Browsing Tag

dharamgarh news

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧ ମୃତ, ଡ୍ରାଇଭର୍ ଗୁରୁତର

ଧର୍ମଗଡ଼ : ଭାରସାମ୍ୟ ହରାଇ ରାସ୍ତାକଡ଼ ଗଛକୁ ପିଟିଲା ମିନିଟ୍ରକ୍ । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ତୁଳପଡ଼ା ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ହେଲପରର ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର୍ ଗୁରୁତର ହୋଇଛନ୍ତି । ସୂଚନାନୁଯାୟୀ, ଭୁବନେଶ୍ଵରରୁ ନବରଙ୍ଗପୁର ଏକ ମିନି ଟ୍ରକ୍
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧ ମୃତ

ଧର୍ମଗଡ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ବଣ୍ଟାକୁଟୁରା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକେ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ଖବର ଅନୁସାରେ, ମା' ମେଲୋଡି
Read More...

ସଡକ ଦୁର୍ଘଟଣା : ଥଣ୍ଡା ବୋଝେଇ ଟ୍ରକ ପଛପଟୁ ପିଟିଲା ଯାତ୍ରୀବାହୀ ବସ୍

ଧର୍ମଗଡ : କୋକସରା ବ୍ଲକ ୨୬ ନମ୍ବର ଜାତୀୟ ରାଜପଥ ରେଙ୍ଗାଳପାଲି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଟ୍ରକ୍‌କୁ ପଛପଟକୁ ଦ୍ରୁତ ଗତିରେ ଆସୁଥିବା ଯାତ୍ରୀବାହୀ ବସ୍ ଧକ୍କା ଦେଇଛି । ଫଳରେ ଦୁର୍ଘଟଣା ଘଟି ୪ ଜଣ ଗୁରୁତର ହୋଇଥିବା ବେଳେ ଏକାଧିକ ଆହତ ହୋଇଥିବା
Read More...

ଚାଲିଗଲେ ସାହିତ୍ୟିକ ସୁରେଶ ନେଗୀ

ଧର୍ମଗଡ଼ : ବର୍ଷିୟାନ ସାହିତ୍ୟିକ ସୁରେଶ ନେଗୀ(୮୩)ଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ସେ ଜଣେ ସୁସଂଗଠକ, ବିଶିଷ୍ଟ ଶିକ୍ଷାବିତ୍‌, ସୁସାହିତ୍ୟିକ ତଥା ଧର୍ମଗଡ଼ ସାହିତ୍ୟ ବୟୋଜ୍ୟେଷ୍ଠ ସଦସ୍ୟ ଭାବରେ ଅଞ୍ଚଳରେ ସୁନାମ ଅର୍ଜନ କରିଥିଲେ । ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି ।
Read More...

ଜୁନାଗଡରେ ସିଭିଲ କୋର୍ଟ ଉଦଘାଟିତ

ଧର୍ମଗଡ, (ଭରତ ବିଶି) : ଗତକାଲି ଅର୍ଥାତ ଶନିବାର ଦିନ କଳାହାଣ୍ଡି ଜିଲ୍ଲାର ଜୁନାଗଡ ଠାରେ ସିଭିଲ କୋର୍ଟ ଉଦଘାଟିତ ହୋଇଯାଇଛି । ଓଡିଶା ହାଇକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ କରକମଳରେ ସିଭିଲ ଜଜ (କନିଷ୍ଠ ବିଭାଗ) ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ
Read More...