Browsing Tag

gaisilet news

ଭୁତିବାହାଲ ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି ଜମି ରହୁଥିବା ଅଭିଯୋଗ

ଗାଇସିଲାଟ, (ପୁସ୍ତମ୍ ଯୁଆଡି) : ଗାଇସିଲାଟ ବ୍ଲକ ରାଇସଲପଦର ପଞ୍ଚାୟତ ଅନ୍ତର୍ଗତ ଭୁତିବାହାଲ ଗ୍ରାମର ଶେଷ ମୁଣ୍ଡରେ ବର୍ଷାଦିନେ ଆଣ୍ଠୁଏ ପାଣି ଜମି ରହୁଥିବା ଅଭିଯୋଗ । ଅଭିଯୋଗ ଅନୁସାରେ ଠିକାଦାର ରାସ୍ତା କାମ କରିବା ସମୟରେ ଜଳ ନିଷ୍କାସନର ସୁବନ୍ଦୋବସ୍ତ କରି ନଥିବାରୁ ବର୍ଷା ପାଣି ସେଇଠି
Read More...

ଆଜି ଘାଏ ଦେଖତ ଗାଇସିଲାଟ କଲାପଟା ତରଫରୁ କବିତା ଆସର ଅନୁଷ୍ଠିତ

ଗାଇସିଲାଟ, (ପୁସ୍ତମ୍ ଯୁଆଡି ) : ଆଜି ଘାଏ ଦେଖତ ଗାଇସିଲାଟ କଲାପଟା ତରଫରୁ ଗାଇସିଲାଟ ବ୍ଲକର କବି ଓ ସାହିତ୍ୟିକମାନଙ୍କୁ ନେଇ ଅନଲାଇନ ମାଧ୍ୟମରେ ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଛି । କୋଶଲ ଭାରତୀ ସାହିତ୍ୟ ଆର୍ ସାଂସ୍କୃତିକ ଅନୁଷ୍ଠାନ, ଗାଇସିଲାଟ ଦ୍ଵାରା ପରିଚାଳିତ ହୋଇଥିବା ଏହି
Read More...

ଗୁରୁ ସତ୍ୟନାରାୟଣ ବହିଦାର ଓ କବି ଶ୍ରୀଧର ପ୍ରଧାନଙ୍କ ଜୟନ୍ତୀ ପାଳିତ

ଗାଇସିଲାଟ, (ପୁସ୍ତମ୍ ଯୁଆଡି ) : କବି ଦିଲ୍ଲୀପ କୁମାର ସରାପଙ୍କର ଆବାହନରେ କୋଶଲ ଭାରତୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଗାଇସିଲାଟ ତରଫରୁ ଗୁଗୁଲ ମିଟ୍ ମାଧ୍ୟମରେ ଗୁରୁ ସତ୍ୟନାରାୟଣ ବହିଦାର ଓ କବି ଶ୍ରୀଧର ପ୍ରଧାନଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ପ୍ରଥମ
Read More...

ଲୋକଙ୍କର ଆନ୍ତରିକତା ହିଁ ସଂସ୍କୃତିକୁ ବଞ୍ଚାଇ ପାରିବ

ଗାଇସିଲାଟ, (ପୁସ୍ତମ୍ ଯୁଆଡ଼ି ) : କୋଶଲ ଭାରତୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ, ଗାଇସିଲାଟ ପକ୍ଷରୁ ଗୁଗୁଲ ମିଟ୍ ମାଧ୍ୟମରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । କବି ଦିଲ୍ଲୀପ କୁମାର ସରାପଙ୍କର ଆବାହନରେ ମୁଖ୍ୟ ଅତିଥି ତଥା ବକ୍ତା ଭାବେ ଯୋଗଦେଇଥିଲେ ବିଶିଷ୍ଟ ଲୋକ ସଂସ୍କୃତି
Read More...

କୋଶଲ ଭାରତୀ ପକ୍ଷରୁ କୋଶଲି କବିତା ଆସର୍ ଆୟୋଜିତ

ଗାଇସିଲାଟ, (ପୁସ୍ତମ୍ ଯୁଆଡି) : ବରଗଡ଼ ଜିଲ୍ଲା ଗାଇସିଲାଟ ବ୍ଲକର କୋଶଲ ଭାରତୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଗୁଗୁଲ ମିଟ୍ ମାଧ୍ୟମରେ ଏକ ଅନ୍‌ଲାଇନ୍‌ କବିତା ଆସର୍ ଆୟୋଜିତ ହୋଇଯାଇଛି । କବି ଦିଲ୍ଲୀପ କୁମାର ସରାପଙ୍କର ସଭାପତିତ୍ୱରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ମୁଖ୍ୟ
Read More...

