Browsing Tag

dhenkanal news

ସାପ ଖେଳାଇ ପଇସା ମାଗୁଥିବା କେଳା ଗିରଫ : ଛଅ ଫୁଟର ଅଜଗର ସାପ ଜବତ କଲା ବନ ବିଭାଗ

ଢ଼େଙ୍କାନାଳ : ଛଅ ଫୁଟ ଅଜଗର ସାପ ଜବତ କରିବା ସହ ସାପ ଖେଳାଇ ପଇସା ମାଗୁଥିବା କେଳାଙ୍କୁ ଗିରଫ କରିଛି ବନ ବିଭାଗ । ଗିରଫ ପରେ ସାପ ଖେଳ ଦେଖାଉଥିବା ରଞ୍ଜନ ପ୍ରଧାନ(୪୦)ଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଗତକାଲି ଢ଼େଙ୍କାନାଳ ସହରର ଅଳସୁଆ ହାଟ ଠାରେ କେଳା ଜଣକ ଛଅ ଫୁଟ ଲମ୍ବା ଏକ
Read More...

କରୋନା ରୋଗୀ ବୃଦ୍ଧାଙ୍କ ଆତ୍ମହତ୍ୟା

ଢେଙ୍କାନାଳ : ଆଜି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଢେଙ୍କାନାଳ କୋଭିଡ ହସ୍‌ପିଟାଲ୍‌ରେ ଜଣେ ବୃଦ୍ଧା ଆତ୍ମହତ୍ୟା କରିଥିବା ଖବରରେ କୁହାଯାଇଛି । ମୃତା ବୃଦ୍ଧା ଜଣକ ସଦର ବ୍ଲକ ବିରାଡ଼ିଆ ଗ୍ରାମର ବାସନ୍ତୀ ନାଏକ(୬୦) ବୋଲି ସୂଚନା ମିଳିଛି । କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଗତ
Read More...

ଦନ୍ତା ହାତୀ ଆକ୍ରମଣରେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ

ଢେଙ୍କାନାଳ : ମହାବିରୋଡ଼ ରେଞ୍ଜ ଅନ୍ତର୍ଗତ ଡିହଡୋଳ ଫରେଷ୍ଟ ସେକ୍ସନ ବାରିହାପୁର-ବସୋଇ ରାସ୍ତାରେ ହାତୀ ଆକ୍ରମଣରେ ଜଣେ ଅବସରପ୍ରାପ୍ତ ସ୍କୁଲ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଅବସରପ୍ରାପ୍ତ ସ୍କୁଲ ଶିକ୍ଷକ ବାରିହାପୁର ଗାଁର କାଳନ୍ଦୀ ଚରଣ ସାହୁ ସାଇକଲରେ ନିଜ
Read More...

ତିନି ବାଇକ୍ ଲୁଟେରା ଧରାପଡ଼ିଲେ ପୋଲିସ ହାତରେ

ଢେଙ୍କାନାଳ : ଲୁଟ୍‌ ବାଇକ୍‌ ସହ ତିନି ଜଣ ଲୁଟେରାଙ୍କୁ ଗିରଫ କରିଛି ପୋଲିସ । ବଡ଼ କଥା ହେଲା, ଗିରଫଙ୍କ ମଧ୍ୟରେ ୨ଜଣ ନାବାଳକ ରହିଥିବା କୁହାଯାଇଛି । ସିସିଟିଭି ଫୁଟେଜ୍‌ ଆଧାରରେ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରୁ ଗିରଫ କରିଛି ଢେଙ୍କାନାଳ ଥାନା ପୋଲିସ ବୋଲି ସୂଚନାରେ କୁହାଯାଇଛି ।
Read More...