Browsing Tag

ganjam news

ଅଲିଭ୍‌ ରିଡ୍‌ଲେଙ୍କ ମିଳନ ପ୍ରକ୍ରିୟା ଆରମ୍ଭ ଋଷୁକୂଲ୍ୟା ମୁହାଁଣରେ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ନିକଟରେ ବହିଯାଇଥିବା ପୁଣ୍ୟାତୟ ଋଷିକୁଲ୍ୟା ଓ ବଙ୍ଗପ ସାଗର ମିଳନ ବା ଋଷୁକୂଲ୍ୟା ମୁହାଁଣରେ ବିରଳ ପ୍ରଜାତି ସାମୁଦ୍ରିକ କଇଁଚ ଅଲିଭ୍‌ ରିଡ୍‌ଲେଙ୍କ ମିଳନ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି । ସମୁଦ୍ରରର ନୀଳ ଜଳ ରାଶି ମଧ୍ୟରେ ଯୋଡି
Read More...

ଉଦ୍‌ଘାଟିତ ହେଲା ମିଶନ ଶକ୍ତି ମହିଳାଙ୍କ କମ୍ପ୍ୟୁଟର ପ୍ରଶିକ୍ଷଣ ଶିବିର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସାନ ବଜାର ରିଷ୍ଟ କମ୍ପ୍ୟୁଟର ସେଣ୍ଟରରେ ମିଶନ ଶକ୍ତି ମହିଳାଙ୍କ ନିମନ୍ତେ କମ୍ପ୍ୟୁଟର ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି । ଏହି ଗଞ୍ଜାମ ବ୍ଲକସ୍ତରୀୟ ୨୦ ଦିନିଆ ପ୍ରଶିକ୍ଷଣ ଶିବିରକୁ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦ ସଭ୍ୟ ସନାତନ
Read More...

ଯୁବ ଓଡିଶା, ନବୀନ ଓଡିଶା ଯୁବ ବିକାଶ କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଳକ୍ ଅନ୍ତର୍ଗତ ଖଣ୍ଡିଦେଉଳି ଗ୍ରାମରେ ଅବସ୍ତିତ ସହିଦ ଭଗତସିଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ଵାରା ପରିଚାଳିତ “ଯୁବ ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ମାଧ୍ୟମରେ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ପ୍ରାଧ୍ୟ୍ୟାପକ
Read More...

ଗଞ୍ଜାମ କଳା ସାଂସ୍କୃତିକ ମଞ୍ଚ ପକ୍ଷରୁ ବହି ପୂଜନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର କଳା ଓ କଳାକାର ସହର । ଗଞ୍ଜାମ ସହରର କଳାକାର ସଂଘଟିତ ଅନୁଷ୍ଠାନ କଳା ସାଂସ୍କୃତିକ ମଞ୍ଚର ତୃତୀୟ ଅବଦାନ ଦୁଇ ଗୋଟି ନାଟକ ଗଞ୍ଜାମ ସହାରକୁ ଭେଟି ଦେବାକୁ ଯାଉଅଛି । ରବିବାର ଦିନ ମା ଦୁର୍ଗାଦେବୀ ମନ୍ଦିରରେ ବହି ପୂଜନ କାର୍ଯ୍ୟକ୍ରମ
Read More...

ବିଭିନ୍ନ ଉନ୍ନୟନ ପ୍ରକଳ୍ପକୁ ଶୁଭ ଉଦ୍‌ଘାଟନ କଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲା ଚିକିଟି ଏନଏସିର ଚାରୋଟି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ହୋଇଯାଇଥିବା ଖବର ମଳିଛି । ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓ ଉଦ୍‌ଘାଟନ କରିଥିଲେ ।
Read More...

ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଇରାଶି ପଞ୍ଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ସ୍ୱେଚ୍ଛାସେବୀ ଡି.ବିଷ୍ଣୁପ୍ରିୟାଙ୍କ ତତ୍ୱାବାଧାନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ହୋଇଥିଲା ।
Read More...

ଗଞ୍ଜାମ କଳା ସାଂସ୍କୃତିକ ମଞ୍ଚ ପକ୍ଷରୁ ତୃତୀୟ ଅବଦାନ ପାଇଁ ପ୍ରାକ୍‌ ପ୍ରସ୍ତୁତି ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଓ ଆଖ ପାଖ ଅଞ୍ଚଳରେ କଳାକାରମାନଙ୍କୁ କଳାର ବିକାଶ ଓ କଳାର ସମ୍ମାନ ନଜର ରଖି ଗଞ୍ଜାମ କଳା ସାଂସ୍କୃତିକ ପକ୍ଷରୁ ଆଗାମୀଜାନୁୟାରୀ ୨୬ରେ ପରିବେଷଣ ହେବାକୁ ଯାଉଥିବା ସାମାଜିକ ନାଟକକୁ ନେଇ ଏକ ପ୍ରାକ୍‌ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
Read More...

ଗଞ୍ଜାମ ବିଇଓ ଭାଗୀରଥି ବେହେରା ପାଇଲେ ଜାତୀୟ ସମ୍ମାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅଧିନସ୍ଥ ଗଞ୍ଜାମ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାଗିରଥି ବେହେରାଙ୍କୁ ଡ଼ା. ଆମ୍ବେଦକର ଆନ୍ତର୍ଜାତୀୟ କେନ୍ଦ୍ର, ଜନପଥ ନୂଆଦିଲ୍ଲୀରେ ଭାରତ ସରକାର ଶିକ୍ଷା ମନ୍ତ୍ରାଳୟ ତରଫରୁ ଆୟୋଜିତ ଦକ୍ଷ ଶିକ୍ଷା ପ୍ରଶାସନ ଓ ନୂତନ ଅଭିନବ ପ୍ରୟାସ
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଛତ୍ରପୁରସ୍ଥ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ କୋଣ
Read More...

ଗଞ୍ଜାମରେ ମା ଦକ୍ଷିଣକାଳୀ ନୂତନ ମନ୍ଦିର ପ୍ରତିଷ୍ଟା ଓ ବିଗ୍ରହ ସ୍ଥାପନ ନେଇ ପ୍ରାକ ପ୍ରସ୍ତୁତି ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ଅନ୍ତର୍ଗତ କଲେଜ ନିକଟସ୍ଥତ ବିରାଜମାନ ମା ଦକ୍ଷିଣକାଳୀ ଭବ୍ୟ ମନ୍ଦିର ପ୍ରତିଷ୍ଠା ଓ ମାଙ୍କ ବିଗ୍ରହ ସ୍ଥାପନ ନେଇ ମନ୍ଦିର ପରିସରରେ ମଧ୍ୟରେ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ସର୍ବସମ୍ମତି କର୍ମେ ଫେବ୍ୟୃାରୀ ୧୮ ରୁ ୨୨ ତାରିଖ
Read More...