Browsing Tag

ganjam news

ଜୁଇରେ ଜଳିଲା ନବବଧୂ : ଯୌତୁକ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ଝିଅର ବାପା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ହୁମ୍ମା ଫାଣ୍ଡି ଅନ୍ତର୍ଗତ ପୋଡ଼ଗଡ଼ ଗ୍ରାମରେ ମାତ୍ର ତିନିମାସ ତଳେ ବିବାହ କରିଥିବା ଜଣେ ନବବଧୂ ବିଷ ପିଇ ଆତ୍ମହତ୍ୟା କରିଥିବା ନେଇ ଶାଶୁ ଘର ଲୋକେ କହୁଥିବା ବେଳେ ଯୌତୁକ ନିର୍ଯ୍ୟାତନା ଦେଇ ତାଙ୍କୁ ଶାଶୂଘର ଲୋକେ ମାରି ଦେଇଛନ୍ତି ବୋଲି
Read More...

ଗଞ୍ଜାମ ଏନ୍‌ଏସି ଇଓ ଅଭିନାଶ ମିଶ୍ରଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗୃହ ନଗର ଉନ୍ନୟନ ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ଚିଠି ନଂ୧୫୦୩୩ ତା ୨୮/୭/ରେ ଗଞ୍ଜାମ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ରଙ୍କୁ ସ୍ୱତନ୍ତ୍ର ଯୋଜନା ଅଧିକାରୀ (ଏସ୍‌ପିଏ) ଅତିରିକ୍ତ ଦାୟିତ୍ୱ ମିଳିଛି । ସରକାର ଯେଉଁ ଦାୟିତ୍ୱ ଦେବେ
Read More...

ଓପିଏସସି ପରୀକ୍ଷାରେ ସୁରଜଙ୍କ କୃତିତ୍ୱ : ଛତ୍ରପୁର ବିଧାୟକଙ୍କ ପକ୍ଷରୁ ସମ୍ବର୍ଦ୍ଧନା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଝାରେଡିରାଧାଗୋବିନ୍ଦପୁର ଗ୍ରାମର ସୁରଜ ନାୟକ ୧୫୨ ରେଙ୍କ ରଖି ଓପିଏସସି ପରୀକ୍ଷାରେ କୃତିତ୍ୱ ହାସଲ କରିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି । ଏହି ସଫଳତା ଗଞ୍ଜାମ ବ୍ଲକ ଏବଂ ସ୍ଥାନୀୟ ଅଞ୍ଚଳ ପାଇଁ
Read More...

ଦୁଇ ଦଫା ଦାବୀ ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ବିଡ଼ିଓଙ୍କୁ ସ୍ମାରକ ପତ୍ର ପ୍ରଦାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇରୁ ଯୁକ୍ତ ତିନିକୁ ଉନ୍ନୀତ ଓ ଦରମା ହାର ଲେବଲ ୫ର ୨୧,୭୦୦ ରୁ ଲେବଲ ୯ର ୩୫,୪୦୦କୁ ବୃଦ୍ଧି ଏବଂ ଦଶବର୍ଷ ପୂରଣ କରିଥିବା ନିର୍ବାହୀ ଅଧିକାରୀଙ୍କୁ ସ୍ୱତନ୍ତ୍ର ପଦବୀରେ ଅବସ୍ଥାପିତ କରିବା ଦୁଇଦଫା ଦାବୀ ସମ୍ବଳିତ ଏକ
Read More...

ଅର୍କିଟ ଫୁଲ ଚାଷ ବୁଲି ଦେଖିଲେ ଜିଲ୍ଲା ପ୍ରକଳ୍ପ ଅଧିକାରୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରଥମ ଥର ପାଇଁ ଅର୍କିଟ ଚାଷ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି । ଏକ ଏକର ଜଗାରେ ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ଚାଷ କରିବାକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏନେଇ ମଙ୍ଗଳବାର ଜିଲ୍ଲା
Read More...

