ଗଞ୍ଜାମ ବ୍ଲକର ସଭାଗୃହରେ ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତି ବୈଠକ
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକର ସଭାଗୃହରେ ସମ୍ଭାବ୍ୟ ବାତ୍ୟା ସାମ୍ନା କିପରି କରିବା ତା'ନେଇ ଏକ ପାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କାମଧେନୁ ସେବା ସମିତି ସମ୍ପାଦକ ଟୁନା ମହାରଣା ବାତ୍ୟା ସମୟରେ କିଭଳି ସଫଳ ମୁକାବିଲା କରିବା ତାହା ସୂଚନା ଦେଇଥିଲେ!-->…
Read More...
Read More...