Browsing Tag

duduka news

ଗରମକୁ ଦୃଷ୍ଟିରେ ରଖି ସ୍କୁଲ ସମୟ ନିର୍ଦ୍ଧାରଣ କରିବାକୁ ନିବେଦନ

ଡୁଡୁକା, (ସୁଶିଲ କୁମାର ମିଶ୍ର) : ପଶ୍ଚିମ ଓଡିଶାରେ ଏବେ ପ୍ରବଳ ଗରମ ଅନୁଭୂତ ହେଉଛି । ଏହା ଦ୍ୱାରା ବିଭିନ୍ନ ସ୍କୁଲରେ ଛାତ୍ରଛାତ୍ରୀମାନଙ୍କର ପାଠପଢାରେ ସମସ୍ୟା ଦେଖାଯାଉଛି । ଅପରପକ୍ଷରେ ସ୍କୁଲ ସମୟ ସକାଳ ୯ଟାରୁ ୧୦ଟାକୁ ବୃଦ୍ଧି କରିବାକୁ ଶିଶୁ ସୁରକ୍ଷା ମଞ୍ଚ ସରକାରଙ୍କୁ ନିବେଦନ
Read More...

ଭରସୁଜା ଛେଳିଆପାଟ ହାଇସ୍କୁଲ ଠିକ୍‌ ସମୟରେ ଖୋଲୁ ନଥିବା ଅଭିଯୋଗ

ଡୁଡୁକା, (ସୁଶିଲ କୁମାର ମିଶ୍ର) : ଆଗଲପୁର ଡୁଡୁକା ବ୍ଲକ୍‌ର ଦୁର୍ଗମ ଅଞ୍ଚଳରେ ଠିକ୍‌ ସମୟରେ ସ୍କୁଲ ଖୋଲୁ ନଥିବା ଜଣାଯାଇଛି । ସୂଚନା ଅନୁସାରେ ମଙ୍ଗଳବାର ଭରସୁଜା ଛେଳିଆପାଟ ହାଇସ୍କୁଲର ଛାତ୍ରଛାତ୍ରୀ ସକାଳ ସାଢେ ୬ଟା ପର୍ଯ୍ୟନ୍ତ ଶିକ୍ଷକଙ୍କୁ ଅନାଇ ବସିଥିବା ଅଭିଯୋଗ ହୋଇଛି । ସୀମିତ
Read More...

ପ୍ରାଣୀଙ୍କ ପାଇଁ ଜଳକୁଣ୍ଡ ନିର୍ମାଣ ଦାବୀ

ଡୁଡୁକା, (କେପିଏନ୍‌ଏସ୍‌) : ଆଗଳପୁର ଅଞ୍ଚଳରେ ବର୍ତ୍ତମାନ ଅସହ୍ୟ ଗରମ ଅନୁଭୂତ ହେଉଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଏପରିକି ପ୍ରାଣୀମାନେ ମଧ୍ୟ ପାଣି ବୁନ୍ଦିଏ ପାଇଁ ଡହଳ ବିକଳ ହେଉଛନ୍ତି । ପଶୁପକ୍ଷୀମାନେ ଆଖପାଖ ଜଳାଶୟ ଓ ପୋଖରୀ ଆଡକୁ ଧାଉଁଛନ୍ତି । ଅଧିକାଂଶ ସ୍ଥାନରେ ଜଳାଶୟ
Read More...

ଧରାପଡ଼ିଲା ସେଣ୍ଟ୍ରିଂ ପ୍ଲେଟ୍‌ ଚୋର

ଡୁଡ଼ୁକା, (ସୁଶୀଲ କୁମାର ମିଶ୍ର) : ଆଗଲପୁର ବ୍ଲକ ସାଲେଭଟା-ଆଗଲପୁର ଆର୍‌ଡ଼ି ରାସ୍ତାର ଡୁଡ଼ୁକା ଠାରେ ଲାଇନିଙ୍ଗ୍‌ ଡେ଼୍ରନ୍‌ ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ୪୦ଟି ସେଣ୍ଟ୍ରିଂ ପ୍ଲେଟ୍‌ ଗତ ୩୦ତାରିଖ ରାତିରେ ଚୋରି ହୋଇଥିଲା । ଏ ସଂପର୍କରେ ରାସ୍ତା କାମର ଠିକାଦାର ଦେବାନନ୍ଦ
Read More...