ଗଞ୍ଜାମରେ ଶ୍ରୀ ଶ୍ରୀ ବଡ଼ ମା’ଙ୍କ ଜନ୍ମ ମହୋତ୍ସବ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସତସଙ୍ଗ ବିହାର ପରିସରରେ ସୋମବାର ଦିନ ଶ୍ରୀ ଶ୍ରୀ ବଡ଼ ମାଙ୍କ ୧୩୦ତମ ଜନ୍ମ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସତସଙ୍ଗ ଅନୁଷ୍ଠିତ ହୋଇଥିଲା । ଭଜନ, କୀର୍ତନ ସହ ଶ୍ରୀ ଶ୍ରୀ ଠାକୁରଙ୍କ ଓ ଶ୍ରୀ ବଡ଼ମାଙ୍କ ଭାବଧାର ଉପରେ
Read More...

ଦୁର୍ଘଟଣାଗ୍ରସ୍ତ ହେଲା ତିର୍ଥଯାତ୍ରୀ ବସ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ଗ୍ରାମ ସ୍ଥିତ ଷୋହଳ ନମ୍ବର ଜାତୀୟ ରାଜପଥଠାରେ ତିର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାତ୍ରୀବାହୀ ବସଟି ଭାରସ୍ୟାମ ହରାଇ ରାସ୍ତା ପାର୍ଶ୍ଵରେ ଥିବା ଏକ ସଂକେତ ଖୁଣ୍ଟରେ ପିଟି ହୋଇ ଯାଇଥିଲା । ସୌଭାଗ୍ୟ ବଶତଃ
Read More...

ଗଞ୍ଜାମ ବ୍ଲକରେ ଭିନ୍ନକ୍ଷମଙ୍କୁ ଉପକରଣ ବାଣ୍ଟିଲେ ସାଂସଦ ଓ ବିଧାୟକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ବୈଠକ କାର୍ଯ୍ୟାଳୟଠାରେ ଭାରତ ସରକାରଙ୍କ ସାମାଜିକ ସଶକ୍ତିକରଣ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗ ଏବଂ ବ୍ଲକ ପ୍ରଶାସନର ସହାୟତାରେ ଭିନ୍ନକ୍ଷମମାନଙ୍କୁ ବିଭିନ୍ନ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି ।
Read More...

ଶୋଚନୀୟ ଅବସ୍ଥାରେ ୨ ନମ୍ବର ୱାର୍ଡର ରାସ୍ତାଘାଟ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସି ୨ ନମ୍ବର ୱାର୍ଡର ମୁଖ୍ୟ ରାସ୍ତା ଟିକିଏ ବର୍ଷାରେ ପାଲଟୁଛି ପୋଖରୀ । ସେହିରାସ୍ତା ଦେଇ ସାହିବାସିନ୍ଦା, ସ୍କୁଲ କଲେଜର ଛାତ୍ରଛାତ୍ରୀ ଯାତାୟାତ କରୁଥିବା ବେଳେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସହରାଞ୍ଚଳରେ ସରକାରଙ୍କ ପାଖରୁ
Read More...

କାଳୀ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଟଙ୍କା ଚୋରି ଅଭିଯୋଗ

ଗଞ୍ଜାମ : ଗଞ୍ଜାମ ଥାନା କଲେଜ ରୋଡ଼ରେ ଥିବା କାଳୀ ମନ୍ଦିରରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଗତକାଲି ରାତିରେ ତାଲା ଭାଙ୍ଗି ଦୁର୍ବୃତ୍ତମାନେ ହୁଣ୍ଡିରୁ ଚୋରି କରିଥିବା ଅଭିଯୋଗ ହୋଇଛି । ଏହା ସହ ମନ୍ଦିର ଷ୍ଟୋରରେ ପଶି ଏକ ଟ୍ରଙ୍କ ଚୋରି କରି ନେଇଛନ୍ତି । ଏଥିରେ କିଛି ସୁନା ଓ ରୁପା
Read More...