Browsing Tag

dhenkanal news

କେନ୍ଦୁମୁଣ୍ଡା ଜଙ୍ଗଲରେ ଶିକାରୀ ଧରାପଡିଲା

ଢେଙ୍କାନାଳ : ମହାବିରୋଡ଼ ରେଞ୍ଜ ଅଧିନ ପଙ୍ଗାତିରା ପଞ୍ଚାୟତ କେନ୍ଦୁମୁଣ୍ଡା ଗ୍ରାମ୍ୟ ଜଙ୍ଗଲକୁ ଶିକାର କରିବା ଉଦ୍ଧେଶ୍ୟରେ ଯାଇଥିବା ଶିକାରୀ ବନ୍ଧୁକ ସହିତ ମହାବିରୋଡ଼ ବନବିଭାଗ ହାତରେ ଧରାପଡିଲେ ।ମହାବିରୋଡ଼ ରେଞ୍ଜ ଅଧିକାରୀ ହରମୋହନ ନାୟକଙ୍କ ନେତୃତ୍ୱରେ ବନ ବିଭାଗ ତରଫରୁ ପେଟ୍ରୋଲିଙ୍ଗ
Read More...

ମର୍ମନ୍ତୁଦ ଦୁର୍ଘଟଣା : ଜୀବନ୍ତ ଜଳିଗଲେ ଟ୍ରକ ଡ୍ରାଇଭର

ଢେଙ୍କାନାଳ : ଏକ ମର୍ମନ୍ତୁଦ ଦୁର୍ଘଟଣା ସାମ୍‌ନାକୁ ଆସିଛି । ଏକ ହାଇୱାକୁ ପଛପଟୁ ଅନ୍ୟ ଏକ ହାଇୱା ପିଟିବା ପରେ ରାସ୍ତା ଉପରେ ଜଳିଯାଇଛି ଗାଡି ଏବଂ ଗାଡି ଭିତରେ ଜୀବନ୍ତ ଜଳିଗଲେ ଡ୍ରାଇଭର । ମୃତ ଡ୍ରାଇଭର ଜଣଙ୍କ ହେଉଛନ୍ତି ଝାଡଖଣ୍ଡର ସୁନୀଲ ଯାଦବ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ଆଶ
Read More...

ଶଶୁର ଘର ଲୋକଙ୍କ ସହ ମିଶି ବାପା ମା’ଙ୍କୁ ମରଣାନ୍ତକ ଆକ୍ରମଣ : ଚାରି ଜଣ ଆହତ ମା’ ଗୁରୁତର

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ପାଣିଗେଙ୍ଗୁଟିଆ ଗ୍ରାମର ଭାଜମନ ନାୟକ ବୟସ ୫୫ ତାଙ୍କ ସ୍ତ୍ରୀ ଦୁହିତା ନାୟକ ବୟସ ୫୦ କିଛି ଦିନ ଧରି ଅଲଗା ରହୁଥିବା ବେଳେ ସାନ ପୁଅ ଅନ୍ତର୍ୟ୍ୟାମୀ ନାୟକ ପତ୍ନୀ ରୋଜାଲୀନ ନାୟକ ମଧ୍ୟରେ ଘର ଭାଗବଣ୍ଟାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା
Read More...

ଢ଼ାବା ଉପରେ ଅବକାରୀ ବିଭାଗ ଚଢ଼ାଉ : ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହ ଢ଼ାବା ମାଲିକ ଏବଂ ତାର ଭାଇ ଗିରଫ

ଢେଙ୍କାନାଳ : ଅବକାରୀ ବିଭାଗ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥ କଡରେ ଥିବା ରାଜକୁମାର ଢ଼ାବା ଉପରେ ଚଢ଼ାଉ କରିଛି । ଚଢ଼ାଉ ବେଳେ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହ ଢ଼ାବା ମାଲିକ ଏବଂ ତାଙ୍କ ଭାଇକୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ
Read More...

ଥାନାରୁ କାମ ସାରି ଘରକୁ ଫେରୁଥିବା ବେଳେ ଦନ୍ତା ହାତୀର ଆକ୍ରମଣର ଶିକାର ହୋଇ ଗୁରୁତର ପୋଲିସ କର୍ମଚାରୀ

ଢେଙ୍କାନାଳ : ଦିନକୁ ଦନି ବଢିବାରେ ଲାଗୁଛି ହାତୀ‌ଙ୍କ ଉପଦ୍ରବ । ତେବେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସାରୁଆଲି ପଂଚାୟତରେ ପୋଲିସ କର୍ମଚାରୀ ହୃଷିକେଶ ନାୟକ ଥାନାରୁ କାମ ସାରି ଘରକୁ ଫେରୁଥିଲେ । ହେଲେ ସାରୁଆଲି ପଂଚାୟତର କଦଳୀପାଳ ନିକଟରେ ଦନ୍ତା ହାତୀ ହାବୁଡରେ ପଡିଯାଇଥିଲେ ।
Read More...

