ ତଳେ ସନ୍ତୋଷପୁର ଗ୍ରାମରେ ନିଜ ବଂଶର ଏକ ଦଶାହ କାର୍ଯ୍ୟରେ ଜୈନେକ ମହିଳା ଯୋଗଦେବାକୁ
Read More...

ଗଞ୍ଜାମ ସାଂସ୍କୃତିକ ମଞ୍ଚ ପକ୍ଷରୁ ଶୋକସଭା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିୟମ ପରିସରରେ ଗଞ୍ଜାମ ସାଂସୃତିକ ମଞ୍ଚ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବାହାନଗାରେ ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଅନୁଷ୍ଠାନର ଉପଦେଷ୍ଟା ଉମାକାନ୍ତ
Read More...

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଅଲେଖ ମାଳି ଗଞ୍ଜାମ ମହାବିଦ୍ୟାଳୟର ଟପ୍ପର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ମହାବିଦ୍ୟାଳୟର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳାଫଳରେ ୬୦୦ରୁ ୫୦୬ ମାର୍କ ରଖି ଅଖିଳ ମାଳି କଲେଜ ଟପ୍ପର ହୋଇଛନ୍ତି । ଏହି ସଫଳତା ପାଇଁ ନିଜ ବାପା ମା' ଓ ଗଞ୍ଜାମ ସହରରେ ରହିଥିବା ଅଗ୍ରଣୀ କୋଚିଂ ସେଣ୍ଟର୍‌ ଏସ୍‌ଏମ୍‌ ଟ୍ୟୁଟୋରିଆଲର
Read More...