ଅନଲାଇନ କୋଶଲି କବିତା ଆସର୍ ଆୟୋଜିତ

ଗାଇସିଲାଟ, (ପୁସ୍ତମ୍ ଯୁଆଡ଼ି) : ବରଗଡ଼ ଜିଲ୍ଲା ଗାଇସିଲାଟ ବ୍ଲକର କୋଶଲ ଭାରତୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଗୁଗୁଲ ମିଟ୍ ମାଧ୍ୟମରେ ଏକ ଅନଲାଇନ କବିତା ଆସର୍ ଆୟୋଜିତ ହୋଇଯାଇଛି । ପ୍ରଧ୍ୟାପକ ଲଷ୍ମୀନାରାୟଣ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିବା ଏହି
Read More...

କୋଶଲ ଭାରତୀର ସଂଧ୍ୟାକାଳୀନ ଅନଲାଇନ କୋଶଲି କବିତା ଆସର୍ ଆୟୋଜିତ

ଗାଇସିଲାଟ, (ପୁସ୍ତମ୍ ଯୁଆଡି ) : କୋଶଲ ଭାରତୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଗାଇସିଲାଟ ତରଫରୁ ଗୁଗୁଲ ମିଟ୍ ମାଧ୍ୟମରେ ଏକ ଅନଲାଇନ କୋଶଲି କବିତା ଆସର୍ ଆୟୋଜିତ ହୋଇଯାଇଛି । କବି ଦିଲ୍ଲୀପ କୁମାର ସରାପଙ୍କର ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି କବିତା ଆସରକୁ ସଂଯୋଜନା କରିଥିଲେ
Read More...

ବିଶିଷ୍ଟ ସାହିତ୍ୟିକ ଅମୃତଲାଲ୍ ସାହୁଙ୍କର ୭୨ତମ ଜନ୍ମଦିବସ ପାଳିତ

ଗାଇସିଲାଟ, (ପୁସ୍ତମ୍ ଯୁଆଡି) : ଉଭୟ କୋଶଲି-ସମ୍ବଲପୁରୀ ଓ ଓଡ଼ିଆ ଭାଷାରେ ସାହିତ୍ୟର ବିଭିନ୍ନ ବିଭାଗର କଲମ ଚଳେଇଥିବା ବିଶିଷ୍ଟ ସାହିତ୍ୟିକ ଅମୃତଲାଲ ସାହୁଙ୍କର ଜନ୍ମ ଦିନ ଅନଲାଇନ ମାଧ୍ୟମରେ ପାଳିତ ହୋଇଯାଇଛି । କୋଶଲ ଭାରତୀ ସାଂସ୍କୃତିକ ଅନୁଷ୍ଠାନ, ଗାଇସିଲାଟ ଦ୍ୱାରା ଆୟୋଜିତ ଫେସବୁକ
Read More...

କୋଶଲ ଭଞ୍ଜ କବି ରସିକ ବେହେରାଙ୍କ ତିନୋଟି କାବ୍ୟ ଉନ୍ମୋଚିତ

ଗାଇସିଲାଟ : (ପୁସ୍ତମ ଯୁଆଡି) : କୋଶଲ ଭଞ୍ଜ କବି ରସିକ ବେହେରାଙ୍କ କୋଶଲି/ସମ୍ବଲପୁରୀ କାବ୍ୟ ଧରସା ଜୀବନର ସର୍‌ସା ଏବଂ ଓଡ଼ିଆ କାବ୍ୟ 'ପ୍ରାଚୀନ ପ୍ରାଚୀ ରୂପା ରାସଯାତ୍ରା' ଓ 'ଜନମ ଭୂଇଁ' କବିଙ୍କ ଗ୍ରାମ ନୂଆପାଲିଠାରେ ଉନ୍ମୋଚିତ ହୋଇଯାଇଛି । ଗଙ୍ଗାଧର ସାହିତ୍ୟ ସଂସଦ ଗାଇସିଲାଟର
Read More...

ଭରସୁଜାକୁ ହରାଇ ଉମରାଡ଼ ଚମ୍ପିୟାନ

ଗାଇସିଲାଟ, (ପୁସ୍ତମ ଯୁଆଡି ) : ଗାଇସିଲାଟ ବ୍ଲକ ଅନ୍ତର୍ଗତ ଭୁତିବାହାଲ ସ୍ଥାନୀୟ ଆଗଲପୁରିଏନ କ୍ରିକେଟ ଗ୍ରାଉଣ୍ଡରେ ଭେଟେରିଆନ କ୍ରିକେଟ ଏସୋସିଏସନ ଭୁତିବାହାଲ ଦ୍ୱାରା ଆୟୋୟିତ ଏକ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଂଟରେ ଭରସୁଜାକୁ ହରାଇ ଉମରାଡ଼ ଦଳ ଚମ୍ପିୟାନ ହୋଇଛି । ଟସ୍ ଜିତି ପ୍ରଥମେ
Read More...