ବନ୍ଧୁକ ଦେଖାଇ ଲୁଟିନଲେ ଟଙ୍କା, ମୋବାଇଲ ଓ ଏଟିଏମ

ଢ଼େଙ୍କାନାଳ : ଢେ‌ଙ୍କାନାଳ ଜି‌ଲ୍ଲା ପରଜଙ୍ଗ ଥାନା ଜରଡ଼ା ନିକଟରେ ଜଣେ ଯୁବକ ଲୁଟର ଶିକାର ହୋଇଛ‌ନ୍ତି ବୋଲି ଖବର ମଳିଛି । ଗଡ଼ପଳାଶୁଣୀ ଗ୍ରାମର ବିଶ୍ୱଜିତ ସାମଲ ନିଜର କାମସାରି କାମାକ୍ଷାନଗରରୁ ନିଜ ଗାଁ ଜଣେ ସାଙ୍ଗଙ୍କ ସହ ଫେରୁଥିବାବେଳେ ଜରଡ଼ା ଘାଟି ନିକଟରେ ଚାରି ଜଣ ଦୁର୍ବୁତ୍ତ
Read More...

ରୂପବଣିଆ ଜଙ୍ଗଲରୁ ୨ଜଣ ଶିକାରୀଙ୍କୁ ଗିରଫ କଲେ ଯୋରନ୍ଦା ସେକ୍ସନ କର୍ମଚାରୀମାନେ

ଢେଙ୍କାନାଳ : ୨ଜଣ ଶିକାରୀଙ୍କୁ ଗିରଫ କଲେ ଯୋରନ୍ଦା ସେକ୍ସନ କର୍ମଚାରୀମାନେ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଆଜି ଢେଙ୍କାନାଳ ଷଡ଼ଙ୍ଗୀ ରେଞ୍ଜ ରୂପବଣିଆ ଜଙ୍ଗଲରୁ ଯୋରନ୍ଦା ସେକ୍ସନ କର୍ମଚାରୀମାନେ ୨ଜଣ ଶିକାରୀଙ୍କୁ ଗିରଫ କରି ସେମାନ‌ଙ୍କ ଠାରୁ ୩ଟି ଦେଶୀ ବନ୍ଧୁକ, ହରିଣ ମୁଣ୍ଡ ସହ
Read More...

ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା ଉପରେ ନୂଆ କଟକଣା ଜାରି କଲା ଜିଲ୍ଲା ପ୍ରଶାସନ

ଢ଼େଙ୍କାନାଳ : ମହିମା ଗାଦୀରେ ଆସନ୍ତା ୨୫ରୁ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା ଉପରେ ନୂଆ କଟକଣା ଜାରି କଲା ଜିଲ୍ଲା ପ୍ରଶାସନ । ପୂର୍ବରୁ ଯୋରନ୍ଦା ମେଳା ସରିଥିବା ପ୍ରସ୍ତୁତି ବୈଠକର ନିଷ୍ପତ୍ତି ଉପରେ ଏବେ କଟକଣା ଜାରି କରାଯାଇଛି । ଚଳିତ ବର୍ଷ ମେଳାକୁ କେବଳ ବିଧି ଭାବେ
Read More...

ଓପିଟିସିଏଲ ପାୱାର ଗ୍ରୀଡ ସବଷ୍ଟେସନରେ ଭୟାବହ ଅ‌ଗ୍ନିକା‌ଣ୍ଡ

ଢେଙ୍କାନାଳ : ଢେଙ୍କାନାଳ ‌ସ୍ଥିତ କଣ୍ଟାବଣିଆ ଗ୍ରୀଡ଼ରେ ଆଜି ସକାଳ ପ୍ରାୟ ୭ଟା ସମୟରେ ନିଆଁ ଲାଗିଯାଇଥିଲା । ତେବେ ନିଆଁ ଲାଗିବାର କାରଣ ଜଣାପଡ଼ିନଥିଲେ ବି ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବାର ସନ୍ଦେହ କରାଯାଉଛି । ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ବାବଦରେ ଜଣାପଡ଼ିନଥିବାବେଳେ ୧୦ଟି
Read More...

ସ୍ତ୍ରୀକୁ ସନ୍ଦେହ କରି ବିଚ୍ ବଜାରରେ ନିଜ ହାତ କାଟିଦେଲା ସ୍ୱାମୀ

ଢେଙ୍କାନାଳ : ସ୍ୱାମୀ ସ୍ତ୍ରୀ‌ଙ୍କ କଳହ ଏମିତି ଏକ ମୋଡରେ ଆସି ପହ‌ଞ୍ଚିଲା ଶେଷରେ ସ୍ତ୍ରୀକୁ ସନ୍ଦେହ କରି ବିଚ୍ ବଜାରରେ ନିଜ ହାତ କାଟିଦେଲା ସ୍ୱାମୀ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଆଜି ଦିନ ୧୧ଟା ସମୟରେ ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ବସ୍ ଷ୍ଟାଣ୍ଡ ନିକଟରେ ସ୍ତ୍ରୀ ସହିତ
Read More...