Browsing Tag

ganjam news

ଗଞ୍ଜାମ ବ୍ଲକରେ ନୂତନ ହିତାଧିକାରୀଙ୍କୁ ୩ ମାସର ଭତ୍ତା ବଣ୍ଟନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ସଭା ଗୃହରେ ଶନିବାର ନୂତନ ହିତାଧିକାରୀଙ୍କୁ ଏକାଥରେ ୩ ମାସର ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଏହାର ଶୁଭାରମ୍ଭ କରିବା ସହ କୌଣସି ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବାଦ ପଡିବେ
Read More...

ସିପିଆଇଏମ୍‌ର ଖୋଲା ଅଧିବେଶନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ପୁରୁଣା ପେଟ୍ରୋଲ ପମ୍ପ ପଡିଆରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିଭାରତର କମ୍ୟୁନିଷ୍ଟ ପାର୍ଟି (ମାକ୍ସବାଦୀ )ଷୋଡଶ ଗଞ୍ଜାମ ଜିଲ୍ଲା ସମ୍ମିଳନୀ ଅବସରରେ ଖୋଲା ଅଧିବେଶନ ଶନିବାର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପୂର୍ବତନ ସରପଞ୍ଚ ତଥା
Read More...

ମା’ ରାମଚଣ୍ଡୀ ପୀଠରେ ସ୍ୱଚ୍ଛ ଭାରତ ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତକରପଡ଼ା ପଞ୍ଚାୟତ ନିଳାଦ୍ରୀପୁର ଗ୍ରାମ ନିକଟରେ ଥିବା ମା' ରାମଚଣ୍ଡୀ ଶକ୍ତିପୀଠରେ ଶୀତ ଋତୁରେ ହଜାର ହଜାର ଶ୍ରଦ୍ଧାଳୁଙ୍କର ଆଗମନକୁ ନଜରରେ ରଖି ସ୍ଵଚ୍ଛ ଭାରତ ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂଜା
Read More...

ପବିତ୍ର କାର୍ତ୍ତିକ ମାସ ପୂର୍ଣ୍ଣମୀରେ ବଟେଶ୍ୱର ପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ କଣ୍ଟିଆ ଗଡ଼ ନିକଟରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ପ୍ରାୟ ୪୦ ହଜାରରୁ ଅଧିକ ଭକ୍ତଙ୍କ ଭିଡ଼ ହୋଇଥିବା ସୂଚନା ମିଳିଛି । ଏହି ଅବସରରେ ଚାରିପ୍ରହର ନାମଯଜ୍ଞ
Read More...

ଗଞ୍ଜାମ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଘାଟିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଶିଶୁ ବିଦ୍ୟା ମନ୍ଦିରର ପରିଚାଳନା କମିଟିର ସଭାପତି ବିନୋଦ ଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଗ୍ରାସୀମ ଇଣ୍ଡୋଷ୍ଟିଜର
Read More...

ବଜରଙ୍ଗ ଦଳର ମୁଖ୍ୟ ଦାୟିତ୍ୱରେ ଗୋମାତା ସେବକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ଓଡ଼ିଆ ଢାମଣା ସାହି ସ୍ଥିତ ରାମ ଲିଙ୍ଗେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ଜିଲ୍ଲା ବଜରଙ୍ଗ ଦଳର ସଂଯୋଜକ ଅଜୟ ବେହେରାଙ୍କ ସଭାପତିତ୍ୱରେ ଏକ ବୈଠକ ଆୟୋଜିତ ହୋଇଥିଲା । ଏହି ବୈଠକରେ କେ.ଏଲେୟା ରେଡ୍ଡୀ ଓ ପ୍ରଭାତ ସାହୁଙ୍କୁ ଗଞ୍ଜାମ ବ୍ଲକର
Read More...

ଗଞ୍ଜାମ ପାଇଁ ଗୌରବ ଆଣିଲେ କରପଡା ପଞ୍ଚାୟତର ସର୍ଚ୍ଚ ଓ ରେସକ୍ୱ୍ୟୁ ଟିମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ତୃତୀୟ ସ୍ଥାନ ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଠାରୁ ପୁରସ୍କୃତ ହେଲେ ଗଞ୍ଜାମ ବ୍ଲକର କରପଡା ଗ୍ରାମର ସର୍ଚ୍ଚ ଓ ରେସକ୍ୱ୍ୟୁ ଟିମ । ଏହି ପ୍ରତିଯୋଗିତା ପାଇ କରପଡା ଗ୍ରାମର ସମାଜସେବୀ ରାମ ଚନ୍ଦ୍ର ନାୟକ
Read More...

ଗଞ୍ଜାମ ସହରରେ ‘ମେଗା ସ୍ୱାସ୍ଥ୍ୟ ଶିବିର’ ଅନୁଷ୍ଠିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟା ପୀଠ ପରିସରରେ 'ଭରସା' ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ଇକୋ ୱାରିୟର ମିଳିତ ଆନୁକୂଲ୍ୟରେ ଏବଂ ଶୀତଳାପଲ୍ଲୀ ସମ୍‌ ହସ୍ପିଟାଲ ସହାୟତାରେ ଏକ 'ମେଗା ସ୍ୱାସ୍ଥ୍ୟ ଶିବିର' ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୯ଟି ବିଭାଗର
Read More...

ପ୍ରଶାନ୍ତ କୁମାର ନାୟକଙ୍କୁ ଡ଼କ୍ଟରେଟ ଉପାଧି

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଆଇନଜୀବୀ ପ୍ରଶାନ୍ତ କୁମାର ନାୟକଙ୍କୁ ସମାଜସେବା କ୍ଷେତ୍ରରେ ଡ଼କ୍ଟରେଟ ଉପାଧି ମିଳିଥିବା ଜଣାପଡ଼ିଛି । ଯାହାକୁନେଇ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ସେ ଗଞ୍ଜାମ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୟରେ ଛାତ୍ର
Read More...

ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ତମାଖୁ ସଚେତନତା କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକର ପୋଇରାଶି ପଞ୍ଚାୟତ ତାରିଣୀପଲ୍ଲୀ ଗ୍ରାମରେ ଯୁବ ଗୋଷ୍ଠୀଙ୍କୁ ନେଇ ତମାଖୁ ସଚେତନତା କାର୍ଯ୍ୟକ୍ରମ ଅଞ୍ଚଳର ଅଗ୍ରଣୀ ଯୁବ ସ୍ଵେଚ୍ଛାସେବୀ ସଂଗଠନ ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ଆୟୋଜନ କରାଯାଇଥିଲା । ତମାଖୁ ଜନିତ ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ
Read More...